36 C
Bhubaneswar
Sunday, April 11, 2021

ରାଜଧାନୀରେ ଶିଶୁପୁତ୍ର ବିକ୍ରି!

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନେଶ୍ୱର,୨୭ା୨(ନି.ପ୍ର): କିଛିଦିନ ତଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ବିକ୍ରି ହେବା ଘଟଣା ସାମ୍ନାକୁ ଆସିଥିଲା । ଶିଶୁ ବିକ୍ରି ଘଟଣାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ଏହା ସତ୍ୱେ ରାଜଧାନୀ ଭୁବନେଶ୍ୱରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ରାଜଧାନୀରେ ଏକ ଦମ୍ପତି ନିଜର ୧୯ଦିନର ଶିଶୁ ପୁତ୍ରକୁ ୧୦,୦୦୦ଟଙ୍କାରେ ବିକ୍ରି କରି ଦେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ହୋଇଛି , ଭୁବନେଶ୍ୱରର ଉପାନ୍ତରେ ଥିବା ଭାରତପୁର ଅଂଚଳରେ ଏକ ଦମ୍ପତି ନିଜର ପଞ୍ଚମ ସନ୍ତାନକୁ ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଛି ।

ଏ ନେଇ କୋର୍ଟ ପେପରରେ ଲେଖାପା ହୋଇଥିବା ଜଣାପଡ଼ିଛି । ତେବେ ୧୯ଦିନର ଶିଶୁ ପୁତ୍ରକୁ ତାର ପିତା-ମାତା ବିକ୍ରି କରି ଦେଇଥିବା ଘଟଣା ସଂପର୍କରେ ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ଅବଗତ ହେବା ପରେ ଏ ବିଷୟରେ ଖଣ୍ଡଗିରି ପୁଲିସକୁ ସୂଚିତ କରିଥିଲେ । ଖବର ପାଇ ଖଣ୍ଡଗିରି ପୁଲିସ ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆର ମ୍ଭ କରିଛି । ସୂଚନାଅନୁସାରେ, ଭରତପୁରରେ ରହୁଥିବା ନୀଲୁ ଦାସଙ୍କ ଦ୍ୱିତୀୟ ସ୍ତ୍ରୀ ନିବି ଦାସ ତାଙ୍କର ୧୯ଦିନର ଶିଶୁପୁତ୍ରକୁ ପ୍ରଲୋଭନର ଶିକାର ହୋଇ ବିକ୍ରି କରି ଦେଇଛନ୍ତି ।

ଦିନ ମଜୁରିଆ ଭାବେ କାମ କରୁଥିବା ନୀଲୁ ଦାସ ଘରେ ନଥିବା ବେଳେ ଜଣେ ବ୍ୟକ୍ତି ନିବି ଦାସଙ୍କୁତୁମ ସ୍ୱାମୀଙ୍କୁ କୁକୁଡ଼ା ଫାର୍ମରେ ·କିରି କରାଇଦେବି କହି କିଛି ଟଙ୍କା ଦେଇ ପୁଅକୁ ବିକ୍ରି କରିବାକୁ ପ୍ରବର୍ତାଇ ଥିଲା ।ସ୍ୱାମୀର ·କିରି ଓ ଅର୍ଥ ପ୍ରଲୋ ଭନରେପଡ଼ି ନିବି ଦାସ ନିଜର ଶିଶୁପୁତ୍ରକୁ ବିକ୍ରିକରି ଦେଇଥିବା ପୁଲିସ ସୂତ୍ରରୁ ସୂଚନାମିଳିଛି । ବର୍ତମାନ ଦମ୍ପତିଙ୍କୁ ସାଙ୍ଗରେ ଧରି ଶିଶୁପୁତ୍ରକୁ କିଣି ଥିବା ବ୍ୟକ୍ତିକୁ ଧରିବା ଲାଗି ଖୋଜାଖାଜି ଆର ମ୍ଭ କରିଛି ପୁଲିସ । ଏହି
ଦମ୍ପତିଙ୍କ ଘର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ବୋଲି ଜଣାପଡ଼ିଛି ।

- Advertisement -ରାଜଧାନୀରେ ଶିଶୁପୁତ୍ର ବିକ୍ରି!

More articles

LEAVE A REPLY

Please enter your comment!
Please enter your name here

- Advertisement -ରାଜଧାନୀରେ ଶିଶୁପୁତ୍ର ବିକ୍ରି!

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...