19.6 C
Bhubaneswar
Thursday, November 26, 2020

ପୃଥିବୀ ପ୍ରତି ନିଜର ଶ୍ରେଷ୍ଠତମ ସେବା ପ୍ରଦାନ କରିବା ଆବଶ୍ୟକ ।

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭୁବନେଶ୍ୱର,୨୨/୧୧;ପୃଥିବୀ ପ୍ରତି ନିଜର ଶ୍ରେଷ୍ଠତମ ଶିକ୍ଷାପ୍ରଦାନ କରିବା ଆବଶ୍ୟକ । ହରିୟାଣାର ସୋନିପତଠାରେ ମଣିପାଳ ଏକାଡେମୀଅଫ୍ ହାୟର ଏଜୁକେଶନର ୨୮ ତମଭର୍ଚୁଆଲ୍ ଦିକ୍ଷାନ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓପି ଜିନ୍ଦଲଗ୍ଲୋବାଲ ଇନଷ୍ଟିଚୁ୍ୟଟ୍ ଅଫ୍ଇମିନେନ୍ସ,ଡିମ୍ଡ ୟୁନିଭରସିଟିର ଭାଇସ୍ଚାନ୍ସଲର ପ୍ରଫେସର ଡ. ସି. ରାଜକୁମାର ଗ୍ରାଜୁଏଟ୍ ଶିକ୍ଷାର୍ଥୀଙ୍କ ଉଦେ୍ଦଶ୍ୟରେ ଏଭଳିକହିଛନ୍ତି । ଦିକ୍ଷାନ୍ତ ଉତ୍ସବ ୩ ଦିନ ଧରିଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରଥମଦିନରେ ଓପି ଜିନ୍ଦଲ ଗ୍ଲୋବାଲଇନଷ୍ଟିଚୁ୍ୟଟ୍ ଅଫ୍ ଇମିନେନ୍ସ,ଡିମ୍ଡୟୁନିଭରସିଟିର ଭାଇସ୍ ଚାନ୍ସଲର ପ୍ରଫେସର ଡ. ସି. ରାଜକୁମାର, ମଣିପାଳ ଏକାଡେମୀ ଅଫ୍ ହାୟର ଏଜୁକେଶନରଟ୍ରଷ୍ଟି ଶ୍ରୀମତୀ ବାସନ୍ତୀ ଆର. ପାଇ,ପ୍ରୋଚାନ୍ସଲର ଡ. ଏଚ୍.ଏସ୍. ବଲାଲ, ପ୍ରୋଚାନ୍ସଲର ଲୁ୍ୟଟନାଟ୍ ଜେନେରାଲ ଡ.ଏମ୍.ଡି. ଭେଙ୍କଟେଶ୍, ପ୍ରୋ ଭାଇସ୍ଚାନ୍ସଲର୍ ଡ. ପି.ଏଲ.ଏନ୍.ଜି. ରାଓ,ଡ. ଦିଲ୍ଲୀପ ନାୟକ, ଡ. ସି.ଜି.ଥାମାଇହା, ରିଜିଷ୍ଟ୍ରାର ଡ. ନାରାୟଣସଭାହିତ. ରେଜିଷ୍ଟ୍ରାର ଇଭାଲୁ୍ୟଶନ ଡ.ବିନୋଦ ଥୋମାସ୍, ଷ୍ଟୁଡେଂଟ୍ ଆଫେୟାର୍ସନିଦେ୍ର୍ଦଶକ ଡ.ଗିଥା ମାୟା, ମଣିପାଳଏକାଡେମୀ ଅଫ୍ ହାୟର ଏଜୁକେଶନରଅନ୍ୟ ମୁଖ୍ୟମାନେ ଉପସ୍ଥିତ ଥିଲେ ।

ଅତିଥିମାନେ ଏହି ଅବସରରେ ବହୁଉପାଦେୟ ତଥ୍ୟ ଉପରେ ଆଲୋକପାତ କରିଥିଲେ । ଜୀବନରେ ସଫଳ ହେବାର୧୦ଟି ମାଇଲଖୁଂଟ ଉପରେ ଡ. ସି.ରାଜକୁମାର ଶିକ୍ଷାର୍ଥୀଙ୍କୁ ଗୁରୁତ୍ୱାରୋପ କରିଥିଲେ । ମାନବତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିବା ଅପରିହାର୍ଯ୍ୟ ବୋଲି ସେମତପୋଷଣ କରିଥିଲେ । ଏହି କ୍ଷେତ୍ରରେମଣିପାଳ ଏକାଡେମୀ ଅଫ୍ ହାୟରଏଜୁକେଶନର କାର୍ଯ୍ୟ ଜାରି ରଖିଥିବାରୁସେ ପ୍ରଶଂସା କରିଥିଲେ । ଦିକ୍ଷାନ୍ତଉତ୍ସବରେ ଡ. ଟିଏମ୍ଏ ପାଇ ଗୋଲ୍ଡମେଡ଼ାଲ ମଣିପାଳର ୱେଲକମ୍ ଗ୍ରୁପ୍ଗ୍ରାଜୁଏଟ୍ ସ୍କୁଲ ଅଫ୍ ହୋଟେଲ ଆଡମିନିଷ୍ଟ୍ରେଶନର କେୟା ବକ୍ସି,ମଣିପାଲ ଇନଷ୍ଟିଚୁ୍ୟଟ୍ ମ୍ୟାନେଜମେଂଟ୍ରଶେ…ି ବରୁଣ ବିବେକ, ମଣିପାଲକଲେଜ ଅଫ୍ ନର୍ସିଂର ଜେଶଲେ ଆନ୍ନାଜେମ୍ସ୍, ମଣିପାଳ କଲେଜ ଅଫ୍ ହେଲଥ୍ପ୍ରଫେସନର ଶାମ୍ଭବୀ ଏସ୍. ଶେଟେ,ମଣିପାଳ ସ୍କୁଲ ଅଫ୍ଆର୍କିଟେକଚର ଆଣ୍ଡ୍ ପ୍ଲାନିଂରନିକତା ଜୈନ୍. ମଣିପାଳରକେ.ଏମ୍.ସି. ମାଙ୍ଗାଲୋରରସ୍ପୋର୍ଥି ପ୍ରସନ୍ନା ସ୍କୁଲ ଅଫ୍ ପବ୍ଲିକ୍ହେଲଥ୍ର ଜାନେମେଣ୍ଡୋନକାଙ୍କୁ ପ୍ରଦାନକରାଯାଇଥିଲା ।ଏହି ଅବସରରେ ପ୍ରୋଚାନ୍ସଲର୍ ଡ. ଏଚ୍.ଏସ୍. ବଲାଲକହିଲେ, ଶିକ୍ଷାର୍ଥୀଙ୍କ ଜୀବନରେଦୀକ୍ଷାନ୍ତ ଉତ୍ସବ ବିଶେଷ ଗୁରୁତ୍ୱବହନ କରିଥାଏ ।

ମାତ୍ର ସାମ୍ପ୍ରତିକସଙ୍କଟ ଜନକ ସମୟରେ ଏହିଉତ୍ସବ ଭର୍ଚୁଆଲ୍ ଭାବେ ଅନୁଷ୍ଠିତହେଉଛି । ମୁଁ ସମସ୍ତ ଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜଳଭବିଷ୍ୟତ କାମନା କରୁଛି ।ଏହି ଅବସରରେ ଭାଇସ୍ ଚାନ୍ସଲର୍ଲୁ୍ୟଟନାଟ୍ ଜେନେରାଲ ଡ. ଏମ୍.ଡି.ଭେଙ୍କଟେଶ୍ କହିଲେ, ମଣିପାଳଉଚ୍ଚଶିକ୍ଷା କ୍ଷେତ୍ରରେ ୩୧ଟି ପାଠ୍ୟକ୍ରମର୩୫୦ରୁ ଅଧିକ କାର୍ଯ୍ୟକ୍ରମ ଉପରେଶିକ୍ଷାଦାନ କରୁଛି । ଏହାର ବିଭିନ୍ନକ୍ୟାମ୍ପସ୍ରେ ୫୭ଟି ଦେଶର୨୮,୦୦୦ରୁ ଅଧିକ ଶିକ୍ଷାର୍ଥୀ ରହିଛନ୍ତି ।ମଣିପାଳର ଅଗ୍ରଗତି ନେଇ ଆମେ ବେଶ୍ଗର୍ବିତ । ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରଣାଳୟ ମଣିପାଳକୁ ଇନଷ୍ଟିଚୁ୍ୟଟ୍ ଅଫ୍ଇମିନେନ୍ସ୍ ଭାବେ ସ୍ୱୀକୃତି ପ୍ରଦାନକରାଯାଇଛି । ଶିକ୍ଷାକ୍ଷେତ୍ରରେ ଭାରତକୁଆଗକୁ ନେବାରେ ଆମର ଉଦ୍ୟମ ଅବ୍ୟାହତ ରହିଛି ।ଏହି ଅବସରରେ ପ୍ରୋ ଚାନ୍ସଲର୍(ଏଚ୍.ଏସ୍)ଡ. ପି.ଏଲ୍.ଏନ୍.ଜି. ରାଓକହିଲେ, ସମ୍ପ୍ରତି ମହାମାରୀ ଯୋଗୁ ଆମରସାଧାରଣ ଜୀବନ ଶୈଳୀ ଏବଂ କାର୍ଯ୍ୟପ୍ରଭାବିତ ହୋଇପଡ଼ିଛି । ଏପରିସ୍ଥଳେ ଆମରଶିକ୍ଷାର୍ଥୀ ଏବଂ ଫାକୁ୍ୟଲ୍ଟି ବିଶ୍ୱବିଦ୍ୟାଳୟ ସ୍ଥିତିକୁସୁଦୃଢ଼ କରିଛନ୍ତି । ଆମେ ଆମର କାର୍ଯ୍ୟ ଧାରାଜାରି ରଖିବା ସହିତ ଡ. ଟିଏମଏ ପାଇଙ୍କଚିନ୍ତାଧାରା ଏବଂ ଲକ୍ଷ୍ୟ ପୂରଣ ଉଦ୍ୟମଅବ୍ୟାହତ ରଖିବୁ । ଏହି ଅବସରରେରେଜିଷ୍ଟ୍ରାର ଡ. ନାରାୟଣ ସଭାହିତ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -ପୃଥିବୀ ପ୍ରତି ନିଜର ଶ୍ରେଷ୍ଠତମ ସେବା ପ୍ରଦାନ କରିବା ଆବଶ୍ୟକ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ପୃଥିବୀ ପ୍ରତି ନିଜର ଶ୍ରେଷ୍ଠତମ ସେବା ପ୍ରଦାନ କରିବା ଆବଶ୍ୟକ ।

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...