36 C
Bhubaneswar
Sunday, April 11, 2021

ମେରୁ ଅଂଚଳୀୟ ଧଳାଭାଲୁ ଦିବସ ପାଳନ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଅନୁଗୋଳ, ୨୭/୨ (ଶ୍ରୁ.ମି.) : ହଣ୍ଡପା ବନାଞ୍ଚଳ ଠାରେ ରବୀନ୍ଦ୍ର ନାଥ ପ୍ରଧାନ, ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ସାଧାରଣ ସମ୍ପାଦକ, ଓଡିଶା କୃଷକ ସମନ୍ୱୟ ସମିତି, ଅନୁଗୋଳଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ମେରୁଅଂଚଳୀୟ ଧଳାଭାଲୁ ଦିବସ ପାଳିତ ହୋଇଯାଇଛି । ଇତ୍ୟବସରରେ ମେରୁଅଂଚଳୀୟ ଧଳାଭାଲୁ ଦିବସ ଉପରେ ଏକ ସଚେତନତା ଶୋଭାଯାତ୍ରା ଓ ଆଲୋଚନାସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚିତ ହୋଇଥିଲାଯେ ପ୍ରତ୍ୟେକ ବର୍ଷ ଫେବୃୟାରୀ ୨୭କୁ ମେରୁଅଂଚଳୀୟ ଧଳାଭାଲୁ ଦିବସ ରୂପେ ପାଳିତ ହୋଇଆସୁଛି । ଏହି ପ୍ରାଣୀ ବିଲୁ ପ୍ତପ୍ରାୟ ଅସୁରକ୍ଷିତ ପ୍ରଜାତିରେ ଅନ୍ତର୍ଭୁକ୍ତ ।

ବିଶ୍ୱତାପନ ଜନିତ କାରଣରୁ ବରଫ ତରଳିବା ଦ୍ୱାରା ଏହି ପ୍ରାଣୀଙ୍କ ବାସସ୍ଥାନ ସଂକୁଚିତ ହେବାଦ୍ୱାରା ଏମାନେ ଆଜି ସଂକଟରେ । ଏଣୁ ଆଜି ଦିବସରେ ଏହି ପ୍ରାଣୀଙ୍କ ବାସସ୍ଥାନ ସୁରକ୍ଷିତ କରିବା ପାଇଁ ବିଶ୍ୱ ତାପନକୁ କମ୍ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଆଜିର ଦିବସ ପାଳନର ମୁଖ୍ୟ ଉଦେ୍ଦଶ୍ୟ । ଆର୍ଟାଟିକା ଅଂଚଳ ବା ଆଟ୍ରାଟିକ ଇକୋ ସିଷ୍ଟମ୍ ମେରୁ ଅଂଚଳୀୟ ଭାଲୁଙ୍କର ଆବସସ୍ଥଳି । ଏହି ଅଞ୍ଚଳ ମଧ୍ୟରେ ଡେନମାର୍କ, ନରୱେ, ସ୍ୱିଡେନ୍, ଫିନଲାଣ୍ଡ, ଆୟରଲ୍ୟାଣ୍ଡ, ଋଷିଆ, ଆମେରିକାର ଆଲାସ୍କା ଏବଂ କାନାଡା ଅବସ୍ଥିତ । ଏହି ଦେଶ ସମୂହ ଏହି ବିରଳ ସଂକଟପନ୍ନା ପ୍ରାଣୀର ସୁରକ୍ଷା ପାଇଁ ସଂଗଠିତ । ମେରୁଅଂଚଳୀୟ ଭାଲୁ ଭୂପୃଷ୍ଠରେ ଜନ୍ମଗ୍ରହଣ କଲେ ମଧ୍ୟ ଏହାର ସବୁ ସମୟ ବରଫାବୃତ ସମୂଦ୍ର ତଟରେ କଟିଥାଏ ।

ଏହା ସମୂଦ୍ର ମଧ୍ୟରେ ୪୮ଘଂଟ ପହଁରି ପାରୁଥିବାବେଳେ ସ୍ଥଳ ଭାଗରେ ୨୦ରୁ ୩୦କି.ମି. ·ଲିପାରେ । ସାମୂଦ୍ରିକ ସିଲ୍ ଏହାର ପ୍ରଧାନ ଖାଦ୍ୟ । ମେରୁ ଅଂଚଳୀୟ ଭାଲୁ ସାମୂଦ୍ରିକ ସିଲ୍ର ଅବସ୍ଥିତ ୩୨କି.ମି. ଦୂରରୁ ଜାଣିପାରେ । ଗୋଟିଏ ପ୍ରା ପ୍ତ ବୟସ୍କ ୫୫କି.ଗ୍ରା.ର ସିଲ୍ ଗୋଟିଏ ମେରୁ ଭାଲୁର ଆଠ ଦିନର ଖାଦ୍ୟ । ମାତ୍ର ଏହି ପ୍ରାଣୀ ବିନା ଖାଦ୍ୟରେ ଗୋଟିଏ ବର୍ଷ ବଂଚôପାରେ । ଗୋଟିଏ ପୁରୁଷ ମେରୁ ଭାଲୁର ଲ ମ୍ବ ୮ଫୁଟରୁ ୧୧ଫୁଟ ମଧ୍ୟରେ ଓ ଓଜନ ୧୩୦୦ରୁ ୧୭୦୦ପାଉଣ୍ଡ ଥିବାବେଳେ ଗୋଟିଏ ସ୍ତ୍ରୀ ମେରୁଭାଲୁ ଏହା ଓଜନର ଅଧା । ଏହି ପ୍ରାଣୀ ହାରାହାରି ୩୦/୪୦ବର୍ଷ ବଂଚôପାରେ । ଆମ ପୃଥିବୀରେ ବର୍ତମାନ ଏମାନଙ୍କର ସଂଖ୍ୟା ୨୦ରୁ ୨୫ହଜାର ମଧ୍ୟରେ । ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ପାଇବା ଫଳରେ ବିଶ୍ୱତାପନ ଜନିତ କାରଣରୁ ବରଫ ତରଳିବାଦ୍ୱାରା ଏହାଙ୍କ ବାସସ୍ଥାନ ସଂକୁଚିତ ହେବାଦ୍ୱାରା ଏହାଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଜାତିସଂଘର ବାର ମ୍ବାର ପରାମର୍ଶ ସତ୍ୱେ ରାଷ୍ଟ୍ରଗୁଡିକ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଉପରେ ଯଥାବିଧି ପଦକ୍ଷେପ ନେଉନାହାନ୍ତି । ଫଳରେ ଏହି ସ୍ତର ବଢ଼ିବାରେ ଲାଗିଛି । ଜାତିସଂଘର ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଦର୍ଶାଇଛନ୍ତିଯେ, ଅଙ୍ଗାରକାମ୍ଳ ଓ ସବୁଜ ଘରର ବାଷ୍ପ ଦ୍ରୁତ ବେଗରେ ହ୍ରାସ ନହେଲେ ଜଳବାୟୁ ପରିବର୍ତନ
କାରଣରୁ ବିଶ୍ୱତାପନ ଅଧିକ ଚିନ୍ତାର କାରଣ ହେବ । ଆନ୍ତର୍ଜାତୀୟ ମାନବ ରାଷ୍ଟ୍ରଗୁଡିକ ଜଳବାୟୁ ପରିବର୍ତନ ଦିଗରେ ସଜାଗ ରହି ଏହାର ପ୍ରଭାବକୁ ସଂକୁଚିତ କରିବା ସକାଶେ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ପାଇଁ ପଦକ୍ଷେପ ନେବା ଦରକାର । ମାତ୍ର ଅଙ୍ଗାରକାମ୍ଳର ସୀମା ୨୦୧୭ରେ ୪୦୫.୫ପିପିଏମ୍ ଥିବାବେଳେ ୨୦୧୯ରେ ଏହା ୪୧୪.୭ରେ ପହଂଚôଛି । ପରିଣାମ ସ୍ୱରୂପ ପୃଥିବୀ ପୃଷ୍ଠର ଆଭ୍ୟନ୍ତରୀଣ ତାପମାତ୍ର ଆଶାତିତ ଭାବେ ବୃଦ୍ଧି ପାଇବ ଓ ମେରୁ ଅଞ୍ଚଳର ବରଫ ତରଳିବା ଦ୍ୱାରା ମେରୁଅଞ୍ଚଳୀ ଧଳାଭାଲୁଙ୍କ ଆବାସସ୍ଥଳି ସଂକୁଚିତ ହେବ । ଏହିଭଳି ସ୍ଥିତି ଲାଗରିହଲେ ୨୦୫୦ବେଳକୁ ମେରୁ ଅଞ୍ଚଳ ବରଫଶୂନ୍ୟ ହୋଇପାରେ । ଫଳରେ ମେରୁ ଅଞ୍ଚଳୀୟ ଭାଲୁଙ୍କ ଆବାସସ୍ଥଳି ସଂକଚୁତି ହୋଇ ମେରୁ ଅଂଚଳୀୟ ଧଳାଭାଲୁଙ୍କ ସଂଖ୍ୟା ଦୁଇ ତୃତୀୟାଂଶ କମିଯିବାର ସ ମ୍ଭାବନା ଅଧିକ । ତେଣୁ ଆଜିର ଦିବସରେ ମେରୁ ଅଂଚଳୀୟ ଧଳାଭାଲୁଙ୍କ ଆବାସସ୍ଥଳିକୁ ସୁରକ୍ଷିତ ରଖିବା ପାଇଁ ବିଶ୍ୱତାପନ କମାଇବା ପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ କମ୍ କରିବା ଉଦେ୍ଦଶ୍ୟରେ ଜନସାଧାରଣଙ୍କୁ ସଚେତନ କରାଇବା ସମିତିର ଏକ ଛୋଟ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ହଣ୍ଡପା ବନାଂଚଳର କର୍ମ·ରୀ ଏବଂ ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ

- Advertisement -ମେରୁ ଅଂଚଳୀୟ ଧଳାଭାଲୁ ଦିବସ ପାଳନ

More articles

LEAVE A REPLY

Please enter your comment!
Please enter your name here

- Advertisement -ମେରୁ ଅଂଚଳୀୟ ଧଳାଭାଲୁ ଦିବସ ପାଳନ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...