25 C
Bhubaneswar
Monday, March 1, 2021

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଓ ସମନ୍ୱୟ କମିଟି ବୈଠକ ।

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ବ୍ରହ୍ମପୁର,୨୦ା୧୧;କୋଭିଡ୍ ଯୋଗୁଁ ଜିଲ୍ଲାରେ ଥିବା ସମସ୍ତସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃବିଭାଗ ଓ ବହିଃବିଭାଗସ୍ାସ୍ଥ୍ୟ ସେବା ବନ୍ଦ ରହିଥିଲା ୟ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଚଳିତ ମାସ୧ ତାରିଖ ଠାରୁ ରୋଗୀମାନଙ୍କୁ ସେବା ଯୋଗାଇଦେବା ପାଇଁ ଏହା ପୁଣି କାର୍ଯ୍ୟକ୍ଷମକରାଯାଇଛି । ସମସ୍ତ ଚିକିତ୍ସାଳୟରେ କୋଭିଡ୍ ନିୟମ ପାଳନ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ମାସ୍କ,ସାନିଟାଇଜେସନ୍ ଓ ସାମାଜିକ ଦୂରତ୍ୱ ରକ୍ଷାକରି ଏହି ଉତ୍ତମ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିବାପାଇଁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତାକୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟଟାସ୍କ ଫୋସ୍ର୍ ଓ ସମନ୍ୱୟ କମିଟି ବୈଠକଜୁମ୍ ଭିଡିଓ କନଫେରନ୍ସି ଜରିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଶ୍ରୀ କୁଲାଙ୍ଗେ ଜଣାଇଥିଲେ ଯେ,ଅନ୍ତଃବିଭାଗ ଓ ବହିଃ ବିଭାଗରେ ଯେଉଁରୋଗୀମାନଙ୍କୁ ସେବା ଯୋଗାଇଦିଆଯାଉଛି ତାହା ଯେମିତି ଉତ୍ତମ ମାନରସେବା ହେବ ସେ ଦିଗରେ ଦୃଷ୍ଠିଦିଅନ୍ତୁ ।

ଗ୍ରାମ କଲ୍ୟାଣ ସମିତି ଓ ଗ୍ରାମପଂ·ୟତ ର ବାର୍ଷିକ ସ୍ୱାସ୍ଥ୍ୟ ସେବାଯୋଜନା ପ୍ରସ୍ତୁତ କରାଯିବ । ତଳ ସ୍ତରକୁ ଷ୍ଟାଫ୍ ମାନଙ୍କୁ ସଚେତନ କରାଯାଇ ପିପୁଲସ୍ପ୍ଲାନ କମ୍ପେନିଙ୍ଗ୍ ଆରମ୍ଭ କରାଯିବ । ଏଦିଗରେ ବିଡିଓଙ୍କ ସ୍ତରରେ ମାଇକ୍ରୋ ପ୍ଲାନପ୍ରସ୍ତୁତ କରି ଶତକଡା ଶହେ ପ୍ରତିଶତ ଲକ୍ଷ୍ୟଯେମିତି ପୂରଣ ହେବ ସେ ଦିଗରେସୁନିଶ୍ଚିତ କରିବେ । ଲକ୍ଷ୍ୟ ଧାର୍ଯ୍ୟର ଶତକଡା୯୦ ପ୍ରତିଶତ ପ୍ରତିଶେଧକ ବ୍ୟବସ୍ଥାଯେମିତି ହେବ ସେ ଦିଗରେ ଧ୍ୟାନ ଦିଆଯିବ । ଏହି କ୍ୟାମ୍ପେନିଙ୍ଗ୍ ନଭେମ୍ବର ମାସରୁଆରମ୍ଭ କରାଯାଇ ଆସନ୍ତା ଫେବୃଆରୀ୨୦୨୧ ମଧ୍ୟରେ ଚାରି ରାଉଣ୍ଡପ୍ରତିଶେଧେକ ଟୀକା କରଣ କାର୍ଯ୍ୟ ହେବ । ଏହା ମାସର ଶେଷ କାର୍ଯ୍ୟ ଦିବସରେକରାଯିବ । ଜଣେ ବି ଶିଶୁ ଏହି ଟୀକାକରଣରୁ ବଂଚିତ ହେବେ ନାହିଁ ସେ ଦିଗରେ ସତର୍କତା ଅବଲମ୍ବନ କରାଯିବ । ପ୍ରକାଶ ଥାଉ କି, ବିଗତ ବର୍ଷ ଏହିକାର୍ଯ୍ୟ ନିମନ୍ତେ ଜିଲ୍ଲା ଇନ୍ଦ୍ରଧନୁସ୍ପୁରସ୍କାରରେ ପୁରସ୍କୃତ ହୋଇଛ । ଏଣୁ ଏହିକାର୍ଯ୍ୟରେ ଢିଲା କରାଯିବ ନାହିଁ । ସମଗ୍ରଜିଲ୍ଲାରେ ଯକ୍ଷ୍ମା ରୋଗରେ ପିଡିତ ଜଣେହେଲେ ରୋଗୀ ଯେମିତି ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଂଚିତ ହେବେ ନାହିଁ ସେଥିପ୍ରତିଦୃଷ୍ଠି ଦିଆଯିବ । ଜିଲ୍ଲାରେ କୋଭିଡ୍ ଟୀକା ପ୍ରଦାନ କରାଯିବ । ଏଥିପାଇଁ ଡାଟା ବେଶ୍କାର୍ଯ୍ୟ ଚାଲିଛି ।

କୋଭିଡ୍ ୧୯ ଟୀକା କରଣହିତାଧୀକାରୀ ପରି·ଳନା ସିଷ୍ଟମରେ ଡାଟାପ୍ରସ୍ତୁତ ହୋଇ ପ୍ରଥମ ପର୍ଯ୍ୟାୟରେ କେଉଁମାନଙ୍କୁ ଟୀକାକରଣ କରାଯିବ ସେହି ତଥ୍ୟପ୍ରସ୍ତୁତ ହୋଇ କୋଭିଡ୍ ପୋର୍ଟାଲ ୱେବସାଇଡରେ ଅପଲୋଡ୍ କରାଯିବ । ଜିଲ୍ଲାରେକୋଭିଡ୍ ଭେକ୍ସିନ୍ ପହଂଚିବା ପରେସେଗୁଡିକ କିଭଳି ୱାର୍କ ଇନ୍ କୁଲର୍ ରେ ଆଞ୍ଚଳିକ ଭେକ୍ସିନ ଷ୍ଟୋର ରେ ଗଚ୍ଛିତକରାଯିବ ଏବଂ କିଭଳୀ ସୁଆବଣ୍ଟନ ହେବସେ ନେଇ ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି । ବୈଠକରେ ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀ ଡକ୍ଟର ଉମା ଶଙ୍କର ମିଶ୍ରପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ଆଲୋଚ୍ୟସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିନେ୍ଧଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁରମହାନଗର ନିଗମ କମିଶନର ଡଃ ସିଦେ୍ଦଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ରକୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁରଉପ – ଜିଲ୍ଲାପାଳ ୱ କିତ୍ତୀୱାସନ୍ ଭି, ଛତ୍ରପୁରଉପ – ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି ଓ ସମସ୍ତଜିଲ୍ଲା ସ୍ତରୀୟ ଅଧୀକାରୀଗଣ ଆଲୋଚନାରେଅଂଶଗ୍ରହଣ କରିଥିଲେ

- Advertisement -ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଓ ସମନ୍ୱୟ କମିଟି ବୈଠକ  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଓ ସମନ୍ୱୟ କମିଟି ବୈଠକ  ।

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...