26 C
Bhubaneswar
Thursday, April 15, 2021

ପ୍ରଥମ ଦିନିକିଆରେ ଭାରତ ପରାସ୍ତ ହୋଇଛି ।

Must read

ସିଡନୀ,୨୮/୧୧: ଭାରତ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନିଜର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଛି ଅଷ୍ଟ୍ରେଲିଆ । ଏହିମ୍ୟାଚ୍ରେ ଭାରତକୁ ୬୬ ରନ୍ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ୩୭୫ ରନକୁ ପିଛାକରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୯୦, ଶିଖର ଧାୱନଙ୍କ ୮୦ରନ୍ ବଳରେ ଦଳ ୮ ୱିକେଟ ହରାଇ ୩୦୮ ରନ୍କ ରିପାରିଥିଲା ।

ଦୁଇ ଛାମୁଆ ବ୍ୟାଟ୍ସମ୍ୟାନ୍ ଆରୋନ୍ ଫିଞ୍ଚ ଏବଂ ଷ୍ଟିଭେନ ସ୍ମିଥ୍ ଶତକ ହାସଲ କରି ଦଳକୁ ୩୭୪ ଭଳିଏକ ବଡ଼ ସ୍କୋରରେ ପହଞ୍ଚାଇବାରେ ସକ୍ଷମ କରିଥିଲେ ୟ ଭାରତୀୟ ବୋଲର ମାନେ ସେମାନଙ୍କ ଧମାକାଦାର ବ୍ୟାଟ୍ ଚାଳନାକୁ ରୋକିବାରେ ସମର୍ଥ ହୋଇନଥିଲେ । ଫିଞ୍ଚ ଏବଂ ସ୍ମିଥଙ୍କ ଦମଦାର ଶତକ ବଳରେ ଦଳର୍ନିଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍ ହରାଇ ୩୭୪ ରନର ବିଶାଳ ସ୍କୋର କରିଥିଲା । ।ଆଜି ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟସ୍ ଜିତିପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ରୋମାଞ୍ଚକର ବ୍ୟାଟିଂ ଜାରି ରଖିଥିଲା ଦଳ ।

ଦୁଇ ଓପନର ଆରୋନ ଫିଞ୍ଚଏବଂ ଡେଭିଡ୍ ୱାର୍ନର ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ ୧୧୪ ରନ୍,ଷ୍ଟିଭେନ୍ ସ୍ମିଥ୍ ୧୦୫, ଡେଭିଡ୍ୱାର୍ନର ୬୯, ଗ୍ଲେନ୍ ମ୍ୟାକ୍ସୱେଲ୪୫ ରନ୍ କରିଛନ୍ତି । ସେହିପରି ଭାରତ ପକ୍ଷରୁ ମହମ୍ମଦ ଶାମିଦମଦାର ବୋଲିଂ କରି ୩ଟି ୱିକେଟ୍ନେଇ ଥିବା ବେଳେ, ଜସପ୍ରୀତବୁମରା, ନଭଦୀପ ସଇନି,ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁୱିକେଟ୍ ଅକ୍ତି ଆର କରିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article