28 C
Bhubaneswar
Sunday, February 28, 2021

ଅଭିନନ୍ଦନଙ୍କ ପରାକ୍ରମକୁ ମନେ ପକାଉଥିବ ପାକିସ୍ତାନ

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ନୂଆଦିଲ୍ଲୀ, ୨୭/୨ (ଏଜେନ୍ସି) : ଗତ ୨୦୧୯ ଫେବୃୟାରୀ ୧୪ ତାରିଖରେ ପାକ୍ ସମର୍ଥôତ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦର ଆତ୍ମଘାତୀ ହମ୍ଲାରେ ୪୦ ଜଣ ସିଆରପିଏଫ୍ ଜୱାନ ଶହୀଦ ହୋଇଥିଲେ । ଏହାର ପ୍ରତିଶୋଧ ନେବା ଲାଗି ଠିକ୍ ୧୨ ଦିନ ପରେ ଅର୍ଥାତ୍ ଫେବୃୟାରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ପଖତନଖ୍ୱାର ବାଲାକୋଟସ୍ଥିତ ଜୈସର ଶିବିରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ୍ କରି ସେଗୁଡ଼ିକୁ ଧ୍ୱଂସ କରିବା ସହ ପ୍ରାୟ ୩ଶହ ଆତଙ୍କୀଙ୍କୁ ନିପାତ କରିଥିଲା । ତେବେ ଏହାର ପରଦିନ ଅର୍ଥାତ୍ ଫେବୃୟାରୀ ୨୭ ତାରିଖରେ ପାକ୍ ବାୟୁସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ।

ପାକିସ୍ତାନୀ ବାୟୁସେନା ଆମେରିକା ପ୍ରଦତ ଏଫ୍-୧୬ ଯୁଦ୍ଧବିମାନ ଯୋଗେ ଭାରତୀୟ ବାୟୁସୀମାକୁ ଅତିକ୍ରମଣ କରି ନୌସେରାସ୍ଥିତ ଭାରତୀୟ ସେନା ଶିବିର ଓ ଗୋାଳାଭଣ୍ଡାର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ମାତ୍ର ପୂର୍ବର ସଜାଗ ରହିଥିବା ଭାରତୀୟ ବାୟୁସେନାର ମିଗ୍-୨୧ ବାଇସନ, ସୁଖୋଇ-୩୦ ଓ ମିରାଜ-୨୦୦୦ ବିମାନଗୁଡ଼ିକ ପାକ୍ ବାୟୁସେନାର ଏହି ଆକ୍ରମଣ ଉଦ୍ୟମକୁ ବ୍ୟର୍ଥ କରିଦେବା ସହ ସେଗୁଡ଼ିକୁ ଘଉଡ଼ାଇ ଦେଇଥିଲେ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ତାଙ୍କର ମିଗ୍-୨୧ ବାଇସନ ବିମାନ ଦ୍ୱାରା ପାକିସ୍ତାନର ଏକ ଏଫ୍-୧୬ ବିମାନକୁ ପିଓକେ ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ତାକୁ ମିସାଇଲ ମାରି ଖସାଇ ଦେଇଥିଲେ । ଅବଶ୍ୟ ଏହି ସମୟରେ ପାକ୍ ସେନାର ଆଂଟି ଏୟାକ୍ରାଫ୍ଟ୍ ଗନ୍ର ମାଡରେ ତାଙ୍କୁ ବିମାନ ମଧ୍ୟ ତଳକୁ ଖସିଯାଇଥିଲା ।

ଅଭିନନ୍ଦନଙ୍କ ଅସାଧାରଣ ପରାକ୍ରମ ହେତୁ ପାକିସ୍ତାନର ଏଫ୍-୧୬ ବିମାନ ଧ୍ୱଂସ ପାଇବା ସହ ତା’ର ପାଇଲଟ ନିହତ ହୋଇଥିଲେ । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକ୍ ସେନା ବନ୍ଦୀ କରି ରଖିଥିଲା । ଏହି ସମୟରେ ତାଙ୍କୁ ଅକଥନୀୟ ମାନସିକ ଓ ଶାରିରୀକ ଯାତନା ମଧ୍ୟ ଦିଆଯାଇଥିଲା । ହେଲେ ପର୍ବତ ଭଳି ଅଟଳ ଅଭିନନ୍ଦନ ଏସବୁ କୁ ଚୁପ୍ଚାପ୍ ସହି ନେଇ ପଦୁଟିଏ ବି ନିଜ ଦେଶର ପ୍ରତିରକ୍ଷା ବା ସ୍କ୍ୱାର୍ଡନ ବିଷୟରେ କହିନଥିଲେ । ଅନ୍ୟପଟେ କେନ୍ଦ୍ରର ମୋଦି ସରକାରଙ୍କ ବିଚକ୍ଷଣ କୂଟନୀତି ଓ ରଣନୀତି ଆଗରେ ପାକିସ୍ତାନ ମୁଣ୍ଡନୁଆଇଁଥିଲା ଏବଂ ଫେବୃୟାରୀ ୨୯ ତାରିଖ ସୁଦ୍ଧା ଓିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସସମ୍ମାନେ ୱାଘା ବର୍ଡରରେ ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲା । ତେବେ ଅସାଧାରଣ ପରାକ୍ରମ ପ୍ରଦର୍ଶନ କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମର୍ଯ୍ୟାଦାଜନକ ବୀର ଚକ୍ରରେ ସମ୍ମାନୀତି କରାଯିବା ସହ ତାଙ୍କର ୫୧ତମ ସ୍କ୍ୱାର୍ଡନକୁ ମଧ୍ୟ ସମ୍ମାନୀତ କରାଯାଇଛି ।

- Advertisement -ଅଭିନନ୍ଦନଙ୍କ ପରାକ୍ରମକୁ ମନେ ପକାଉଥିବ ପାକିସ୍ତାନ

More articles

LEAVE A REPLY

Please enter your comment!
Please enter your name here

- Advertisement -ଅଭିନନ୍ଦନଙ୍କ ପରାକ୍ରମକୁ ମନେ ପକାଉଥିବ ପାକିସ୍ତାନ

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...