21 C
Bhubaneswar
Tuesday, November 24, 2020

୧,୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୨୦ା୧୧ କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କାଓ ବିରୋଧୀଙ୍କ ହଟଗୋଳ ମଧ୍ୟରେରାଜ୍ୟ ସରକାର ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୧୨୦୦କୋଟି ଟଙ୍କାରପ୍ରଥମ ଅତିରିକ୍ତ ବଜେଟକୁବିଧାନସଭାରେ ଉପସ୍ଥାପନ କରିଛନ୍ତି ।ଏହି ଅତିରିକ୍ତ ବଜେଟରେ “ଅରବଣ୍ଟନରପୁନଃ ପ୍ରାଥମିକତା’କୁ ଗୁରୁତ୍ୱଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ଦେଢ଼ଲକ୍ଷ କୋଟି ଟଙ୍କାର ମୂଳ ବଜେଟଥିବାବେଳେ କରୋନା ଯୋଗୁ ଅର୍ଥନୀତିପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାରମୂଳ ବଜେଟରେ ବ୍ୟୟବରାଦ ଅର୍ଥକୁପୁନଃ ଆବଣ୍ଟିତ କରିଛନ୍ତି । ଆଜିବିଧାନସଭାରେ ପ୍ରଥମ ଦିନରେବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଅର୍ଥମନ୍ତ୍ରୀଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ।ଏହା ପରେ ବିଧାନସଭାକୁ ଆସନ୍ତା କାଲିପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାରପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ବଜେଟଉପସ୍ଥାପନ କରିଥିଲେ । ଫଳରେ ଆଗାମୀଅତିରିକ୍ତ ବଜେଟ ପରେ ବଜେଟରଆକାର ଆରି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ବିଧାନସଭାରେ ଆଜି ଅର୍ଥମନ୍ତ୍ରୀନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟଅ ।ଗତ କରି କହିଛନ୍ତି ଯେ, ଚଳିତ ଆର୍ଥିକବର୍ଷର ମୂଳ ବଜେଟରେ ସଂସ୍କାରମୂଳକପ୍ରସ୍ତାବ ମାଧ୍ୟମରେ ଏକ ନୂତନ ଓଡ଼ିଶାଗଠନ ପାଇଁ ସରକାରଙ୍କ ଆଭିମୁଖ୍ୟ ରହିଥିଲା ।କିନ୍ତୁ କୋଭିଡ-୧୯ ମହାମାରୀ ପ୍ରଭାବରେସାଧାରଣ ଲୋକଙ୍କ ଜୀବନ ଓ ଜୀବିକାରସୁରକ୍ଷା ନିମନ୍ତେ ଚଳିତ ଆର୍ଥିକ ବର୍ଷରେସରକାରଙ୍କୁ ନିଜର ପ୍ରାଥମିକତାକୁ ସଂଶୋଧନକରିବାକୁ ପଡ଼ିଛି । ମୂଳ ବଜେଟ କୋଭିଡ୍ପରିସ୍ଥିତି ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ସେଥିରେସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ବିକାଶ,ଗ୍ରାମୀଣ ଓ ସହାରାଞ୍ଚଳ ଉନ୍ନୟନ ଉପରେଗୁରୁତ୍ୱ ପ୍ରଦାନ କରାଯାଇଥିଲା । ତେବେ ଚଳିତଅତିରିକ୍ତ ବଜେଟରେ ପଂ·ୟତିରାଜ, ସ୍ୱାସ୍ଥ୍ୟଓ ଶକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।ଚଳିତ ଅତିରିକ୍ତ ବଜେଟରେ ମୋଟ୧୧୨୦୦କୋଟି ଟଙ୍କାର ଅତିରିକ୍ତବ୍ୟୟବରାଦ ହୋଇଥିବାବେଳେ ଏଥିରେପ୍ରଶାସନିକ ବ୍ୟୟବାବଦକୁ ୨୨୭୩କୋଟି,କାର୍ଯ୍ୟକ୍ରମ ବ୍ୟୟବାବଦରେ ୭୪୩୮କୋଟି,ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ୧୪୮୪କୋଟି ଓ ରାଜ୍ୟ ବଜେଟରୁ ସ୍ଥାନୀୟସଂସ୍ଥାକୁ ହସ୍ତାନ୍ତର ପାଇଁ ୫କୋଟି ଟଙ୍କାରବ୍ୟୟବରାଦ ହୋଇଛିୟ କାର୍ଯ୍ୟକ୍ରମବ୍ୟୟବରାଦ ମଧ୍ୟରେ ପଂ·ୟତିରାଜବିଭାଗରେ ସର୍ବାଧିକ ୨୦୪୧କୋଟି, ସ୍ୱାସ୍ଥ୍ୟବିଭାଗରେ ୧୬୨୬କୋଟି, ଶକ୍ତି ବିଭାଗରେ୯୫୬କୋଟି, ଉଚ୍ଚଶିକ୍ଷାରେ୧୧୩.୧୨କୋଟି ଟଙ୍କା ସମେତ ମୋଟ୭୪୩୮କୋଟି ଟଙ୍କା ବରାଦ ହୋଇଛି ।

ଏଥିରେ ରାଜ୍ୟର ନିଜସ୍ୱ ବ୍ୟୟ୪୩୬୨କୋଟି ଟଙ୍କା, କେନ୍ଦ୍ରୀୟ ଯୋଜନାରେ୨୪.୬୯କୋଟି ଓ କେନ୍ଦ୍ରୀୟ ଅନୁଦାନରେ୩୦୫୦.୬୮କୋଟି ଟଙ୍କା ବ୍ୟୟବରାଦକରାଯାଇଛି ।ବଜେଟରେ କିଛି ବୃହତ ପ୍ରକଳ୍ପଗୁଡ଼ିକୁନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ନିମନ୍ତେଚିହ୍ନଟ କରାଯାଇ ସେଥିପାଇଁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନକରାଯାଇଛି । କୋଭିଡ୍ ପରିଚାଳନା ନିମନ୍ତେମୁଖ୍ୟମନ୍ତ୍ରୀ ଯେଉଁ ସବୁ ପ୍ୟାକେଜ୍ ଘୋଷଣାକରିଥିଲେ ସେଥିପାଇଁ ମଧ୍ୟ ଅର୍ଥ ବ୍ୟୟବରାଦହୋଇଛି । ଏଥିରେ ଏମଏସଏମଇ କ୍ଷେତ୍ର,କୋଭିଡ୍ ଯୋଦ୍ଧାଙ୍କୁ ସ୍ୱତନ୍ତ୍ର ସହାୟତା,ସ୍୍ୱାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହନ, ହସ୍ତତନ୍ତ, ବୟନଶିଳ୍ପଓ ହସ୍ତଶିଳ୍ପ କ୍ଷେତ୍ର, ମିଶନଶକ୍ତି ହିତାଧିକାରୀ,କୃଷି କ୍ଷେତ୍ର ଆଦି ପାଇଁ ଅର୍ଥ ବରାଦ ହୋଇଛି ।

ମନ୍ତ୍ରୀ ଶ୍ରୀ ପୂଜାରୀ ରାଜ୍ୟର ଆର୍ଥିକ ସ୍ଥିତିସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,କୋଭିଡ୍ ମହାମାରୀ ଯୋଗୁ ଅର୍ଥବ୍ୟବସ୍ଥାଉପରେ ଗଭୀର ପ୍ରଭାବ ପଡ଼ିଛି, ଯାହାକିରାଜ୍ୟର ରାଜସ୍ୱ ଆଦାୟକୁ ମଧ୍ୟ ପ୍ରଭାବିତକରିଛି । ରାଜ୍ୟରେ ଖର୍ଚ୍ଚଧାରା ପ୍ରଭାବିତହୋଇଛି । ପ୍ରଥମ ୬ମାସ ମଧ୍ୟରେ କେନ୍ଦ୍ରୀୟହସ୍ତାନ୍ତର କମିଥିବାରୁ ମୋଟ ରାଜସ୍ୱପ୍ରାପ୍ତି୬.୫ ପ୍ରତିଶତ ହ୍ରାସ ପାଇଛି । ତେବେ ରାଜ୍ୟ ନିଜସ୍ୱ ରାଜସ୍ୱରେ ୧.୭ ପ୍ରତିଶତ ବୃଦ୍ଧିକରିପାରିଛି ।୨୦୨୦ ମସିହା ସେପ୍ଟେମ୍ବରଶେଷସୁଦ୍ଧା ରାଜସ୍ୱ ବଳକା୬୭୯୦କୋଟି ଟଙ୍କା ଓ ମୋଟ ଋଣଭାର୯୭୮୨୩ କୋଟି ଟଙ୍କା ରହିଛି । ଯାହାକିମୋଟ ଜିଏସଡିପିର ୧୬.୪ ପ୍ରତିଶତ ।ତେବେ କୋଭିଡ୍ ମାମଲା ହ୍ରାସ ପାଉଥିବାଓ ଧୀରେଧୀରେ ଅର୍ଥବ୍ୟବସ୍ଥା ଖୋଲିବାଦ୍ୱାରା ଗତ କିଛିମାସ ମଧ୍ୟରେରାଜସ୍ୱପ୍ରାପ୍ତିରେ ଅଭିବୃଦ୍ଧି ପରିଲକ୍ଷିତହେଉଛି ଓ ଅଧିକ ରାଜସ୍ୱ ଆଦାୟ ଓ ଋଣଉପରେ ନିର୍ଭରଶୀଳତା ହ୍ରାସ ନିମନ୍ତେବକେୟା ରାଜସ୍ୱ ଆଦାୟ ଓ ସମ୍ବଳପ୍ରତ୍ୟାବର୍ତ୍ତନ ଉପରେ ସରକାର ଗୁରୁତ୍ୱଦେଉଥିବା ଶ୍ରୀ ପୂଜାରୀ କହିଛନ୍ତି ।

- Advertisement -୧,୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

More articles

LEAVE A REPLY

Please enter your comment!
Please enter your name here

- Advertisement -୧,୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...