29.1 C
Bhubaneswar
Saturday, July 24, 2021

ଇନଟାସ ପକ୍ଷରୁ ଥାଇମୋଟାସ୍ ଶୁଭାରମ୍ଭ ।

Must read

ଭୁବନେଶ୍ୱର,୨୨/୧୧ :ଇନ୍ଟାସ୍ ପକ୍ଷରୁ ଥାଇମୋଟାସ୍ର ଶୁଭାରମ୍ଭ କରାଯାଇଛି । ଏହା ହେଉଛିଥାଇମୋକୁଇନୋନ୍ର ଏକ ପାଟେଂଟେଡ୍ରିସର୍ଚ୍ଚ ଫର୍ମୂଲେଶନ ଯାହା ରୋଗପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏଓ ସଂକ୍ରମଣ ବିରୋଧରେ ଲଢେଇରେଅଧିକ ସଫଳତା ସୁନିଶ୍ଚିତ କରିଥାଏ ।ଥାଇମୋଟାସ୍କୁ କୋଭିଡ୍-୧୯ ଚିକିତ୍ସାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବେ ଚିକିତ୍ସକୀୟ ରୂପେ ପରୀକ୍ଷଣ କରାଯାଇଛି ।ଥାଇମୋକୁଇନୋନ୍ (ଥାଇମୋଟାସ୍)ହେଉଛି ନାଇଜେଲା ସାତିଭା (କଲୋଞ୍ଜି,କଳା ଜୀରା ଭାବେ ମଧ୍ୟ ପରିଚିତ)ରସକ୍ରିୟ ଜୈବିକ ଉପାଦାନ । ବିଭିନ୍ନ ବୈଜ୍ଞାନିକ ପ୍ରକାଶନ ଉପଲବ୍ଧ ରହିଛିଯାହା ଥାଇମୋକୁଇନୋନ୍ର ଏକାଧିକ ଭେଷଜତତ୍ୱର ଉପକାରୀ ଗୁଣଗୁଡିକୁ ପ୍ରମାଣିତ କରୁଛନ୍ତି ।

ଥାଇମୋକୁଇ ନୋନ୍କୁବିଶ୍ୱରେ ପ୍ରଥମ ଥର ପାଇଁ ଇନ୍ଟାସ୍ଦ୍ୱାରା ଏକ ସ୍ଥାୟୀ, ମାନକ ଓ ବ୍ୟବହାରପାଇ ପ୍ରସ୍ତୁତ ଟାବ୍ଲେଟ୍ ଭାବେ ବିକଶିତକରାଯାଇଛି ।ଥାଇମୋଟାସ୍ ରୋଗପ୍ରତିରୋଧକ ଶକ୍ତିକୁ ବଢାଇଥାଏ ଏବଂ ଆଂଟି-ଭାଇରାଲ, ଆଂଟି-ବ୍ୟାକ୍ଟେରିଆଲ, ଆଂଟି-ଇନ୍ଫ୍ଲାମେଟୋରୀ, ଇମୁ୍ୟନୋ-ମୋଡୁ୍ୟଲେଟୋରୀ ଓ ଆଂଟିଅକ୍ସିଡାଂଟ୍ ଭଳିମଲ୍ଟିମୋଡାଲ ଆକ୍ସନ୍ ମାଧ୍ୟମରେ ସଂକ୍ରମଣବିରୋଧରେ ଲଢିଥାଏ । ଥାଇମୋଟାସ୍ରଆଂଟି-ଭାଇରାଲ ପ୍ରଭାବ ସାର୍ସ-କୋଭ୍୨ବିରୋଧରେ ଏକ ଇନ୍-ଭିଟ୍ରୋ ଟେଷ୍ଟମାଧ୍ୟମରେ ପ୍ରଦର୍ଶିତ ହୋଇଛି ଏବଂଏଥିରେ କୋଭିଡ୍-୧୮ର ମାନକଚିକିତ୍ସାରେ ଏକ ଶକ୍ତିଶାଳୀ ଆଡ୍-ଅନ୍ଭାବେ ଏହାର ବହୁତ ସମ୍ଭାବନା ରହିଛି ।

ମେଡିକାଲ ଆଫାୟାର୍ସର ହେଡ୍ ଓ ବରିଷ୍ଠଉପାଧ୍ୟକ୍ଷ ଡଃ ଆଲୋକ ଚତୁର୍ବେଦୀକହିଛନ୍ତି, ବର୍ତମାନର ମହାମାରୀରେ ଥାଇମୋଟାସ୍ ୧୨.୫ ଏମ୍ଜିରୋଗ ପ୍ରତିରୋଧକ ଶକ୍ତି ବଢାଇବା ଓସଂକ୍ରମଣ ବିରୋଧରେ ପ୍ରଭାବୀ ରୂପେ ଲଢିବାରେ ବହୁତ ସଫଳ ହୋଇଛି । ଏକଡବ୍ଲୁ୍ୟଏଚ୍ଓ-ଜିଏମ୍ପି ସର୍ଟିଫାଏଡ୍ ପ୍ଲାଂଟ୍ରେନିର୍ମିତ, ଥାଇମୋଟାସ୍ ହେଉଛି ଏକଇମୁ୍ୟନିଟି ବୁଷ୍ଟର ଏବଂ ପ୍ରୋଫିଲାକ୍ସିସ୍କୁପ୍ରତିଦିନ ଖାଇବା ପରେ କିମ୍ବା ଡାକ୍ତରଙ୍କନିଦେ୍ର୍ଦଶ ମୁତାବକ ୧୨.୫ ଏମ୍ଜିରଗୋଟିଏ ଟାବ୍ଲେଟ୍ ଖାଇବା ପାଇଁ ସୁପାରିଶ କରାଯାଇଛି । ସଂକ୍ରମଣର ଚିକିତ୍ସା ପାଇଁଏକ ସଂଯୋଜକ ଭାବରେ ଥାଇମୋଟାସ୍କୁ ସଂକ୍ରମଣର ଗମ୍ଭୀରତା ଆଧାରରେ କିମ୍ବା ଡାକ୍ତରଙ୍କ ନିର୍ଦେଶଅନୁଯାୟୀ ପ୍ରତିଦିନ ଖାଇବା ପରେ୫୦ଏମ୍ଜି ପର୍ଯ୍ୟନ୍ତ ସେବନ କରିବାକୁପରାମର୍ଶ ଦିଆଯାଇଛି । ଥାଇମୋଟାସ୍ଟାବ୍ଲେଟ୍କୁ ସମ୍ପୂର୍ଣ୍ଣ ରୂପେ ଗିଳିବାକୁହୋଇଥାଏ ଏବଂ ଏହାକୁ ଗୁଣ୍ଡ କରିଖାଇବା କିମ୍ବା ଚୋବାଯାଇନଥାଏ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article