29 C
Bhubaneswar
Saturday, January 16, 2021

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ ଆରମ୍ଭରୁ ସିଏମ୍ସି ପକ୍ଷରୁପଲିଥିନ ଚାଉ ବନ୍ଦ ଥିବାବେଳେ ଏବେଗତ ଦୁଇଦିନରେ ନିଗମ ପକ୍ଷରୁ ପଲିଥିନଚଢ଼ାଉ କାମ ଅ ।ଆହୋଇଛି । ମାତ୍ରସିଏମ୍ସି ଓ ପୁଲିସ ପ୍ରଶାସନ ଚଳିତବର୍ଷଅକ୍ଟୋବର ଓ ନଭେମ୍ବର ମାସ ମଧ୍ୟରେଏକାଧିକ ନକଲି ମସଲା କମ୍ପାନି ଉପରେଚଢ଼ାଉ କରିଥିବାବେଳେ ପଲିଥିନପ୍ରସ୍ତୁତକାରୀ କମ୍ପାନିରେ ହାତମାରୁ ନଥିବାଅଭିଯୋଗ ହୋଇଛି । ସିଏମ୍ସି ପକ୍ଷରୁଗତକାଲି ପିଠାପୁର ଅଞ୍ଚଳରୁ ଚାଉକରାଯାଇ ୫ କୁ୍ୟଣ୍ଟାଲ ପଲିଥିନ ଜବତକରାଯିବା ସହିତ ୩୦ ହଜାର ଟଙ୍କାଜରିମାନା ଆଦାୟ କରାଯାଇଥିଲା । ଆଜିସେହିପରି ବାଦାମବାଡ଼ି ଅଞ୍ଚଳରେ ଚଢ଼ାଉକରାଯାଇ ୨ କୁ୍ୟଣ୍ଟାଲ ପଲିଥିନ ଜବତଓ ୧୧ ହଜାର ଟଙ୍କା ଫାଇନ୍ ଆଦାୟକରାଯାଇଛି ।

ସିଏମ୍ସି କର୍ତ୍ତୃପକ୍ଷ ସହରମଧ୍ୟରେ ଥିବା ଦୋକାନରେ ପଲିଥିନ୍ଚଢ଼ାଉ ଜାରି ରଖୁଥିବା ବେଳେ ପଲିଥିନକମ୍ପାନିରେ ହାତ ମାରୁ ନଥିବା ଅଭିଯୋଗହୋଇଛି । ଜଗତପୁର ଅଞ୍ଚଳରେ ଥିବାପଲିଥିନ୍ ପ୍ରସ୍ତୁତକାରୀ କମ୍ପାନି ଉପରେମହାନଗର ନିଗମ ଓ ପୁଲିସ ତରଫରୁକେବେ ଚାଉ କରାଯିବ ତାହା ଏବେସାଧାରଣରେ ପ୍ରଶ୍ନ ହୋଇଛି ।ସୂଚନାଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାର୨୦୧୮ ଗାନ୍ଧୀ ଜୟନ୍ତୀରୁ ପଲିଥିନ ଓପ୍ଲାଷ୍ଟିକ୍ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇଥିବା ବେଳେ ୨୦୧୯ରେଏହାକୁ କଡ଼ାକଡ଼ି ଭାବେ ପାଳନକରିବାକୁ ନିର୍ଦେଶ ଦିଆଯିବା ସହିତସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେକଟକଣା ଲଗାଯାଇଥିଲା । ଏହାପରଠାରୁ ଗତବର୍ଷ ଅକ୍ଟୋବର, ନଭେମ୍ବରମାସରେ ସିଏମ୍ସି ପକ୍ଷରୁ ସହରର ବିଭିନ୍ନଅଞ୍ଚଳରେ ପଲିଥିନ ଚାଉ ଜୋରଦାରକରାଗଲା ।

ଏପରିକି ଅକ୍ଟୋବର ୧ରେଅର୍ଥାô ଗାନ୍ଧୀ ଜୟନ୍ତୀ ପୂର୍ବଦିନମାଲଗୋଦମର ତିନିଟି ବ୍ୟବସାୟପ୍ରତିଷ୍ଠାନରେ ପଲିଥିନ ଚାଉ କରାଯାଇ୨୨ କୁ୍ୟଣ୍ଟାଲ ପଲିଥିନ ଜବତହୋଇଥିଲା । ଉକ୍ତ ଦୁଇମାସରେ ୩୦କ୍ୟୁଣ୍ଟାଲରୁ ଅଧିକ ପଲିଥିନ ଜବତକରାଯାଇଥିବାବେଳେ ଲକ୍ଷାଧିକ ଟଙ୍କାଜରିମାନା ଆଦାୟ ହୋଇଥିଲା । ଗତବାଲିଯାତ୍ରାରେ ମଧ୍ୟ ପେରନିଗମ ପକ୍ଷରୁପଲିଥିନ ଚଢ଼ାଉକୁ ଜୋରଦାର କରାଯାଇଥିଲା । ମାତ୍ର ବାଲିଯାତ୍ରାପରଠାରୁ ପଲିଥିନ ଚାଉ କାର୍ଯ୍ୟକ୍ରମ ବନ୍ଦରହିଥିଲା । ମାତ୍ର ଗତ ଦୁଇଦିନରେସିଏମ୍ସି ସହରର ଛୋଟ ବଡ଼ ଦୋକାନରୁ୭ କୁ୍ୟଣ୍ଟାଲ ପଲିଥିନ ଜବତ କରାଯିବାସହିତ ୪୧ ହଜାର ଟଙ୍କା ଜରିମାନାଅ ।ଦାୟ କରିଛି । ନିଗମ ଓ ପୁଲିସପ୍ରଶାସନ କେବଳ ସହରର ଦୋକାନରେପଲିଥିନ ଚାଉ କରୁଥିବାବେଳେ ଏହାପ୍ରସ୍ତୁତକାଣୀ କମ୍ପାନି ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି

- Advertisement -କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

More articles

LEAVE A REPLY

Please enter your comment!
Please enter your name here

- Advertisement -କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...