19 C
Bhubaneswar
Tuesday, November 24, 2020

ଭଦ୍ରକ ଜିଲ୍ଲା କୃଷି ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ।

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଧାମରା, ୨୨/୧୧ :ଆଦାନୀ ଫାଉଣ୍ଡେସନ ଏବଂ କୃଷି ଓକୃଷକ ସଶକ୍ତିକରଣ ବିଭାଗର ମିଳିତଆନୁକୂଲ୍ୟରେ ରାଜ୍ୟଯୋଜନା ୨୦୨୦-୨୧ ରଉନ୍ନତ ପ୍ୟାକେଜ୍ ରପ୍ରୋତ୍ସାହନ ଯୋଜନାରେ ଖରିଫ୍ ଧାଡିରୁଆ ଧାନଚାଷ କରାଯାଇଛି । ଦୋସିଙ୍ଗାଗ୍ରାମପଂଚାୟତର ଓରାମାଳ,ଚିଆଣିପାଇ, ବାଲିସାହି,ସୋମ୍ପାଟିଆ, ରବିନ୍ଦ୍ରନଗରଏବଂ ବିଦୁ୍ୟତପ୍ରଭା ଗ୍ରାମର୯୯ ଜଣ କ୍ଷୁଦ୍ର ଓ ନାମମାତ୍ରଚାଷୀଙ୍କ ଦ୍ୱାରା ୬୦ ହେକ୍ଟରଜମିରେ ଧାଡିରୁଆ ଧାନ ଚାଷକରାଯାଇଛି । କୃଷି ବିଜ୍ଞାନକେନ୍ଦ୍ର, ଭଦ୍ରକର ବୈଷୟିକ ମାର୍ଗଦର୍ଶନରେ ଆଦାନୀ ଫାଉଣ୍ଡେସନ ସହ କୃଷକ କ୍ଷେତ୍ର ସ୍କୁଲ ମାଧ୍ୟମରେ ଧାନଉତ୍ପାଦକଙ୍କୁ କ୍ଷେତ୍ର ଆଧାରିତ ପ୍ରଶିକ୍ଷଣପ୍ରଦାନ କରାଯାଇଥିଲା ।

ବନ୍ଦରପାରିପାଶ୍ୱିର୍କ ଗ୍ରାମଗୁଡିକରେ ପ୍ରଥମ ଥରପାଇଁ ଏହି ସରକାରୀ ଯୋଜନା ପ୍ରବର୍ତ୍ତିତହୋଇଥିଲା ଏବଂ ଶ୍ରୀ ପଦ୍ଧତିରେ ଚାଷକରି କୃଷକମାନେ ଏହାକୁ ସଫଳତାରସହ କାର୍ଯ୍ୟକାରୀ କରିଥିଲେ । ରାଜ୍ୟଯୋଜନା ୨୦୨୦ର କାର୍ଯ୍ୟକାରିତାଗାଇଡ୍ଲାଇନ୍କୁ ଦୃଷ୍ଟିରେ ରଖିଏସ୍ଏମ୍ଏସ୍ ମାଧ୍ୟମରେ କୃଷକ ପରିଚୟପତ୍ର ପ୍ରଦାନ କରାଯାଇଛି ଏବଂ ବିଭାଗୀୟଅଧିକାରୀଙ୍କ ଯାଂଚ ଓ ଧାନ କ୍ଷେତରେଫସଲ କାଟିବା ପରେ ଚାଷୀଙ୍କୁ ହେକ୍ଟରପିଛା ୧୩୦୦ ଟଙ୍କା ସରକାରୀପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।ଏହି ପରିପ୍ରେକ୍ଷୀରେ ଆଦାନୀଫାଉଣ୍ଡେସନ ପକ୍ଷରୁ ଧାନ କ୍ଷେତର ମିଳିତକ୍ଷେତ୍ର ଯାଂଚ କରାଯାଇଛି । ଭଦ୍ରକ ଜିଲ୍ଲାକୃଷି ଅଧିକାରୀ ପ୍ରସାଦ ନାୟକ, ଚାନ୍ଦବାଲିବ୍ଲକ କୃଷି ଅଧିକାରୀ ବୈରାଗୀ ଚରଣସେଠୀ,

ସହକାରୀ କୃଷି ଅଧିକାରୀଜିତେନ୍ଦ୍ର ସିଂହ, ଦୋସିଙ୍ଗା ଗ୍ରାମପଂଚାୟତଭିଏଡବ୍ଲୁ୍ୟ ରତିକାନ୍ତ ମିଶ୍ର ମିଳିତ ଭାବେଓରାମାଳ ଗ୍ରାମର ଶିଶିର ଯାନା ଓ ଶ୍ୟାମପଦମାନ୍ନାଙ୍କ ଧାନ କ୍ଷେତ ପରିଦର୍ଶନ କରିଛନ୍ତିା ଅଧିକାରୀମାନେ କୃଷକଙ୍କ ସହପାରସ୍ପରିକ ଆଲୋଚନା କରିବା ସହକୃଷକଙ୍କ ଅଭିଜ୍ଞତା ଶୁଣିଥିଲେ ।ସରକାରୀ ଯୋଜନା କିମ୍ବାକୌଣସି ଉତ୍ସର ଆର୍ଥିକ ସହାୟତାବିନା ନିର୍ଦ୍ଧିଷ୍ଟ ଘର ପଛପଟେ ଥିବାଜମିରେ ସ୍ଥାୟୀ କୃଷିର ପ୍ରୋତ୍ସାହନପାଇଁ ଜାଗୁଳା ଓ ଦୋସିଙ୍ଗାଗ୍ରାମପଂଚାୟତର ଉଦ୍ୟୋଗୀସୁରେଶ କୁମାର ମାହୁନ୍ତ ଓଦେବେନ୍ଦ୍ର କୁମାର ନାୟକଙ୍କ ଦ୍ୱାରାବିକଶିତ ଇଂଟିଗ୍ରେଟେଡ୍ ଫାର୍ମିମଡେଲକୁ ମଧ୍ୟ ଏହି ଟିମ୍ପରିଦର୍ଶନ କରିଥିଲେ ।ଅଧିକାରୀମାନେ ଉଦ୍ୟୋଗୀଙ୍କସହ କଥାବାର୍ତ୍ତା ହେବା ସହସେମାନଙ୍କର ମତ ପ୍ରକାଶ କରିକହିଥିଲେ, କୃଷକଙ୍କ ଆୟ ଦ୍ୱିଗୁଣିତକରିବା ପାଇଁ ଏହି ସମନ୍ୱିତ ଚାଷ ପ୍ରଣାଳୀମଡେଲଗୁଡିକ ସମିଶ୍ରଣ ପଦ୍ଧତିରେ ଆତ୍ମା/ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶଦେଇଥିଲେ

- Advertisement -ଭଦ୍ରକ ଜିଲ୍ଲା କୃଷି ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଭଦ୍ରକ ଜିଲ୍ଲା କୃଷି ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ।

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...