21 C
Bhubaneswar
Sunday, January 24, 2021

୬ ବର୍ଷରେ ଅକ୍ଷୟ ଉର୍ଜା କ୍ଷେତ୍ରରେ ପୁଞ୍ଜନିବେଶ ହୋଇଛି ୬୪ ବିଲିୟନ ଡଲାର ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ନୂଆଦିଲ୍ଲୀ,ତା,୩୦/୧୧; ଅକ୍ଷୟଉର୍ଜା କ୍ଷେତ୍ରରେ ଭାରତ ଏକପୁଞ୍ଜିନିବେଶର ଲକ୍ଷ୍ୟସ୍ଥଳି ଭାବରେ ପରିଣତ ହେଉଛି । ବିଗତ ୬ ବର୍ଷମଧ୍ୟରେ ଭାରତର ଅକ୍ଷୟ ଉର୍ଜା କ୍ଷେତ୍ରରେ୬୪ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜନିବେଶ ହୋଇଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିମାଧ୍ୟମରେ ତୃତୀୟ ଅକ୍ଷୟ ଉର୍ଜା ନିବେଶସ୧ିଳନୀ -୨୦୨୦ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ ପୁଞ୍ଜିନିବେଶକାରୀ, ଡେଭଲପର ଏବଂବ୍ୟବସାୟୀଙ୍କୁ ଭାରତର ଅକ୍ଷୟ ଉର୍ଜାଯାତ୍ରାରେ ସାମିଲ ହେବା ପାଇଁ ଆହ୍ୱାନକରିଛନ୍ତି । ଭାରତର ଏହି ଯାତ୍ରାରେ ସାମିଲ୍ସମସ୍ତ ବ୍ୟବସାୟୀ ଉପକୃତହୋଇପାରିବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତିଦେଇଛନ୍ତି । ସେ କହିଛନ୍ତି ଭାରତର ଉର୍ଜାକ୍ଷେତ୍ର ସମେତ ସମଗ୍ର ଉର୍ଜା କ୍ଷେତ୍ରରେଦେଶର ଏକ ଉଦାରବାଦୀ ଏଫଡ଼ିଆଇନୀତି ରହିଛି । ଏହି ନୀତି ଫଳରେ ବିଦେଶୀ ପୁଞ୍ଜିନିବେଶ କାରୀମାନେ ନିଜେନିବେଶ କରିପାରିବେ କିମ୍ବା ଭାରତୀୟସଂସ୍ଥା ସହ ଯୌଥ ଉଦ୍ୟୋଗରେ ଭାରତରେ ଅକ୍ଷୟ ଉର୍ଜା ଆଧାରିତ ଶକ୍ତିଉତ୍ପାଦନ ପ୍ରକଳ୍ପରେ ପୁଞ୍ଜିନିବେଶ କରିବାସହ ବୈଷୟିକ ସହଯୋଗ ମଧ୍ୟକରିପାରିବେ । ଭାରତ ସରକାର ଇଜ୍ଅଫ୍ ଡୁଇଂ ବିଜନେସକୁ ପ୍ରାଥମିକତାଦେଇ ଆସୁଛନ୍ତି ।

ପୁଞ୍ଜିନିବେଶର ସୁରକ୍ଷାତଥା ଚୁକ୍ତିନାମାର ସ୍ୱଚ୍ଛତାକୁ ବଜାୟରଖିବା ଭାରତ ସରକାରଙ୍କ ପ୍ରାଥମିକତା ରହିଆସିଛି । ସରକାର ସମସ୍ତ ମବଣାଳୟରେ ଘରୋଇ ଏବଂ ବିଦେଶୀ ପୁଞ୍ଜିନିବେଶ କାରୀଙ୍କୁ ସାହାଯ୍ୟ କରିବାପାଇଁ ପ୍ରଜୋକ୍ଟ ଡେଭଲପମେଂଟ୍ସେଲ (ପିଡ଼ିସି) ଓ ଫରେନ୍ ଡାଇରେକ୍ଟଇନ ଭେଷ୍ଟମେଂଟ୍ ସେଲ(ଏଫଡ଼ିଆଇ)ରପ୍ରତିଷ୍ଠା କରାଯାଇଛି । ଦେଶରେ ଉର୍ଜାଦାରିଦ୍ର୍ୟକୁ ଦୂର କରିବା ଦିଗରେ ଉର୍ଜାକ୍ଷେତ୍ରରେ ବ୍ୟାପକ ପରିବର୍ତନ କରାଯାଉଛି । ଆମେ କ୍ରମାଗତ ଭାବରେ ଉର୍ଜା ନୀତିପଦକ୍ଷେପ ନେଇଆସୁଛୁ । ଉର୍ଜାରଉପଲ୨ି, ସମସ୍ତଙ୍କୁ ଉର୍ଜା ଯୋଗାଇବା,ଗରିବଙ୍କ ପାଇଁ ସୁଲଭ ମୂଲ୍ୟରେ ଉର୍ଜାଯୋଗାଇବା, ଉର୍ଜା ବ୍ୟବହାରରେ ଦକ୍ଷତାଏବଂ ଜଣେ ଦାୟିତ୍ୱବାନ ବୈଷୟିକ ନାଗରିକ ଭାବେ ଜଳବାୟୁ ପରିବର୍ତନକୁମୁକାବିଲା କରିବା ପାଇଁ ସ୍ଥାୟୀ ଉର୍ଜାକୁଆଧାର କରି ଆମେ ଆଗାମୀ ପିଢିରଭିତିଭୂମି ବିକାଶ କରୁଛୁ । ଆମର ଉର୍ଜାଏଜେଣ୍ଡା ଅନ୍ତର୍ଭୃକ୍ତିକରଣ ଏବଂ ବଜାରଆଧାରିତ ଓ ଜଳବାୟୁ ସହଯୋଗୀ ।ଭାରତ ସରକାର ଜୈବ ଇନ୍ଧନକୁ ମଧ୍ୟଗୁରୁତ୍ୱ ଦେଉଛନ୍ତି । ଜୈବ ଇନ୍ଧନକେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱପାଇଁ ନୂଆ ଇନ୍ଧନ । ପରିବେଶ ଏବଂଅର୍ଥନୀତିର ସମନ୍ୱୟକୁ ରକ୍ଷା କରିବାଦିଗରେ ଜୈବ ଇନ୍ଧନର ବଡ ଭୂମିକାରହିଛି ।

ଜୈବ ଇନ୍ଧନକୁ ବହୁଳ ଭାବେପ୍ରୋତ୍ସାହନ ଦେବା ଉଦେ୍ଦଶ୍ୟରେ୨୦୧୮ ମସିହାରେ ଜାତୀୟ ଜୈବଇନ୍ଧନ ନୀତି ଶୁଭାରମ୍ଭ କରାଯାଇଥିବା ବେଳେ ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରାଯିବ ଏବଂ ୫ ପ୍ରତିଶତ ବାୟୋଡ଼ିଜେଲ ରହିବା ନେଇ ଲକ୍ଷ୍ୟରଖାଯାଇଛି । ଏହାସହ ଦୈନିକ୧୧୦୦ କିଲୋ ଲିଟର କ୍ଷମତା ବିଶିଷ୍ଟ୧୨ଟି ୨ଜି ଇଥାନଲ ବାୟୋରିଫାଇନାରୀ ୧୧ଟି ରାଜ୍ୟରେ ପ୍ରତିଷ୍ଠାକରାଯାଉଛି । ଆମେ ୧୬ ହଜାର୮୦୦ କିମି ଲମ୍ବ ଗ୍ୟାସ ପାଇପ ଲାଇନନେଟୱାର୍କର କାମ ହୋଇସାରିଛି ଏବଂଅତିରିକ୍ତ ୧୪ ହଜାର ୭୦୦ କିମି ଗ୍ୟାସପାଇ ପଲାଇନର କାମ ବିଭିନ୍ନ ସ୍ତରରେଜାରୀ ରହିଛି । ଦେଶରେ ପାଇପଲାଇନ,ସିଟି ଗ୍ୟାସ ବିତରଣ, ଏଲଏନଜି, ରି-ଗ୍ୟାସିଫିକେସନ ଟର୍ମିନାଲ ସହ ଗ୍ୟାସଭିତିଭୂମିର ବିକାଶ ପାଇଁ ୬୦ ବିଲିୟନ ଆମେରିକୀୟ ଡଲାର ପୁଞ୍ଜନିବେଶକ ରାଯାଉଛି । ସେହିପରି ୨୦ ବିଲିୟନ ଆମେରିକୀୟ ଡଲାର ନିବେଶରେ ଆଗାମୀ ଦିନରେ ଭାରତ ସରକାର ୫ହଜାର ସିବିଜି ପ୍ଲାଂଟ୍ ପ୍ରତିଷ୍ଠା କରିବାରଲକ୍ଷ୍ୟ ରଖିଛନ୍ତି । ଏହି ସିବିଜି ପ୍ଲାଂଟରେବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନସିବିଜି ଉତ୍ପାଦନ କରିବାର ଲକ୍ଷ୍ୟରଖାଯାଇଛି । ବର୍ତମାନ ସୁଦ୍ଧା ଦେଶରବିଭିନ୍ନ ସ୍ଥାନରେ ୧୫୦୦ ସିବିଜିପ୍ଲାଂଟର କାର୍ଯ୍ୟକ୍ଷମ ହୋଇଛି । ତୈଳରାଷ୍ଟ୍ରାୟତ ଉଦ୍ୟୋଗ ସମେତ ଦେଶରତୈଳ ଏବଂ ଗ୍ୟାସ କମ୍ପାନୀମାନେ ସବୁଜ ଉର୍ଜା ଯଥା ଅକ୍ଷୟ, ଜୈବଇନ୍ଧନଏବଂ ହାଇଡ୍ରୋଜେନକୁ ପ୍ରାଥମିକତାଦେଇ ଅକ୍ଷୟ ଉର୍ଜା ପ୍ରକଳ୍ପର ବିକଶିତ ନିମନ୍ତେ ପୁଞ୍ଜନିବେଶ କରୁଛନ୍ତି ବୋଲିଶ୍ରୀ ପ୍ରଧାନ କହିଛନ୍ତି ।

- Advertisement -୬ ବର୍ଷରେ ଅକ୍ଷୟ ଉର୍ଜା କ୍ଷେତ୍ରରେ ପୁଞ୍ଜନିବେଶ ହୋଇଛି ୬୪ ବିଲିୟନ ଡଲାର ।

More articles

LEAVE A REPLY

Please enter your comment!
Please enter your name here

- Advertisement -୬ ବର୍ଷରେ ଅକ୍ଷୟ ଉର୍ଜା କ୍ଷେତ୍ରରେ ପୁଞ୍ଜନିବେଶ ହୋଇଛି ୬୪ ବିଲିୟନ ଡଲାର ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...