32.1 C
Bhubaneswar
Friday, June 25, 2021

ପ୍ରଯୁକ୍ତିବିଦ୍ୟା ବଳରେ ସଂସ୍କୃତି ଭାବାବେଗକୁ ସ୍ୱାଭାବିକ କରୁଛି ।

Must read

ନୂଆଦିଲ୍ଲୀ,୩୦/୧୧ ପ୍ରଯୁକ୍ତି ବିଦ୍ୟାବଳରେ ସଂସ୍କୃତି ଭାବାବେଗକୁ ସ୍ୱାଭାବିକ କରିପାରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୭୧ ତମସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କାନାଡାରୁ ଭାରତକୁ ଦେବୀ ଅନ୍ନପୂର୍ଣ୍ଣାଙ୍କର ଗୋଟିଏ ପ୍ରାଚୀନ ପ୍ରତିମାଫେରାଇ ଅଣାଯାଇଥିବା କଥା ଜାଣି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ । ପ୍ରାୟ୧୦୦ ବର୍ଷ ପୂର୍ବେ ୧୯୧୩ ମସିହାରେ ଏହିପ୍ରତିମାଟି ବାରାଣାସୀର ଏକ ମନ୍ଦିରରୁ ଚୋରିହୋଇ ଦେଶ ବାହାରକୁ ଚୋରା ଚାଲାଣହୋଇଥିଲା ।ଏଥର କରୋନା ଭାଇରସ୍ ସଂକ୍ରମଣସତ୍ତ୍ୱେ ଅଭିବବ ଉପାୟରେ ଲୋକେ ବିଶ୍ୱଐତିହ୍ୟ ପାଳିଥିବା ଆମେ ଦେଖିଲେ ।ପ୍ରଯୁକ୍ତିବିଦ୍ୟାଳ ବଳରେ ସଂସ୍କୃତି ଭାବାବେ ଗସ୍ୱାଭାବିକ କରାରଛି । ଆଜି ଦେଶର ଅନେକଯାଦୁଘର, ପାଠାଗାର ସେମାନଙ୍କ ସଂଗୃହୀତ ସାମଗ୍ରୀ ସବୁକୁ ସମ୍ପୂର୍ଣ୍ଣ ଡିଜିଯାଲ୍ କରିବାରେ ଲାଗିଛନ୍ତି ।ଅଳ୍ପ ଦିନ ତଳେ ମୁଁ ଗୋଟାଏକୌତୁହଳପ୍ରଦ ପ୍ରକଳ୍ପ ବିଷୟରେ ପଢିଥିଲି ।ନରୱେର ଉତ୍ତରକୁ ସ୍ୱାଲ୍ବାର୍ଡ ନାମକ ଦ୍ୱୀପଟିଏଅଛି । ସେ ଦ୍ୱୀପରେ ଆର୍କଟିକ୍ ୱାର୍ଲଡ୍ ଆର୍କାଇଭ୍ପ୍ରକଳ୍ପ ସ୍ଥାପନ କରାଯାଇଛି ।ସେ କହିଲେ, ଭାରତର ସଂସ୍କୃତି ବିଶ୍ୱରେ ଲୋକପ୍ରିୟ ହେଉଛି ।

ବ୍ରାଜିଲ୍ର ଜେଆନ୍ସମେସେଟି ନାମକ ଜଣେ ବ୍ୟକ୍ତି ସେଭଳି ଉଦ୍ୟମକରି ସେଠାକାର ଲୋକମାନଙ୍କ ମଧ୍ୟରେ ବେଦାନ୍ତ ଓ ଗୀତାକୁ ଜନପି୍ରୟ କରାଉଛନ୍ତି ।ଭାରତର ସଂସ୍କୃତି ଓ ଶାସ୍ତ୍ର ସବୁବେଳେ ସମଗ୍ରବିଶ୍ୱରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ରହିଛି ।ସେ ସବୁର ଅନ୍ୱେଷରେ ଆସି ଅନେକ ବ୍ୟକ୍ତି ସାରାଜୀବନ ଏଠାରେ ରହିଯାଇଥାନ୍ତିି । ଅନ୍ୟ କେତେକ ଭାରତର ସଂସ୍କୃତିକ ରାଷ୍ଟ୍ରଦୂତ ଭାବେ ସେମାନଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ନୁ୍ୟଜିଲାଣ୍ଡରେ ନବନିର୍ବାଚିତ ସାଂସଦ ଡାକ୍ତରଗୌରବ ଶର୍ମା ବିଶ୍ୱର ଅନ୍ୟତମ ପ୍ରାଚୀନ ଭାଷାସଂସ୍କୃତିରେ ଶପଥ ଗ୍ରହଣ କରିଛନ୍ତି । ଜଣେ ଭାରତୀୟଙ୍କ ପକ୍ଷରୁ ଭାରତୀୟଙ୍କ ପକ୍ଷରୁ ଭାରତୀୟ ସଂସ୍କୃତିର ପ୍ରଚାର କରାଯିବା କଥା ଆମକୁ ଗୌରବାନ୍ୱିତ କରୁଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟକହିଛନ୍ତି ଯେ, ମହାମାରୀ ଆମ କାର୍ଯ୍ୟ ଧାରା ବଦଳାଇ ଦେଇଛି । ପ୍ରକୃତିକୁ ନୂତନ ଉପାୟରେ ଉପଲବ୍ଧô କରିବାର ସୁଯୋଗ ଦେଇଛିି । ପ୍ରକୃତିକୁ ଅବଲୋକନ କରିବାରେ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳି ଯାଇଛି ।ଏବେ ଆମେ ଶୀତଋତୁରେ ପଦାର୍ପଣ କରିଛୁ ।

ଆମେପ୍ରକୃତିର ନାବାବିଧା ବର୍ଣ୍ଣାଳୀ ଦେଖିପାରିବା ।ଭାରତରେ ମଧ୍ୟ ଅନେକ ପକ୍ଷୀ ଅବଲୋକନ କାରୀ ସମାଜ ସକି୍ରୟ ଅଛି । ଆପଣମାନେ ମଧ୍ୟ ଏହି ପ୍ରକଳ୍ପ ସହ ସଂଯୁକ୍ତ ହେବା ଉଚିତ୍ । ବନ୍ଧୁଗଣ, ୧୨ ନଭେମ୍ବରରେ ପକ୍ଷୀ ଗବେଷଣ ଡକ୍ଟର ସଲିମ ଅଲି ତାଙ୍କର୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭହୋଇଛି । ଗୁରୁ ନାନକ ଦେବଙ୍କ ମହତ୍ ଆଦର୍ଶଦ୍ୱାରା ଆମେ ଗଭୀର ଭାବେ ଅନୁପ୍ରାଣିତ ।ମୋର ପି୍ରୟ ଦେଧଶବାସୀ ଆସନ୍ତାକାଲି ଆମେଗୁରୁ ନାନକ ଦେବଙ୍କର ୧୫୧ତମ ପ୍ରକାଶପର୍ବ ପାଳନ କରିବା ।କେବଳ ବଡ ବଡ କଲେଜ କଲେଜ ଓ ବିଶ୍ୱବିଦ୍ୟାଳୟ ନିମନ୍ତେ ନୁହେଁ, ଗାଁ ଗଣ୍ଡାରେ ଥିବା ବିଦ୍ୟାଳୟ ନିମନ୍ତେ ମଧ୍ୟ ବଳିଷ୍ଠ ସକ୍ରିୟ ପୁରାତନ ଶିକ୍ଷାର୍ଥୀ ନେଟୱାର୍କ ଆବଶ୍ୟକ । ଆଇଆଇଟି ଦିଲ୍ଲୁୀଆରମ୍ଭ କରିଥିବା ଏଣ୍ଡାଓମେଣ୍ଟ ଫଣ୍ଡ ଏକ ଚମକ୍ରାରଉପାୟ । ସମଗ୍ର ବିଶ୍ୱରେ ଥିବା ପ୍ରତ୍ୟାତ ବିଶ୍ମବିଦ୍ୟାଳୟ ମାନଙ୍କରେ ଏ ପ୍ରକାର ଏଣ୍ଡାଓମେଣ୍ଟ ସଂସ୍କୃତି ରହିଛି ଯାହା ଶିକ୍ଷାର୍ଥୀମାନଙ୍କୁ ସହାୟକ ହେଉଛି । ଭାରତର ବିଶ୍ୱବିଦ୍ୟାଳୟ ମାନେ ମଧ୍ୟ ଏହିସଂସ୍କୃତି ଆରମ୍ଭ କରିବାକୁ ସମର୍ଥ ବୋଲି ମୋର ମନେହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।କୃଷି ସଂସ୍କାର କୃଷମାନନଙ୍କ ଲାଗି ନୂତନ ଦ୍ୱାର ଉନ୍ମୋଚନ କରିଛି । କୃଷି ସଂସ୍କାର କୃଷକମାନଙ୍କ ଲାଗିନୂଆ ସୁଯୋଗ ମାନ ଆଣିଛି । ସେମାନେ ତାହାଦ୍ୱାାର ନିଜର ଅଧିକାର ସାବ୍ୟସ୍ତ କରିପାରିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article