26 C
Bhubaneswar
Thursday, January 21, 2021

ବେଦାନ୍ତ ଶ୍ରେଷ୍ଠ ସଷ୍ଟେନ ବିଲିଟିକମ୍ପାନୀ ମଧ୍ୟରେ ତାଲିକାଭୁକ୍ତ ହୋଇଛି

Must read

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...

ଅଧ୍ୟକ୍ଷ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରନ୍ତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବାରଗଡ ଗସ୍ତରେ ଯାଇ ବୁଧବାର ଦିନ...

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

ଭୁବନେଶ୍ୱର, ୩୦/୧୧:ପରିବେଶ, ସମାଜିକ ଏବଂ ପ୍ରଶାସନିକ ପ୍ରଦର୍ଶର୍ନ(ଇଏସ୍ଜି) କ୍ଷେତ୍ରରେ ବେଦାନ୍ତ ବିଶେଷ ବିକାଶ କରିପାରିଛି । ଡୋ ଜୋନ୍ସ୍ସସ୍ଷ୍ଟେନବିଲିଟିଇଣ୍ଡିସେସ୍ (ଡିଜେଏସ୍ଆଇ) ତାଲିକାରେ ମେଟାଲ ଏବଂ ମାଇନିଂ ସେକ୍ଟରରେଏହା ୨୦୧୯ରେ ୨୧ ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ୧୨ ତମସ୍ଥାନରେ ସ୍ଥାନୀତ ହୋଇଛି । ଜଳବାୟୁ ପରିବର୍ତନ ଘୋଷଣା ପତ୍ରରେ ବେଦାନ୍ତସ୍ୱାକ୍ଷର କରି କାର୍ବନ-ନୁ୍ୟଟ୍ରାଲିଟି ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି । ଗତ ୩ ବର୍ଷଧରି ବେଦାନ୍ତ ଏହି ସସ୍ଷ୍ଟେନବିଲିଟିତାଲିକାରେ କ୍ରମାଗତ ଉନ୍ନତି କରିଚାଲିଛି ।ଚଳିତ ବର୍ଷ ବେଦାନ୍ତ ପସେଂଟାଇଲ୍ ୮୬ପ୍ରତିଶତ ଥିବାବେଳେ ୨୦୧୯ରେ ଏହା୭୦ ପ୍ରତିଶତ ଥିଲା । ସେହିପରି୨୦୧୮ରେ ଏହା ୬୦ ପ୍ରତିଶତ ରହିଥିଲା । ଏସିଆ ପାସିଫିକ୍ ଅଂଚଳର ମେଟାଲ ଏବଂ ମାଇନିଂ ବର୍ଗରେ ବେଦାନ୍ତଚଳିତ ବର୍ଷ ୨ ନମ୍ବର ସ୍ଥାନରେ ରହିଛି ।ଗତ ବର୍ଷ ଏହା ତାଲିକାର ୭ତମ ସ୍ଥାନରେରହିଥିଲା । ବ୍ୟବସାୟକୁ ସସ୍ଷ୍ଟେନବିଲିଟିଢ଼ଙ୍ଗରେ ଜାରି ରଖିବା ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ । ହିନ୍ଦୁସ୍ଥାନ ଜିଙ୍କ୍ସସ୍ଷ୍ଟେନବିଲିଟି ତାଲିକାରେ ଏସିଆପାସିଫିକ୍ ଅଂଚଳରେ ଶୀର୍ଷରେ ରହିଛି ।ଏହାର ସାମଗ୍ରିକ ର୍ୟାଙ୍କିଂ ଚଳିତ ବର୍ଷ ୮ତମ ସ୍ଥାନରେ ରହିଛି । କମ୍ପାନୀ ଗୁଡ଼ିକରଓଏସ୍ଜି ପ୍ରଦର୍ଶନ ମାନକ ଆଧାରରେ ଡିଜେଏସ୍ଆଇ ସୂଚକାଙ୍କ ନିର୍ଣ୍ଣୟ କରାଯାଇଥାଏ । ବେଦାନ୍ତର ଡିଜେଏସ୍ଆଇ ସ୍କୋର୍ ଚଳିତ ବର୍ଷ ୬୬ରେ ଛୁଇଁଛି । ଗତବର୍ଷ ଏହା ୫୧ଥିଲା ।

କମ୍ପାନୀ ମାନବିକ ଅଧିକାର,ବିଭିନ୍ନ ଗୋଷ୍ଠୀ ଉପରେ ସାମାଜିକ ପ୍ରଭାବଏବଂ ଜଳ ସମ୍ପର୍କିତ ଆହ୍ୱାନ ଭଳିକ୍ଷେତ୍ରରେ ବେଶ୍ ବିକାଶ ଲାଭକରିପାରିଛି । ମାନବିକ ଅଧିକାର କ୍ଷେତ୍ରରେ କମ୍ପାନୀର ଡିଜେଏସ୍ଆଇ ସ୍କୋର ୭୩କୁବୃଦ୍ଧି ପାଇଛି । ଗତ ବର୍ଷ ଏହା ୨୦ ଥିଲା ।ବିଭିନ୍ନ ଗୋଷ୍ଠୀ ଉପରେ ସାମାଜିକ ପ୍ରଭାବକ୍ଷେତ୍ରରେ କମ୍ପାନୀର ସ୍କୋର୍ ୪୭ରୁ୮୯ରେ ପହଂଚିଛି । ବାୟୋଡାଇଭର ର୍ସିଟିକ୍ଷେତ୍ରରେ ବେଦାନ୍ତର ସ୍କୋର୍ ୩୮ରୁ୭୯କୁ ବୃଦ୍ଧି ପାଇଛି । ରିସ୍କ୍ ଏବଂକ୍ରାଏସିସି ମ୍ୟାନେଜେମେଂଟ୍ରେ କମ୍ପାନୀରସ୍କୋର୍ ୩୨ରୁ ୬୬କୁ ବୃଦ୍ଧି ହୋଇଛି ।ଡିଜେଏସ୍ଆଇ ସ୍କୋର ଚଳିତ ବର୍ଷ୭୩ରେ ପହଂଚିଛି । ୨୦୧୯ରେ ଏହା୪୦ ଥିଲା । ଡୋ ଜୋନ୍ସ୍ସସ୍ଷ୍ଟେନ୍ବିଲିଟି ଇଣ୍ଡିସେସ୍ ପକ୍ଷରୁବେଦାନ୍ତକୁ ମ୍ୟାଟ୍ରିଆଲଟି,ଏନଭ୍ରାର୍ଣ୍ଣମେଂଟାଲ ରିପୋର୍ଟିଂ, ୱାଟର ରିସ୍କ୍ଏବଂ ସୋସିଆଲ୍ ରିପୋର୍ଟିଂ କ୍ଷେତ୍ରରେ୧୦୦ ପ୍ରତିଶତ ସ୍କୋର୍ ପ୍ରଦାନକରାଯାଇଛି । ଏହି ଅବସରରେ ବେଦାନ୍ତଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଲେ, ଆମେଜିରୋ ହାର୍ମ, ଜିରୋ ୱେଷ୍ଟ୍, ଜିରୋଡିସଚାର୍ଜ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହା ସହିତଆମେ କର୍ପୋରେଟ୍ ଗଭର୍ଣ୍ଣାସ୍ କ୍ଷେତ୍ରରେକାର୍ଯ୍ୟ ଜାରି ରଖିଛୁ । ବେଦାନ୍ତ କାର୍ଯ୍ୟକରୁଥିବା କ୍ଷେତ୍ରରେ ସ୍ଥାନୀୟ ଗୋଷ୍ଠୀଙ୍କୁପ୍ରଭାବିତ କରିବା ସହିତ ଅଂଚଳ, ଦେଶଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ମଧ୍ୟ ବିଶେଷ ଭାବେ ପ୍ରଭାବିତ କରିବା ଜାରି ରଖିଛି ।ଗ୍ରୀନ୍ ହାଉସ୍ ଗ୍ୟାସ୍ ଉଦ୍ଗୀରଣ କମାଇବାପାଇଁ ବେଦାନ୍ତ ସରକାରଙ୍କ ସହିତ ହାତମିଳାଇ ଜଳବାୟୁ ପରିବର୍ତନ ଘୋଷଣା ପତ୍ରରେ କାର୍ବନ ନୁ୍ୟଟ୍ରାଲିଟି ପ୍ରତିଶ୍ରୁତିବଦ୍ଧତା ପାଇଁ ସ୍ୱାକ୍ଷର କରିଛି ।

ଭାରତକରିଥିବା ପ୍ୟାରିସ୍ ଚୁକ୍ତି ଅଧାରରେ ବେଦାନ୍ତ ଦେଶର ୨୦ରୁ ଅଧିକ ଶ୍ରେଷ୍ଠକମ୍ପାନୀଙ୍କ ସହିତ ଘୋଷଣା ପତ୍ରରେ ସ୍ୱାକ୍ଷରକରିଛି । ଜିରୋ ଇମିସନ୍ ପାଇଁ ଭାରତରଧାର୍ଯ୍ୟ ଲକ୍ଷ୍ୟ ପୂରଣ କ୍ଷେତ୍ରରେ ବେଦାନ୍ତକାର୍ଯ୍ୟ କରୁଛି । ଶକ୍ତି, ଜଳ,ସବୁଜୀକରଣ, ନୂଆ ଜଙ୍ଗଲ ସୃଷ୍ଟି, ବର୍ଜ୍ୟପରିଚାଳନା ଏବଂ ରିସାଇକିଲିଂ କ୍ଷେତ୍ରରେ କମ୍ପାନୀ କାର୍ଯ୍ୟ ଅବ୍ୟାହତ ରଖିଛି ।ବେଦାନ୍ତ ଗ୍ରୁପ୍ ମଧ୍ୟରେ ହିନ୍ଦୁସ୍ଥାନ ଜିଙ୍କ୍,କେର୍ଣ୍ଣ ଅଏଲ୍ ଆଣ୍ଡ୍ ଗ୍ୟାସ୍, ବେଦାନ୍ତଆଲୁମିନିୟମ୍, ଷ୍ଟ୍ରେଲାଇଟ୍ କପର୍, ସେସାଗୋଆ, ଏବଂ ଇଏସ୍ଏଲ୍ ଆଦିବିଶ୍ୱସ୍ତରୀୟ ସସ୍ଷ୍ଟେନ୍ବିଲିଟିକାର୍ଯ୍ୟକ୍ରମମାନ ଅପରେଶନ୍ ଅଂଚଳରେ ହାତକୁ ନେଇଛନ୍ତି । ସେହିପରି ଗୋଷ୍ଠୀଉନ୍ନୟନ ଏବଂ ପରିଚାଳନା ଓ ସୁରକ୍ଷା ମାର୍ଗଦର୍ଶିକାକୁ ପ୍ରତିପାଳନ କରିଥିବାରୁଏକାଧିକ ପୁରସ୍କାର ମଧ୍ୟ ହାସଲ କରିଛି ।ବେଦାନ୍ତ ଦାୟିତ୍ୱବୋଧ, ଷ୍ଟୱାର୍ଡଶିପ୍,ବିଲ୍ଡିଂ ଷ୍ଟ୍ରଙ୍ଗ୍ ରିଲେସନ୍ଶିପ୍, ଆଡିଂ ଆଣ୍ଡଶେୟାରିଂ ଏବଂ ଯୋଜନାବଦ୍ଧ ଯୋଗାଯୋଗ ବ୍ୟବସ୍ଥା ଆଦି ୪ଟିଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ ଧାରା ଜାରିରଖିଛି । ଏହା ୟୁଏନ୍ଜିସିର ୧୦ଟି ନିୟମଉପରେ ପର୍ଯ୍ୟବେସିତ । ସେହିପରି ଜାତିସଂଘର ଏସଡିଜିଏସ୍ ଏବଂଇଂଟରନ୍ୟାଶନାଲ ଫାଇନାନ୍ସ୍କର୍ପୋରେଶନ୍(ଆଇଏପ୍ ସି),ଆସିଏମ୍ଏମ୍ ଏବଂ ଓଇସିଡିର ନିୟମକୁ ପ୍ରତିପାଳନ କରିଥାଏ । ଭବିଷ୍ୟତକୁ ଦୃଷ୍ଟିରେ ବେଦାନ୍ତ ସସ୍ଷ୍ଟେନ୍ବିଲିଟିଡେଭଲପ୍ମେଂଟ୍ ମଡେଲ ଉପରେ କାର୍ଯ୍ୟଜାରି ରଖିଛି । ଏଥିପାଇଁ ପ୍ରସ୍ତୁତଫ୍ରେମୱାର୍କରେ ନୀତି ନିର୍ଦ୍ଧାରଣ,ଜ୍ଞାନକୌଶଳର ଉପଯୋଗୀତା ମାନକଏବଂ ମାର୍ଗଦର୍ଶିର୍କା ଆଦିକୁ ଅନ୍ତର୍ଭୁକ୍ତକରାଯାଇଛି । ବିକାଶ ଧାରାକୁ ଅବ୍ୟାହତ ରଖିବା ଲାଗି ବେଦନ୍ତା ପକ୍ଷରୁ ନିରନ୍ତରପ୍ରୟାସ ଜାରି ରହିଛି ।

- Advertisement -ବେଦାନ୍ତ ଶ୍ରେଷ୍ଠ ସଷ୍ଟେନ ବିଲିଟିକମ୍ପାନୀ ମଧ୍ୟରେ ତାଲିକାଭୁକ୍ତ ହୋଇଛି

More articles

LEAVE A REPLY

Please enter your comment!
Please enter your name here

- Advertisement -ବେଦାନ୍ତ ଶ୍ରେଷ୍ଠ ସଷ୍ଟେନ ବିଲିଟିକମ୍ପାନୀ ମଧ୍ୟରେ ତାଲିକାଭୁକ୍ତ ହୋଇଛି

Latest article

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...

ଅଧ୍ୟକ୍ଷ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରନ୍ତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବାରଗଡ ଗସ୍ତରେ ଯାଇ ବୁଧବାର ଦିନ...

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...