32 C
Bhubaneswar
Wednesday, January 20, 2021

ରାଜସ୍ୱବଜାର ଅଂଶ ଦେଶରେ ସର୍ବାଧିକ: ଟ୍ରାଇ ରିପୋର୍ଟ .

Must read

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଭୁବନେଶ୍ୱର,୦୧/୧୨: ସବୁଠୁ ପସନ୍ଦର ଟେଲିକମ୍ କଂପାନି ଭାବେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରିରଖି ରିଲାଏନ୍ସ ଜିଓ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟରାଜସ୍ୱର ୫୧.୮% ବଜାର ଅଂଶ ହାସଲ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଓଡିଶାରେ ଜିଓ ହାସଲ କରିଥିବା ଏହିସଫଳତା ସାରା ଦେଶରେ ଯେକୌଣସି ଅପରେଟରଙ୍କ ତୁଳନାରେ ସର୍ବାଧିକ ବୋଲି ଏହି ରିପୋର୍ଟରୁ ଜଣାପଡିଛି ।୨୦୨୦ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଓଡ଼ିଶାରେ ରିଲାଏନ୍ସ ଜିଓରମୋଟ ରାଜସ୍ୱ ୬.୬ ପ୍ରତିଶତ ବୃଦ୍ଧି ପାଇ୬୩୩ କୋଟି ଟଙ୍କା ହୋଇଥିବା ବେଳେଏହି ସମୟରେ ଓଡିଶାରେ ଟେଲିକ ମ୍ବଜାରର ମୋଟ ରାଜସ୍ୱ ୧୨୨୨ କୋଟିଟଙ୍କାକୁ ବୃଦ୍ଧି ପାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ଏହିତ୍ରୟ ମାସରେ ରାଜ୍ୟରେ ଏୟାରଟେଲ୍ରମୋଟ୍ ରାଜସ୍ୱ ୪୩୫ କୋଟି ଟଙ୍କାହୋଇଥିବା ବେଳେ ଭୋଡାଫୋନ୍ ଆଇଡିଆର ପାଖାପାଖି ୮୦ କୋଟି ଟଙ୍କାଏବଂ ବିଏସ୍ଏନ୍ଏଲ୍ ୭୦ କୋଟି ଟଙ୍କାରହିଥିଲା । ଏଠାରେ ଏହା ଉଲ୍ଲେଖ ଯୋଗ୍ୟଯେ ରାଜ୍ୟର ପ୍ରଥମ ଟେଲିକମ୍ ଅପରେଟର ଭାବେ ରିଲାଏନ୍ସ ଜିଓଏପ୍ରିଲ୍-ଜୁନ୍ ତ୍ରୟମାସରେ ଟେଲିକମ୍କ୍ଷେତ୍ରର ମୋଟ ରାଜସ୍ୱର ୫୦ ପ୍ରତିଶତରୁ ଅଧିକ ବଜାର ଅଂଶ ହାସଲ କରିଥିଲା ।ବର୍ତମାନର ମହାମାରୀ ସ୍ଥିତି ଯୋଗୁଁ ଅଧିକସଂଖ୍ୟକ ବ୍ୟବହାରକାରୀ ଘରେ ରହି କାମକରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଅନଲାଇନ୍ ପାଠପଢ଼ା ଜାରି ରହିଥିବାରୁ ସେପ୍ଟେମ୍ବର ତ୍ରୟମାସରେ ମଧ୍ୟ ଡାଟାବ୍ୟବହାରରେ ଉଲ୍ଳେଖନୀୟ ବୃଦ୍ଧି ଘଟିଛି ।

ସାରା ରାଜ୍ୟରେ ମୋବାଇଲ୍ବ୍ୟ ବହାରକାରୀଙ୍କ ପାଇଁ ହାଇସ୍ପିଡ୍ଇଟଂରନେଟ୍ ପ୍ରଦାନ କରୁଥିବା ରିଲାଏନ୍ସଜିଓ ପକ୍ଷରୁ ରାଜ୍ୟର ୧୯ଟି ପ୍ରମୁଖ ସହରଯଥା ଭୁବନେଶ୍ୱର, କଟକ, ପୁରୀ,ଜଟଣୀ, ଅନୁଗୁଳ, ସମ୍ବଲପୁର,ରାଉରକେଲା, ଝାରସୁଗୁଡ଼ା,ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର,କେନ୍ଦୁଝର, ଭବାନୀପାଟଣା, କୋରାପୁଟ,ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର,ଯାଜପୁର ରୋଡ୍, ଭଦ୍ରକ ଆଦିରେ ଏହାର ଜିଓଫାଇବର୍ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ସେବାର ସମ୍ପ୍ରସାରଣ କରିଛି ଏବଂଓଡ଼ିଶାର ଅନ୍ୟ ପ୍ରମୁଖ ସହରଗୁଡ଼ିକରେଏହାର ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତକରୁଛି ।

ରିଲାଏନ୍ସ ଜିଓ ଏହାର ବ୍ୟାପକ୪ଜି ନେଟ୍ୱର୍କକୁ ସଂପ୍ରସାରଣ କରିଓଡ଼ିଶାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛିଏବଂ ନିରବଚ୍ଛିନ୍ନ ହାଇସ୍ପିଡ୍ ଇଟଂରନେଟ୍ସେବା ବଳରେ ନିରର ଭାବେ ରାଜ୍ୟରେଜିଓ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି ।୨୦୧୯ ଡିସେମ୍ବର ଠାରୁ ଉଭୟ ଗ୍ରାହକବଜାର ଅଂଶ ଓ ରାଜସ୍ୱ ବଜାର ଅଂଶରେ ରାଜ୍ୟରେ ଏକ ନମ୍ବର ହୋଇ ଜିଓ ସମ୍ପୂର୍ଣ୍ଣରୂପେ ବଜାରରେ ଅଗ୍ରଣୀ ସ୍ଥାନରେରହିଛି । ଟ୍ରାଇ ପକ୍ଷରୁ ନିକଟରେ ଅଗଷ୍ଟମାସପାଇଁ ଜାରି କରାଯାଇଥିବା ମୋବାଇଲ୍ଗ୍ରାହକଙ୍କ ତଥ୍ୟ ଅନୁଯାୟୀ, ଅଗଷ୍ଟମାସରେ ରିଲାଏନ୍ସ ଜିଓ ସର୍ବାଧିକସଂଖ୍ୟକ ଗ୍ରାହକ ଓଡ଼ିଶାରେ ଯୋଡ଼ିଓଡ଼ିଶାରେ ୧.୩୪ କୋଟି ମୋବାଇଲ୍ଗ୍ରାହକଙ୍କ ସହ ୪୦%ରୁ ଅଧିକ ଗ୍ରାହକବଜାର ଅଂଶ ହାସଲ କର

- Advertisement -ରାଜସ୍ୱବଜାର ଅଂଶ ଦେଶରେ ସର୍ବାଧିକ: ଟ୍ରାଇ ରିପୋର୍ଟ .

More articles

LEAVE A REPLY

Please enter your comment!
Please enter your name here

- Advertisement -ରାଜସ୍ୱବଜାର ଅଂଶ ଦେଶରେ ସର୍ବାଧିକ: ଟ୍ରାଇ ରିପୋର୍ଟ .

Latest article

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଅଟ୍ଟାରୀ-ୱାଗା କ୍ରସିଂ ମାଧ୍ୟମରେ ମୃତଦେହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ।

ପାକିସ୍ତାନ : ଗୁଜୁରାଟର କୁଚ୍‌ର ଭୁଜ୍‌ର ମିଳିତ ପଚରାଉଚରା କେନ୍ଦ୍ର (ଜେଆଇସି) ରେ ବନ୍ଦୀ ଥିବା ଚାରିଜଣ ପାକିସ୍ତାନୀ...