ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲବ୍ୟୁରୋ (ଏନସିବି) । ଭାରତୀ ଗଞ୍ଜେଇ ଟାଣୁଥିବା କଥାସ୍ୱୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷଲିମ୍ବାଚିୟାଙ୍କୁ ଗିରଫ କରିଥିଲା ଏନସିବି । ଗିରଫ ପରେଦୁହିଁଙ୍କୁ ମୁମ୍ୱାଇର କ୍ୱିଲାକୋର୍ଟରେ ହାଜର କରାଯାଇଥିବା ବେଳେ ଡିସେମ୍ୱର ୪ପର୍ଯ୍ୟନ୍ତ ଦୁହିଁଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଅଦାଲତ ।
ଏନେଇ ଭାରତୀଙ୍କ ଓକିଲଜାମିନ ପାଇଁ ଆବେଦନ କରିଥିଲେ ବି ଆଜି ଛୁଟିଥିବାରୁ ଆସନ୍ତାକାଲି ଜାମିନ ଆବେଦନ ଉପରେ ଶୁଣାଣି ହେବ ।ସୂଚନା ମୁତାବକ,”ନାର୍କୋଟିକ୍ସ୍ କଣ୍ଟ୍ରୋଲ୍ବ୍ୟୁରୋ’ ୧୫ ଘଣ୍ଟା ଧରିପଚରା ଉଚୁରା କରିବାପରେ ୩୩ ବର୍ଷିୟଚିତ୍ରନାଟ୍ୟ ଲେଖକ,ପ୍ରଯୋଜକ ଏବଂ ଟିଭିକଳାକାର ଲିମ୍ୱାଚିୟାଙ୍କୁ ହାଜତକୁ ନେଇଥଲା ।ଶନିବାର ଦିନ ପ ̃ୀଭାରତୀ ସିଂହଙ୍କୁ ଗିରଫ କରାଯାଇଥିଲା । ଗିରଫପରେ ଦୁହିଁଙ୍କୁ ଡାକ୍ତରୀପରୀକ୍ଷା ନିମନ୍ତେ ନିଆଯାଇ ପରେ କୋର୍ଟରେ ହାଜର କରାଯାଇଥିଲା । ଶନିବାର ଦିନ ଅନେ୍ଧରୀସ୍ଥିତ ଏକଆପାର୍ଟମେଣ୍ଟ୍ ପରିସରରେ ଥିବା ଦମ୍ପତିଙ୍କ ବାସଭବନ ତଲାସ କରି ମାଦକଦ୍ରବ୍ୟ-ନିରୋଧୀ ଏଜେନ୍ସି ସ୍ୱଳ୍ପକରିଥାଏ । ଏହାର ସମ୍ବନ୍ଧ ଲିଭର,ପାଚନ ତନ୍ତ୍ର, ପିତ୍ତକୋଷ,ସଶକ୍ତିକରଣ ଓ କଲ୍ୟାଣ ସହ ଜଡିତ ।
ସବୁଜ ରଙ୍ଗ – ସବୁଜ ରଙ୍ଗ ହୃଦୟଚକ୍ରକୁ ପ୍ରତିନିଧିତ୍ୱ କରିଥାଏ । ଏହାକୁହୃଦୟ, ଫୁସଫୁସ ଓ ପ୍ରତିରୋଧକ ପ୍ରଣାଳୀ, ମାନସିକ ଧ୍ୟାନ, ଉର୍ଜାସହ ଯୋଡ଼ା ଯାଇଥାଏ । ନାରଙ୍ଗୀ ରଙ୍ଗ – ଯେଉଁ ଚକ୍ରନାଭିରୁ ଦୁଇ କିମ୍ବା ତିନି ଇଞ୍ଚ ତଳକୁଥାଏ ତାହାକୁ ତ୍ରିଚକ୍ର କୁହାଯାଏ । ନାରଙ୍ଗୀ ରଙ୍ଗ ଏହାର ପ୍ରତିନିଧିତ୍ୱ କରିଥାଏ । ଏହାକୁ କିଡନୀ,ପ୍ରଜନନ ଓ ଆନନ୍ଦ ସହ ଯୋଡାଯାଇଥାଏ । ନୀଳ ରଙ୍ଗ – ନୀଳ ରଙ୍ ଶାନ୍ତିପୂର୍ଣ ଏକ୍ସପ୍ରେସନକୁ ପ୍ରତିନିଧିତ୍ୱ କରିଥାଏ । ଏହାକୁ ଥାଇରଏଡ ଓମେଟା ବୋଲିଯିମ ସହଯୋଡା ଯାଇଥାଏ ।ପରିମାଣର ଗଞ୍ଜେଇ (୮୬.୫ ଗ୍ରାମ୍) ଉଦ୍ଧାର କରିଥିଲା । ଏହାପରେ ପଚରା ଉଚୁରା ନିମନ୍ତେତାଙ୍କୁ “ଏନ୍ସିବି’ରମୁମ୍ୱାଇ କାର୍ଯ୍ୟାଳୟକୁ ନିଆଯାଇଥିଲା ।