ଭୁବନେଶ୍ୱର,୨୭ା୨(ନି.ପ୍ର): ରାଜ୍ୟରେ ୪.୩୬ଲକ୍ଷ ବନବାସୀ ଲୋକଙ୍କୁ ଭୂମି ଅଧିକାର ଦେଇ ଓଡ଼ିଶା ଆଜି ସାରା ଭାରତରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାରେ ଆଜି ଏକ ନମ୍ବର ରାଜ୍ୟ ହୋଇଛି । ଗୁରୁବାର ଜନଜାତି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆୟୋ ଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚାୟତିରାଜ ସଂସ୍ଥା (ପିଆର ଆଇ) ଅଧିନରେ ଥିବା ଜନଜାତି ସଦସ୍ୟଙ୍କର ଦକ୍ଷତାବିକାଶ କାର୍ଯ୍ୟ କ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ କି, ଜନଜାତି ବିକାଶ ବିଭାଗ ୬-୯ବର୍ଷମଧ୍ୟରେ୩୦,୦୦୦ ପଂଚା ୟତ ସଦସ୍ୟଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ।
ଏଭଳି ପ୍ରଶି କ୍ଷଣ କାର୍ଯ୍ୟକ୍ରମ ଆଦିବାସୀ ଅଂଚ ଳରେ ସ୍ଥାନୀୟସ୍ୱୟଂଶାସିତ ସଂସ୍ଥା ଗୁଡ଼ିକ ମଜବୁô ହେବା ସହ ଲୋକ ତାନ୍ତ୍ରିକ ବିକେନ୍ଦ୍ରୀ କରଣର ପ୍ରକ୍ରିୟା କୁ ସମୃଦ୍ଧକରିବଆଦିବାସୀ ଅଂଚଳ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପଉପରେ ଆଲୋକ ପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ,୬ ଲକ୍ଷରୁ ଅଧିକ ଛାତ୍ର-ଛାତ୍ରୀଙ୍କୁ ଗୁଣ ବତାପୂର୍ଣ୍ଣ ଶିକ୍ଷା ପ୍ରଦାନକରିବା ପାଇଁ ୬,୭୦୦ଛାତ୍ରାବାସଏବଂ ୧୭୩୧ ଟି ସ୍କୁଲସ୍ଥାପିତ କରାଯାଇଛି ସବୁ ଛାତ୍ରା ବାସରେ ଗୁଣବତାମାନ କକୁ ସୁନିଶ୍ଚିତକରିବାପାଇଁମିଶନ ସୁବିଦ୍ୟା ଆରମ୍ଭ କରା ଯାଇଛି । ସେହିଭଳି ଭାବେ ମିଶନ ଜୀବିକା ମଧ୍ୟ ଲୋକ ମାନଙ୍କ ଜୀବିକାକୁସ୍ୱଚ୍ଛଳ କରିବାରେ ସଫଳ ହୋଇଛି । ଏହି ମିଶନ ଅଧି ନରେ ସ୍ଥାୟୀ ଆର୍ଥିକ ଉତଥାନ ପାଇଁ ୨୩୦୦ଆଦିବାସୀ ପରିବାରକୁ ସାମିଲ କରାଯାଇଛି ବୋଲି କହି ଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ।