23 C
Bhubaneswar
Friday, February 26, 2021

ଐତିହାସିକ ପରିବର୍ତ୍ତନ ପ୍ରସ୍ତୁତିରେ କଂଗ୍ରେସ

Must read

କାଶ୍ମୀର ୱିକର ଉତ୍ପାଦଗୁଡ଼ିକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ |

ଶ୍ରୀନଗର: କାଶ୍ମୀର ୱିଲି ୱିକର୍ ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟଫର୍ମ ପରି ଆମାଜନ, ମାଇଣ୍ଟ୍ରା ଇତ୍ୟାଦି ମାଧ୍ୟମରେ ବିଶ୍ଵ ବ୍ୟାଙ୍କ...

ପ୍ରଭାସ ଓଡିଆ ଭବନ ଭୁବନେଶ୍ଵରରେ ଉଦ୍ଘାଟନ କରିଥିଲେ ।

ଭୁବନେଶ୍ବର: ଭାରତର ବିଭିନ୍ନ ମହାନଗର ନିଗମ, ଅନ୍ୟ ରାଜ୍ୟ ତଥା ବିଦେଶରେ ଓଡ଼ିଶା ବାହାରେ ରହୁଥିବା ପ୍ରାୟ ଦେଢ କୋଟି ଓଡିଆ ସେମାନଙ୍କ ମାତୃ ରାଜ୍ୟର ସାମଗ୍ରିକ ବିକାଶ ପାଇଁ...

ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ଛୁଇଁପାରେ, ଓଡ଼ିଶା ସରକାର ଧନୀ!

ଭୁବନେଶ୍ବର: ଆଜି ମଧ୍ୟ ଓଡିଶାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ ୯୨ ଟଙ୍କା ବଢୁଥିବାରୁ ଆଗାମୀ ମାସରେ ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ...

୧୯୯୯ ଓଡିଶା ଗ୍ୟାଙ୍ଗ୍ରେପରୁ ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଯାହା ପଟ୍ଟନାୟକଙ୍କୁ ତାଙ୍କ ଚେୟାର ଖର୍ଚ୍ଚ କରିଥିଲା |

ଭୁବନେଶ୍ଵର: ନ୍ୟାୟ ପାଇଁ ତାଙ୍କର ସଂଗ୍ରାମ ଏକ ଦୀର୍ଘ, ୨୨ ବର୍ଷ ସଠିକ୍ ଥିଲା | ମୃତ୍ୟୁ, ବଳାତ୍କାର ଧମକ, ଏକ ରାଜନୈତିକ ଷଡଯନ୍ତ୍ର...

ନୂଆଦିଲ୍ଲୀ,୨୨/୧୧;କଂଗ୍ରେସ ଦଳ ମଧ୍ୟରେ ଅନେକ ଦିନ ହେଲା ମତଭେଦ ଚାଲିଛି । ବର୍ତ୍ତମାନ ଦଳପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି । ଦଳର ନୂଆଅଧ୍ୟକ୍ଷ ଡିଜିଟାଲ ତରିକାରେ ଚୟନକରାଯିବ । ଏଥିପାଇଁ ଦଳ ଅଧ୍ୟକ୍ଷ ପଦନିର୍ବାଚନ ପାଇଁ ମତଦାତା ତାଲିକାରେ ସାମିଲ ଥିବା ଅଖିଳ ଭାରତୀୟ କଂଗ୍ରେସକମିଟିର ପ୍ରତିନିଧି କାର୍ଡ ଜାରି କରିବାକୁପ୍ରସ୍ତୁତି କରୁଛନ୍ତି । ଅଧ୍ୟକ୍ଷ ପଦ ନିର୍ବାଚନରେ ପାଖାପାଖି ୧୫୦୦ ପ୍ରତିନିଧି ଭୋଟକରନ୍ତି । ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣାଖୁବ ଶୀଘ୍ର ହୋଇପାରେ ।ଦେଶର ସବୁଠାରୁ ପୁରୁଣା ଦଳ ନୂଆଅଧ୍ୟକ୍ଷ ନିର୍ବାଚନ ପାଇଁ ଏଆଇସିସି ପ୍ରତିନଧିଙ୍କୁ ପରିଚୟ ପତ୍ର ପ୍ରଦାନ ପ୍ରକ୍ରିୟାଆରମ୍ଭ କରିଛି । ଅଧ୍ୟକ୍ଷ ପଦ ନିର୍ବାଚନଦାୟିତ୍ୱ ନେଇଥିବା କେନ୍ଦ୍ର ନିର୍ବାଚନ ପ୍ରାଧିକରଣର ଜଣେ ସଦସ୍ୟ କହିଛନ୍ତି ଯେଏଥର ଡିଜିଟାଲ ତରିକାରେ ନିର୍ବାଚନ ହେବ ।

ଏହି କାର୍ଡରେ ଏକ ବାର କୋଡ଼ ଥିବ । ଏହିକୋଡ଼କୁ ସ୍କାନ କଲେ ସଦସ୍ୟ ସମ୍ପର୍କରେତମାମ ସୂଚନା ସ୍କ୍ରିନରେ ଦେଖାଯିବ । ଅଧ୍ୟକ୍ଷପଦ ପାଇଁ ର୍ନିବାଚନ କାର୍ଯ୍ୟକ୍ରମ ଘୋଷଣାପାଇଁ ଖୁବ ଶୀଘ୍ର କଂଗ୍ରେସ କାର୍ଯ୍ୟସମିତି ବୈଠକ ବସିବ ।କେନ୍ଦ୍ର ନିର୍ବାଚନ ପ୍ରାଧିକରଣର ଜଣେସଦସ୍ୟ କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁଏକାଧିକ ପ୍ରାର୍ଥୀ ଥିଲେ ମତଦାନହେବ ।ତେବେ ମତଦାନ ବାଲେଟ ପେପର ମାଧ୍ୟମରେ ହେବ ନା ଡିଜିଟାଲ ମାଧ୍ୟମରେ ହେବ ସେ ନେଇ ସିଡବ୍ଳ୍ୟୁସି ନିଷ୍ପତ୍ତି ନେବ ।ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ,ନୂଆ ବର୍ଷ ଆରମ୍ଭ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଦଳର ନୂଆ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨୦୨୨ ଯାଏଁ ରହିବ । ୨୦୧୭ରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ହୋଇଥିଲେ । କିନ୍ତୁ୨୦୧୯ ଲୋକସଭା ନିର୍ବାଚନରେ ହାରିଯିବା ପରେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ।

ଏହାପରେ ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆଗାନ୍ଧୀ ଦାୟିତ୍ୱ ନେଇଛନ୍ତି ।ନୂଆ ଅଧ୍ୟକ୍ଷ ପଦ ନିର୍ବାଚନ କଂଗ୍ରେସ ପାଇଁବହୁତ ଗୁରୁତ୍ତ୍ୱପୂର୍ଣ୍ଣ । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ହାରିବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି ।ଏହିଭଳି ସ୍ଥିତିରେ ନିର୍ବାଚନକୁସମ୍ପୂର୍ଣ ସ୍ୱଚ୍ଛ ଓ ଗଣତାନ୍ତ୍ରିକ କରିବା ଏକ ଚ୍ୟାଲେଞ୍ଜ ଯେପରି ସମାଲୋଚକଙ୍କୁ କୌଣସି ମଉକା ନମିଳେ । ୨୩ ଅସନ୍ତୁଷ୍ଟ ନେତା ପତ୍ର ଲେଖିବା ପରେସୋନିଆ ଗାନ୍ଧୀ ଅଧ୍ୟକ୍ଷ ନିର୍ବାଚନ ପାଇଁ କେନ୍ଦ୍ରନିର୍ବାଚନ ପ୍ରାଧିକରଣ ଗଠନ କରିଥିଲେ । ଅଧ୍ୟକ୍ଷପଦ ନିର୍ବାଚନ ଦାୟିତ୍ୱ ବରିଷ୍ଠ ନେତା ମଧୁସୂଦନମିସ୍ତ୍ରୀଙ୍କୁ ଦିଆଯାଇଛି ।

- Advertisement -ଐତିହାସିକ ପରିବର୍ତ୍ତନ ପ୍ରସ୍ତୁତିରେ କଂଗ୍ରେସ

More articles

LEAVE A REPLY

Please enter your comment!
Please enter your name here

- Advertisement -ଐତିହାସିକ ପରିବର୍ତ୍ତନ ପ୍ରସ୍ତୁତିରେ କଂଗ୍ରେସ

Latest article

କାଶ୍ମୀର ୱିକର ଉତ୍ପାଦଗୁଡ଼ିକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ |

ଶ୍ରୀନଗର: କାଶ୍ମୀର ୱିଲି ୱିକର୍ ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟଫର୍ମ ପରି ଆମାଜନ, ମାଇଣ୍ଟ୍ରା ଇତ୍ୟାଦି ମାଧ୍ୟମରେ ବିଶ୍ଵ ବ୍ୟାଙ୍କ...

ପ୍ରଭାସ ଓଡିଆ ଭବନ ଭୁବନେଶ୍ଵରରେ ଉଦ୍ଘାଟନ କରିଥିଲେ ।

ଭୁବନେଶ୍ବର: ଭାରତର ବିଭିନ୍ନ ମହାନଗର ନିଗମ, ଅନ୍ୟ ରାଜ୍ୟ ତଥା ବିଦେଶରେ ଓଡ଼ିଶା ବାହାରେ ରହୁଥିବା ପ୍ରାୟ ଦେଢ କୋଟି ଓଡିଆ ସେମାନଙ୍କ ମାତୃ ରାଜ୍ୟର ସାମଗ୍ରିକ ବିକାଶ ପାଇଁ...

ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ଛୁଇଁପାରେ, ଓଡ଼ିଶା ସରକାର ଧନୀ!

ଭୁବନେଶ୍ବର: ଆଜି ମଧ୍ୟ ଓଡିଶାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ ୯୨ ଟଙ୍କା ବଢୁଥିବାରୁ ଆଗାମୀ ମାସରେ ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ...

୧୯୯୯ ଓଡିଶା ଗ୍ୟାଙ୍ଗ୍ରେପରୁ ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଯାହା ପଟ୍ଟନାୟକଙ୍କୁ ତାଙ୍କ ଚେୟାର ଖର୍ଚ୍ଚ କରିଥିଲା |

ଭୁବନେଶ୍ଵର: ନ୍ୟାୟ ପାଇଁ ତାଙ୍କର ସଂଗ୍ରାମ ଏକ ଦୀର୍ଘ, ୨୨ ବର୍ଷ ସଠିକ୍ ଥିଲା | ମୃତ୍ୟୁ, ବଳାତ୍କାର ଧମକ, ଏକ ରାଜନୈତିକ ଷଡଯନ୍ତ୍ର...

ମାର୍ଚ୍ଚ ୧ ରୁ ଆରମ୍ଭ ହେବାକୁ ଥିବା ଓଡିଶା ପ୍ଲସ୍ ୩ ପ୍ରଥମ ବର୍ଷ ଅନଲାଇନ୍ କ୍ଲାସ୍ |

ଭୁବନେଶ୍ଵର: ଓଡିଶା ଉଚ୍ଚଶିକ୍ଷା ବିଭାଗ ମାର୍ଚ୍ଚ ୧ ରୁ ଅନଲାଇନ୍ ମୋଡରେ ପ୍ରଥମ ବର୍ଷର ଛାତ୍ରମାନଙ୍କ ପାଇଁ କ୍ଲାସ୍ ଆରମ୍ଭ କରିବାକୁ ସାରା ରାଜ୍ୟରେ...