20 C
Bhubaneswar
Wednesday, January 20, 2021

୪ ହଜାର ୟୁନିଟ୍ ପ୍ଲାଜମା ସଂଗ୍ରହ ।

Must read

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଭୁବନେଶ୍ୱର,୨୩ ।୧୧;ରାଜ୍ୟରେ ପାଖାପାଖି ୪ହଜାର ୟୁନିଟ୍ପ୍ଲାଜ୍ମା ସଂଗୃହୀତ ହୋଇଥିବା ବେଳେ ପ୍ଲାଜ୍ମାଥେରାପୀ ଦ୍ୱାରା ୧୪୦୦ରୁ ଅଧିକ ଗୁରୁତର କରୋନା ରୋଗୀ ଆରୋଗ୍ୟ ଲାଭ କରିସାରିଲେଣି । ପ୍ଲାଜମା ଥେରାପୀ ସଂକ୍ରାନ୍ତରେ ମିଳିଥିବା ସର୍ବଶେଷ ସୂଚନାନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୭୭୪ଜଣ ବ୍ୟକ୍ତି କରୋନାରୁ ଆରୋଗ୍ୟ ଲାଭପରେ ପ୍ଲାଜ୍ମା ଦାନ କରିଛନ୍ତି ।ଏମାନଙ୍କଠାରୁ ମୋଟ୍ ୩୯୪୩ ୟୁନିଟ୍ପ୍ଲାଜ୍ମା ସଂଗ୍ରହ କରାଯାଇଛି । ସଂଗୃହୀତପ୍ଲାଜ୍ମା ମଧ୍ୟରୁ ୩୨୬୬ ୟୁନିଟ୍ ଗୁରୁତରକୋଭିଡ୍ ରୋଗୀମାନଙ୍କୁ ପ୍ରଦାନ କରାଯାଇଛି । ଗୁରୁତର କରୋନାରୋଗୀ ମାନଙ୍କୁ ୨୭୩୫ ଜଣଙ୍କୁପ୍ରଥମଥର ଲାଗି ପ୍ଲାଜ୍ମା ଥେରାପୀ ଦିଆଯାଇଥିବା ବେଳେ ୪୭୧ ଜଣଙ୍କୁଦ୍ୱିତୀୟ ଥର ପାଇଁ ପ୍ଲାଜ୍ମା ଦିଆଯାଇଛି ।

ପ୍ଲାଜ୍ମା ଚିକିତ୍ସା ପରେ ବର୍ତ୍ତମାନ ସୁଦ୍ଧା୧୪୩୪ ଜଣ ସମ୍ପୂର୍ଣ୍ଣ ଭାବେ କରୋନାରୁ ଆରୋଗ୍ୟଲାଭ କରିଥିବା ବେଳେ ୫୫୧ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ୩୧୫ଜଣ କୋଭିଡ୍ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି । ଏଠାରେଉଲ୍ଲେଖ କରାଯାଇପାରେ ଯେ ଗୁରୁତର କରୋନା ରୋଗୀଙ୍କ ଲାଗି ପ୍ଲାଜ୍ମା ଥେରାପୀ ଶେଷ ଭରସା ହୋଇଥିବା ବେଳେରାଜ୍ୟରେ କଟକ, ବ୍ରହ୍ମପୁର, ବୁର୍ଲାମେଡ଼ିକାଲ କଲେଜରେ ପ୍ଲାଜ୍ମା ବ୍ୟାଙ୍କରହିଛି । କୋଭିଡ୍ରୁ ମୁକ୍ତିଲାଭ କରୁଥିବା ବ୍ୟକ୍ତିମାନେ ଏଠାରେ ପ୍ଲାଜ୍ମା ଦାନକରିଥାନ୍ତି । ସେହି ପ୍ଲାଜ୍ମାକୁ ଆବଶ୍ୟକତା ଅନୁଯାୟୀ ରାଜ୍ୟର ବିଭିନ୍ନ କୋଭିଡ୍ଡାକ୍ତରଖାନା ଓ କୋଭିଡ୍ ରୋଗୀ ଚିକିତ୍ସିତ ହେଉଥିବା ଘରୋଇ ଡାକ୍ତରଖାନାକୁ ଯୋଗା ଯାଇଥାଏ ।

ମୁଖ୍ୟମନ୍ତ୍ରୀ ନବୀନପ…ନାୟକ ପ୍ଲାଜ୍ମା ଦାନ ପାଇଁ ଲୋକଙ୍କୁ ନିବେଦନ କରିଥିବା ବେଳେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଅଧିକରୁ ଅଧିକ ପ୍ଲାଜ୍ମାସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଥିଲା ।ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନଙ୍କଠାରୁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀ,ବିଧାୟକମାନେ ପ୍ଲାଜ୍ମା ଦାନ କରିଛନ୍ତି ।ପ୍ଲାଜ୍ମା ଦାନ କ୍ଷେତ୍ରରେ ସବୁଠାରୁ ଅଧିକଅବଦାନ ପୁଲିସ କର୍ମଚାରୀମାନଙ୍କର ରହିଛି । କରୋନାକୁ ହରାଇଥିବା ଶହଶହ ପୁଲିସ କର୍ମଚାରୀ ସ୍ୱେଚ୍ଛାକୃତ ଭାବେପ୍ଲାଜ୍ମା ଦାନ କରିଛନ୍ତି । ବର୍ତ୍ତମାନ ରାଜ୍ୟରେପ୍ଲାଜ୍ମାର ଆବଶ୍ୟକତା ହ୍ରାସ ପାଉଥିଲେମଧ୍ୟ ସ୍ୱେଚ୍ଛାକୃତ ପ୍ଲାଜ୍ମାଦାତାଙ୍କଠାରୁ ଏହାସଂଗ୍ରହ କରି ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକା ଏକହଜାର ତଳେରହିଥିଲେ ମଧ୍ୟ ମୃତ୍ୟୁସଂଖ୍ୟାରେ ସେଭଳିକିଛି ଉନ୍ନତି ପରିଲକ୍ଷିତ ହୋଇନାହିଁ ।ଏବେ ବି ଦୈନିକ ମୃତ୍ୟୁସଂଖ୍ୟା ଦୁଇଅଙ୍କରେ ରହିବା ସହିତ ରାଜ୍ୟରେମୋଟ୍ କରୋନା ମୃତୁ୍ୟସଂଖ୍ୟା୧୬୨୫ରେ ପହଞ୍ଚିଛି ।

- Advertisement -୪ ହଜାର ୟୁନିଟ୍ ପ୍ଲାଜମା ସଂଗ୍ରହ ।

More articles

LEAVE A REPLY

Please enter your comment!
Please enter your name here

- Advertisement -୪ ହଜାର ୟୁନିଟ୍ ପ୍ଲାଜମା ସଂଗ୍ରହ ।

Latest article

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଅଟ୍ଟାରୀ-ୱାଗା କ୍ରସିଂ ମାଧ୍ୟମରେ ମୃତଦେହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ।

ପାକିସ୍ତାନ : ଗୁଜୁରାଟର କୁଚ୍‌ର ଭୁଜ୍‌ର ମିଳିତ ପଚରାଉଚରା କେନ୍ଦ୍ର (ଜେଆଇସି) ରେ ବନ୍ଦୀ ଥିବା ଚାରିଜଣ ପାକିସ୍ତାନୀ...