22 C
Bhubaneswar
Thursday, November 26, 2020

ନିମଖଣ୍ଡି ବ୍ଲକରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ବ୍ରହ୍ମପୁର, ୨୨ ।୧୧: ରାଜ୍ୟ ସରକାରଙ୍କ ଯୋଜନା କିପରିନିରୀହ ନିଷ୍ପେସିତ ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଲୋକେ କିପରି ସେଥିଦ୍ୱାରା ଲାଭବାନ ହୋଇ ପାରିବେ ।ତାହାକୁ ଆଖି ଆଗରେ ରଖି ବିଭିନ୍ନଜନହିତକର ଯୋଜନା ହାତକୁ ନେଉଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ତାହା ବାଟବଣାହେଉଥିବା ଦେଖିବାକୁ ମିଳୁଛି । ଗୋଟିଏପଟେ ସରକାରୀ ଯୋଜନା ଲୋକଙ୍କନିକଟତର କରିବା ପାଇଁ ନିର୍ବାଚିତ ଜନପ୍ରତିନିଧି ମାନେ ପ୍ରଶାସନକୁ ଅସହଯୋଗକରୁଥିବା ବେଳେ ଓଲଟା ପ୍ରଶାସନିକଅଧିକାରୀ ସହଯୋଗ କରୁନଥିବା ନେଇମିଥ୍ୟା ଆରୋପ ଲଗାଉଛନ୍ତି । ଏହିଭଳିଘଟଣା ଦେଖିବାକୁ ମିଳିିଛି କୁକୁଡାଖଣ୍ଡିବ୍ଲକରେ ଗୋଟିଏ ପଟେ ସରକାରଲୋକଙ୍କ ହିତ ନିମନ୍ତେ ପ୍ରତି ଗାଁଗୁଡ଼ିକରେ ‘ମୋ ଗାଁ ରେ ତହସିଲ’କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯାହା ଦ୍ୱାରାକି ଜନସାଧାରଣଙ୍କୁ ବିଭିନ୍ନ ପତା,ଜନ୍ମମୃତୁ୍ୟ ପ୍ରମାଣପତ୍ର , ମୁ୍ୟଟେସନ ପାରିବିଭିନ୍ନ କାର୍ଯ୍ୟ କରିବା ପାଇଁ ବାରମ୍ବାରତହସିଲକୁ ଦୌଡ଼ିବାକୁ ପଡ଼ିବ ନାହିଁ ନିଜଗ୍ରାମରେ ହାତ ପାହାନ୍ତାରେ ଏହି ସୁବିଧାଲୋକେ ପାଇ ପାରିବେ ଏହି ଭଳି ମହତଉଦେଶ୍ୟ ରଖି ସରକାର ଏହି କାର୍ଯ୍ୟକ୍ରମହାତକୁ ନେଇଛନ୍ତି,

କିନ୍ତୁ ଜନସାଧାରଣଙ୍କଖଣ୍ଡିଏ ଭୋଟ ପାଇଁ ପଞ୍ଚାୟତ ମୁଖିଆସାଜିଥିବା କିଛି ସରପଞ୍ଚ ଉଦେଶ୍ୟ ମୂଳକଭାବରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । କୁକୁଡାଖଣ୍ଡି ତହସିଲଅନ୍ତର୍ଗତ ନିମଖଣ୍ଡି ପଞ୍ଚାୟତରେ ଆୟୋଜିତ ହୋଇଥିବା ମୋ ଗାଁ ରେତହସିଲ କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନୀୟରାଜସ୍ୱ ନିରୀକ୍ଷକ କୈଳାସ ବେହେରା ବାରମ୍ବାର ନିମଖଣ୍ଡି ସରପଞ୍ଚ ପ୍ରଦୀପବେହେରାଙ୍କୁ ଅବଗତ କରାଇଥିଲେ ମଧ୍ୟସେ କୌଣସି ପ୍ରକାର ସହଯୋଗ କରିନଥିଲେ ପରବର୍ତ୍ତୀ ସମୟରେ ପଞ୍ଚାୟତକାର୍ଯ୍ୟାଳୟ ହେଉ କିମ୍ବା ରାଜୀବ ଗାନ୍ଧୀସେବା କେନ୍ଦ୍ର ଏପରିକି ବିଦ୍ୟାଳୟ ପରିସରରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନନିମନ୍ତେ ସ୍ଥାନ ଦେବା ପାଇଁ ସିଧାସଳଖମନା କରିଥିବା ରାଜସ୍ୱ ଅଧିକାରୀ ଶ୍ରୀବେହେରା କହିଛନ୍ତି ଓ ପରବର୍ତ୍ତୀ ସମୟରେ ଉଦେଶ୍ୟ ପ୍ରଣଦିତ ଭାବରେ ତହସିଲପକ୍ଷରୁ ମୋତେ କୌଣସି ସୂଚନା ଦିଆଯାଇନଥିବା ପରି ବିବାଦୀୟ ବୟାନଦେଇଛନ୍ତି

ଏବଂ ଶେଷରେ ବାଧ୍ୟ ହୋଇରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତହୋଇଥିଲା ସେଥିରେ ୧୧୯ ଜଣବ୍ୟକ୍ତିଙ୍କୁ ବିଭିନ୍ନ କିସମର ପଟା, ଜନ୍ମମୃତୁ୍ୟ ପ୍ରମାଣ ପତ୍ର ଆଦି କୁକୁଡାଖଣ୍ଡି ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତରେ ସମ୍ପୂର୍ଣ୍ଣ କରୋନାକଟକଣା ନିୟମକୁ ଅବଲମ୍ବନ କରିପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁମାସ୍କ ବଣ୍ଟନ କରାଯାଇଥିଲା । ସରକାରୀନୀତି ନିୟମକୁ ଅନୁପାଳନ କରି ପଞ୍ଚାୟତରସମସ୍ତ ଗ୍ରାମବାସିଙ୍କୁ ପୂର୍ବ ସୂଚନା ଦିଆଯାଇଥିଲା । ବହୁ ସଂଖ୍ୟାରେ ଜନସାଧାରଣ ସ୍ୱତ ପ୍ରବୃତ୍ତଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସରକାରୀ ଯୋଜନାରଲାଭ ପାଇଥିବା ଅଞ୍ଚଳ ବାସିନ୍ଦା କହିଛନ୍ତି ।ଅନ୍ୟପକ୍ଷରେ ଲଘୁ ଖଣିଜ ପଦାର୍ଥ ଚୋରା·ଲାଣରେ ସମ୍ପୃକ୍ତ ଥିବା କିଛି ମୁଷ୍ଟିମେୟ ରାଜନେତା ନିଜ ସ୍ୱାର୍ଥ ହାସଲ ପାଇଁ ଏହିକାର୍ଯ୍ୟକ୍ରମକୁ ବିରୋଧ କରୁଥିବା ବ୍ଲକରବୁଦ୍ଧିଜୀବୀ ଓ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଚର୍ଚ୍ଚାରକେନ୍ଦ୍ରବିନ୍ଦୁ ପାଲଟିିଛି

- Advertisement -ନିମଖଣ୍ଡି ବ୍ଲକରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

More articles

LEAVE A REPLY

Please enter your comment!
Please enter your name here

- Advertisement -ନିମଖଣ୍ଡି ବ୍ଲକରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...