26 C
Bhubaneswar
Thursday, January 21, 2021

ସମ୍ବିଧାନର ରକ୍ଷା କ୍ଷେତ୍ରରେ ନ୍ୟାୟପାଳିକା ମୁଖ୍ୟ ଭୂମିକା ଗ୍ରହଣ ।

Must read

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...

ଅଧ୍ୟକ୍ଷ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରନ୍ତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବାରଗଡ ଗସ୍ତରେ ଯାଇ ବୁଧବାର ଦିନ...

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

ନୂଆଦିଲ୍ଲୀ,୨୭/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଅବସରରେ କେବାଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ମୋଦି ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇକହିଥିଲେ ଏଭଳି ଘଟଣାକୁ କେବେ ଭୁଲି ହେବ ନାହିଁ ।୨୦୦୮ରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିଲା । ହେଲେ ଏବେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ନୂଆ ଋଣନୀତି ଗ୍ରହଣ କରାଯାଇଛି । ପ୍ରତିଟି ଆହ୍ୱାନର ମୁକାବିଲା କରିବାକୁ ସରକାର ସେନା ହାତରେ କ୍ଷମତା ଦେଇଛନ୍ତି ଓ ସେମାନେ ପ୍ରସ୍ତୁତ ଅଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଏକ ଦେଶ ଏକ ନିର୍ବାଚନ ଉପରେ ପୁଣିଥରେ ଗୁରୁତ୍ୱାରୋପ କରିଛନ୍ତି । କରୋନା ମହାମାରୀ ସମୟରେ ଭାରତର ନିର୍ବାଚନୀ ପ୍ରଣାଳୀକୁ ପୁରା ବିଶ୍ୱ ଦେଖିଛି । ଏଭଳି ସମୟରେ ନିର୍ବାଚନ ହେବା ପରିଣାମ ଆସିବା ଓ ପରେ ସରକାର ଗଠନ ହେବା ସହଜ କଥା ନୁହେଁ ।

ଆମସମ୍ବିଧାନରୁ ଆମକୁ ଯେଉଁ ଶକ୍ତି ମିଳୁଛି ତାହା ହିଁ ଏଭଳି ପରିସ୍ଥିତିକୁ ସହଜ କରୁଛି ବୋଲି ମୋଦି କହିଛନ୍ତି । ସମ୍ବିଧାନର ରକ୍ଷା କ୍ଷେତ୍ରରେ ନ୍ୟାୟପାଳିକା ମୁଖ୍ୟ ଭୂମିକା ଗ୍ରହଣକରେ । ୭୦ ଦଶକରେ ଏହାକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହାର ଜବାବ ସମ୍ବିଧାନ ହିଁ ଦେଇଥିଲା । ଏମର୍ଜେନ୍ସି ପରେ ସିଷ୍ଟମଆହୁରି ମଜଭୁତ ହୋଇଥିଲା । ଏଥିରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେତେବେଳର ଭାରତ ଓ ଆଜିର ଭାରତ ଭିତରେ ଅନେକ ଫରକ୍ ଦେଖା ଦେଇଛି ।ଏବେ ଦେଶକୁ ସଂମ୍ପୁର୍ଣ୍ଣ ଡିଜିଟାଇଲେଜସନ କରାଯିବା କାର୍ଯ୍ୟ ଜାରି ରହିଛି । ଏହାକୁ ସବୁ ବର୍ଗରଲୋକ ସ୍ୱାଗତ କରିଛନ୍ତି । ଅନ୍ୟ ମାନଙ୍କର ସହଯୋଗ ରହିଲେ ଏହା ବି ଦେଶରେ ସଫଳ ହେବ ।ଏହା ସହ କରୋନା କାଳରେ ଲୋକେ ସମ୍ବିଧାନ ଉପରେ ବିଶ୍ୱାସକରି ସମର୍ଥନ ଦେଇଛନ୍ତି । ସଂସଦରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନେକକାର୍ଯ୍ୟ ହୋଇଛି । ସାଂସଦ ନିଜ ଦରମାରେ କାଟ ମଧ୍ୟ କରିଛନ୍ତି ।

ନିୟମ ଅନୁସାରେ ସରକାର ଗଠନ ହେଲା ଯାହାକି ସମ୍ବିଧାନର ଶକ୍ତି ବୋଲି ମୋଦି କହିଛନ୍ତି । ଆଜି ଦେଶ ସମ୍ବିଧାନ ଦିବସ ପାଳନ କରୁଛି । ସମସ୍ତଙ୍କୁ ରାଷ୍ଟ୍ରହିତକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଆବଶ୍ୟକ । ଯଦି ଏଭଳି ପ୍ରସଙ୍ଗରେ ବିରାଜନୀତି ହେଉଛି ତେବେ କ୍ଷତି ସହିବାକୁ ପଡ଼ିପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ମୋଦି ଦେଶରେ ଚାଲିଥିବା ନିର୍ବାଚନ ପ୍ରଣାଳୀକୁ ନେଇ କହିଛନ୍ତି, ୱାନ୍ ନେସନ୍, ୱାନ ଇଲେକ୍ସନଆଜି ଭାରତ ପାଇଁ ଆବଶ୍ୟକ । କିଛି ମାସ ବ୍ୟବଧାନରେ ଦେଶରେ କୌଣସି ନା କୌଣସି ସ୍ଥାନରେ ନିର୍ବାଚନ ହେଉଛି । ତେଣୁ ଏହା ଉପରେ ବିଚାର କରିବା ନିହାତି ଦରକାର । ଏହା ଦ୍ୱାରା ସମୟ ଓ ଅର୍ଥ ଏକାସଂଗେ ଏହାର ଅପଚୟ ରୋକାଯାଇ ପାରିବ । ସମ୍ବିଧାନ ଦିବସରେ ଦେଶବାସୀଙ୍କ ଉଦଶେୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ୟ ଏହାସହ ସେ କହିଛନ୍ତି କି ଏହି ପ୍ରସଙ୍ଗରେ ବିସ୍ତ୍ରୁତ ଆଲୋଚନାର ଆବଶ୍ୟକତା ରହିଛି । ଦେଶର ସମ୍ବିଧାନକୁ ଜନସାଧାରଣ ଜାଣିବା ଓ ବୁଝିବାର ଅଧିକାର ରହିଛି । ଏହା ସହ ସେ “ନୋୟୋର କନଷ୍ଟିଚ୍ୟୁଶନ’ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପଟେ ସମ୍ବିଧାନର ସୁରକ୍ଷା ପାଇଁ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ବର୍ଣ୍ଣନା କରିଥିଲେ ।

- Advertisement -ସମ୍ବିଧାନର ରକ୍ଷା କ୍ଷେତ୍ରରେ ନ୍ୟାୟପାଳିକା ମୁଖ୍ୟ ଭୂମିକା ଗ୍ରହଣ  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ସମ୍ବିଧାନର ରକ୍ଷା କ୍ଷେତ୍ରରେ ନ୍ୟାୟପାଳିକା ମୁଖ୍ୟ ଭୂମିକା ଗ୍ରହଣ  ।

Latest article

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...

ଅଧ୍ୟକ୍ଷ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରନ୍ତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବାରଗଡ ଗସ୍ତରେ ଯାଇ ବୁଧବାର ଦିନ...

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...