ବ୍ରହ୍ମପୁର, ୩୦/୧୧:ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟସୋର ର୍ସିଂବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଦାବି ଉଠାଇଛି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ । ସ୍ଥାନୀୟ ଏମକେସିଜି ମେଡିକାଲକଲେଜ ହସ୍ପିଟାଲ ପରିସରରେ ଥିବା ବିଶ୍ୱନାଥ ପଣ୍ଡିତ ଭବନ ପରିସରରେ ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ମିଳନୀରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେଯେ ।ଗଦେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉକôଟ ହୋଇଥିବା ବେଳେରାଜ୍ୟ ସରକାର ଏ ଦିଗରେ ଦୃଷ୍ଟିଦେଉନଥିବାରୁ କ୍ଷ୍ୟୋଭ ପ୍ରକାଶ କରିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାରଶ୍ରମିକ ଓ ଚାଷୀ ବିରେ ।ଧୀ ବିଲ ଆଗତକରିଥିବାରୁ ଉଦବେଗ ପ୍ରକାଶ କରିବାସହ ଏହା ବିରୋଧରେ ସମସ୍ତ ଶ୍ରମିକ,କର୍ମଚାରୀ ଓ ଚାଷୀମାନେ ସଂଗଠିତ ଆନ୍ଦୋଳଳନ କରିବାକୁ ରାଜ୍ୟ ସଭାପତିଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ । ସମ୍ମିଳନୀରେ ମୁଖ୍ୟତଃ ଡ଼ାକ୍ତରଙ୍କ ଭଳିମେଡିକାଲ କର୍ମଚାରୀଙ୍କ ଅବସର ବୟସ ୬୫କୁ ବୃଦ୍ଧି କରିବା, ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସମାନକାମକୁ ସମାନ ଦରମା ପ୍ରଦାନ କରିବା,କର୍ମଚାରୀମାନଙ୍କୁ ବାସଗୃହ ଯେ ।ଗାଇବା ସହିତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସ୍ୱାସ୍ଥ୍ୟବୀମା କରିବା ଇତ୍ୟାଦି ଉପରେଦାବି ଆଗତ କରାଯାଇଥିଲା ।ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ଉପସଭାପତି ଶାକିର ଖାନ, ଉପସମ୍ପାଦକ ଶିବ ପ୍ରସାଦ ମହାନ୍ତି,
ରାଜ୍ୟସଂଯେ ।ଜକ ପୂର୍ଣ୍ଣଚନ୍ଦ୍ର ରାଉତ, ଅନ୍ୟତମ ଉପସଭାପତି ସୁକାନ୍ତ ମୁଖୀ, ଉପଦେଷ୍ଟାଲାଲୁ ମୋହନ ବେହେରା, ଜିଲ୍ଲାମେଡିକାଲ କର୍ମଚାରୀ ସଂଘର ସମ୍ପାଦକଜି.ନରସିଂହ ରାଓ, ମେଡିକାଲ କଲେଜଶାଖାର ସମ୍ପାଦକ ରାଜୁ ଚିନ୍ନା, ରବିନାରାୟଣ ବେହେରା, ରେଣୁପ୍ରିୟା ପାଢ଼ୀ,ବିପିନ ବିହାରୀ ନାୟକ, ଟୁନା ଜେନା,ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କାଯର୍ୟରତ କର୍ମଚାରୀଙ୍କ ସମସ୍ୟା ଓଏହାର ସମାଧାନ ପାଇଁ ସଂଘ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବା ସହ ସଂଗଠନ କୁଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କ ସହଯେ ।ଗ କାମନା କରିଥିଲେ ।