35 C
Bhubaneswar
Sunday, May 9, 2021

ବାଲି ସଙ୍କଟ ଯୋଗୁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେଉଛି ।

Must read

ଭୁବନେଶ୍ୱର,୨୨ ।୧୧ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ବାଲିସଙ୍କଟ । ପରିବହନ ହେଉଥିବା ବାଲିରକାଗଜପତ୍ର ଦେଖାଇ ନପାରି ଶହ ଶହଗାଡି ଜବତ ହେଉଥିବାରୁ ଏଭଳି ଅବସ୍ଥାସୃଷ୍ଟି ହୋଇଛି । ଫଳରେ କରୋନାମାଡରୁ ମୁକୁଳିବା ପରେ ·ଲିଥିବା ର୍ନିମାଣକାର୍ଯ୍ୟ ଉପରେ ଚଡକ ପଡିଛି । ପୁରୀଜିଲ୍ଲାର ପିପିଲି, ଡେଲାଙ୍ଗ, ଦାଣ୍ଡମୁକୁନ୍ଦପୁରସମେତ ପୁରୀ ସହର ପର୍ଯ୍ୟନ୍ତ ଆବଶ୍ୟକ ବାଲି କଟକ ଓ ଭୁବନେଶ୍ୱର ଆଖପାଖରୁଆସିଥାଏ । ଦୀର୍ଘଦିନ ଧରି ଏଠାରୁ ବାଲିପରିବହନ ହେଉଥିଲା । ହେଲେ ଗତକିଛିଦିନ ହେଲା ପୁଲିସ୍ ଚଢାଉଜୋରଦାର ହେବା ସହିତ ବାଲିପରିବହନ କରୁଥିବା ହାଇୱା, ଟ୍ରକ ଓଟ୍ରାକ୍ଟରଗୁଡିକୁ ଜୋରଦାର ଯାଞ୍ଚକରାଯାଉଛି । ଅଧିକାଂଶ ଗାଡିରକାଗଜପତ୍ର ଠିକ୍ ଥିଲେ ମଧ୍ୟ ବାଲିଖରିଦର କାଗଜ ଦେଖାଇ ପାରୁ ନାହାନ୍ତି ।

ସୂଚନା ଅନୁଯାୟୀ ଗାଡିମାଲିକମାନେଦୀର୍ଘଦିନ ହେଲା ପାହାଳ, ଝାରପଡାସମେତ କଟକର ତ୍ରିଶୁଳିଆ ଅ ।ଦି ସ୍ଥାନରୁବାଲି ଆଣୁଥିଲେ । ସେଠାରେ ବାଲିଖୋଳୁଥିବା ଠିକାଦାର ଓ ବ୍ୟକ୍ତିମାନଙ୍କୁକିଛି ଅର୍ଥ ଦେଇ ଗାଡିରେ ବାଲି ଭର୍ତ୍ତିକରିବାପରେ ତାହାକୁ ଆଣିଥାନ୍ତି । ଏହିବାଲି ବାବଦରେ ସେମାନଙ୍କୁ କୌଣସିକାଗଜପତ୍ର ଦିଅ ।ଯାଏ ନାହିଁ କି ଅଧିକାଂଶକ୍ଷେତ୍ରରେ ସେମାନେ ମାଗି ନଥାନ୍ତି ।ହେଲେ ଏବେ କିନ୍ତୁ ଗାଡି ଯାଞ୍ଚ କରୁଥିବାପୁଲିସ୍ ଅଧିକାରୀମାନେ ବାଲି ଖରିଦବାବଦ କାଗଜପତ୍ର ମାଗୁଛନ୍ତି । ଏଭଳିସ୍ଥିତି ଯୋଗୁଁ ପୁରୀ ଜିଲ୍ଲାର ବିଭିନ୍ନସ୍ଥାନରେ ଏବେ ନିର୍ମାଣ କାର୍ଯ୍ୟ ଘୋରପ୍ରଭାବିତ ହୋଇଛି । ସ୍ୱଚ୍ଛ ଭାରତରେଶୌ·ଳୟ ନିର୍ମାଣ ହେଉ କିମ୍ବା ଇନ୍ଦିରାଅ ।ବାସ ଅଥବା ବ୍ୟକ୍ତିଗତ ନିର୍ମାଣସବୁକିଛି ବାଲି ବିନା ପ୍ରଭାବିତ ।

ଏଥିଯୋଗୁଁ ସାଧାରଣ ଲୋକଙ୍କ ଠାରୁଆରମ୍ଭ କରି ଶ୍ରମଜୀବୀମାନେ ମଧ୍ୟସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବାଲିପରିବହନ ନୁହେଁ ପୁରୀ ଜିଲ୍ଲାରକେତେକ ସ୍ଥାନରେ ନିର୍ମାଣ ପାଇଁଆବଶ୍ୟକ ମାଙ୍କଡା ପଥର ପରିବହନକରୁଥିବା ଗାଡିଗୁଡିକୁ ମଧ୍ୟ ଜବତକରାଯାଉଥିବାରୁ ନିର୍ମାଣ କାର୍ଯ୍ୟବାଧାପ୍ରାପ୍ତ ହେବାରେ ଲାଗିଛି । ତେଣୁଗାଡି ମୋଟରକୁ ଧରି ପକାଇ ରଖିବାଅପେକ୍ଷା ଯେଉଁଠାରୁ ବାଲି ଓ ପଥରଅ ।ସୁଛି ସେଠାରେ ଚଢଉ କରିବା ପାଇଁସାଧାରଣରେ ମତ ପ୍ରକାଶ ପାଉଛି । ଯଦିଏଭଳି ସ୍ଥିତି ଲାଗିରୁହେ ତେବେ ଜିଲ୍ଲାରେନିର୍ମାଣ କାର୍ଯ୍ୟ ପ୍ରଭାବିତ ହେବା ସମେତବହୁ ସରକାରୀ ଓ ବେସରକାରୀ ପ୍ରକଳ୍ପକାର୍ଯ୍ୟ ଅଟକିଯିବ ବୋଲି କୁହାଯାଉଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article