29 C
Bhubaneswar
Saturday, September 19, 2020

ବାଲାକୋଟ ଠାରୁ ଭୟଙ୍କର ଆକ୍ରମଣ କରାଯିବ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ନୂଆଦିଲ୍ଲୀ, ୨୭/୨ (ନିପ୍ର) : ଗତ ୨୦୧୯ ଫେବୃୟାରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ପାକ୍ ସମର୍ଥôତ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦର ଆତ୍ମଘାତୀ ହମ୍ଲାରେ ୪୦ ଜଣ ସିଆରପିଏଫ୍ ଜୱାନ ଶହୀଦ ହୋଇଥିଲେ । ଏହାର ପ୍ରତିଷାାଧ ନେବା ଲାଗି ୧୨ ଦିନ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମୀରର ବାଲାକୋଟସ୍ଥିତ ଜୈସର ପ୍ରଶିକ୍ଷଣ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା ଏବଂ ଏଥିରେ ସେଠାରେ ଥିବା ସମସ୍ତ ଆତଙ୍କୀ ଶିବିର ଧ୍ୱଂସ ହେବା ସହ ପ୍ରାୟ ୩ଶହରୁ ଅଧିକ ଜୈସ ଆତଙ୍କୀ ନିପାତ ହୋଇଥିଲେ ।

ପ୍ରଥମେ ପାକିସ୍ତାନ ଏହାକୁ ଅସ୍ୱୀକାର କରୁଥିଲାବେଳେ ପରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ସ୍ୱୟଂ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ୱୀକାର କରିଥିଲେ । ତେବେ ଏହି ଏୟାର ଷ୍ଟ୍ରାଇକ୍ ପାଇଁ ୨୦୧୯ ଫେବୃୟାରୀ ୧୮ ତାରିଖରେ ହିଁ ସ୍ଥିର କରାଯାଇଥିଲା ବୋଲି ଏହି ଏୟାର ଷ୍ଟ୍ରାଇକ୍ର ଅଂଶବିଶେଷ ହୋଇସାରିଥିବା ଏୟାର ମାର୍ଶାଲ୍ ହରି କୁମାର କହିଛନ୍ତି । ଯଦି ଆଗକୁ ପାକିସ୍ତାନ କୌଣସି ହରକତ କରେ ତା’ହେଲେ ତା’ ଉପରେ ଭାରତ ବାଲାକୋଟ ଠାରୁ ମଧ୍ୟ ଭୟଙ୍କର ଆକ୍ରମଣ କରିବ ବୋଲି ସେ ଚେତାଇ ଦେଇଛନ୍ତି । ସେ ଏହି ଅପେରସନ ବିଷୟରେ ଆହୁରି କହିଛନ୍ତି ଯେ, ପୁଲୱାମା ହମ୍ଲା ପର ଦିନ ହିଁ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର କରାଯାଇଥିଲା । ଏଥିପାଇଁ ସେନା ତା’ର ସମସ୍ତ ପ୍ରସ୍ତୁତି ଆର ମ୍ଭ କରିଦେଇଥିଲା ।

ଫେବୃୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିସିଏସ୍ ବୈଠକ ଡକାଇଥିଲେ ଏବଂ ୧୮ ତାରିଖରେ ପାକିସ୍ତାନର ଖାଇବର ପଖତନଖ୍ୱାସ୍ଥିତ ବାଲାକୋଟରେ ସକ୍ରିୟ ଥିବା ଜୈସର ଆତଙ୍କୀ ଶିବିରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ୍ କରାଯିବାକୁ ସ୍ଥିର ହୋଇଥିଲା । ତେବେ ଏଥିପାଇଁ ଫେବୃୟାରୀ ୨୬ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା । ସଂଯୋଗବଶତଃ ସେହି ଦିନ ହିଁ ଏୟାର ମାର୍ଶାଲ ହରି କୁମାରଙ୍କ ଜନ୍ମଦିନ ଥିଲା । ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଅପରେସନରେ ସାମିଲ କରାଯାଇଥିବା ନେଇ ସେ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ବାଲାକୋଟରେ ବହୁ ସଂଖ୍ୟାରେ ଜୈସ ଆତଙ୍କୀ ଠୁଳ ହୋଇଥିବା ଖବର ମିଳିବା ପରେ ବାୟୁସେନା ଏହା ଉପରେ ଏୟାର ଷ୍ଟ୍ରାଇକ୍ କରିବାକୁ ଟାର୍ଗେଟ କରିଥିଲା ।

ଯୋଜନା ମୁତାବକ ଏହି ଏୟାର ଷ୍ଟ୍ରାଇକ୍ରେ ମିରାଜ-୨୦୦୦ର ୩ଟି ସ୍କ୍ୱାର୍ଡନ ନିୟୋଜିତ ହୋଇଥିଲେ । ଏ=ାରଷ୍ଟ୍ରାଇକ୍ ସମୟରେ ପାକ୍ ବାୟୁସେନାର ଗତିବିଧି ଉପରେ ନଜର ରଖିବା ଲାଗି ଆୱାକସ ସିଷ୍ଟମର ସହାୟତା ନିଆଯାଇଥିଲା । ୨୬ ତାରିଖ ଭୋର୍ ୩ଟା ୨୮ ମିନିଟରେ ଭାରତୀୟ ବାୟୁସେନାର ମିରାଜ-୨୦୦ ଫାଇଟରଗୁଡ଼ିକ ପାକିସ୍ତାନର ବାୟୁସୀମାକୁ ଅତିକ୍ରମଣ କରି ବାଲାକୋଟ ଉପରେ ପ୍ରଥମ ଏୟାର ଷ୍ଟ୍ରାଇକ୍ କରିଥିଲେ । ଏଥିରେ ସୁଖୋଇକୁ ମଧ୍ୟ ସାମିଲ କରାଯାଇଥିଲା । ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ରେ ବାଲାକୋଟରେ ଥିବା ଜୈସର ୫ଟି ଆତଙ୍କୀ ଶିବିର ଧ୍ୱଂସବିଧ୍ୱଂସ ହୋଇଯାଇଥିଲା । ସେପେଟ କାଳେ ପାକିସ୍ତାନୀ ବାୟୁ ସେନା ପ୍ରତିଆକ୍ରମଣ କରିବ ସେଥିଲାଗି ସୀମାରେ ଏୟାର ଡିଫେନ୍ସ ସିଷ୍ଟମକୁ ତୈୟାର ରଖାଯାଇଥିବା
ଏୟାର ମାର୍ଶାଲ ହରି କୁମାର କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...