28 C
Bhubaneswar
Sunday, February 28, 2021

ଟ୍ରାଫିକ ନିୟମ କଡ଼ାକଡ଼ି: ୧ରୁ ନିସ୍ତାର ନାହିଁ

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ଭୁବନେଶ୍ୱର,୨୭ା୨(ନି.ପ୍ର): ମାର୍ଚ୍ଚ ପହିଲାରୁ ଜୋରଦାର ଧରପଗଡ଼ ସହ କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ଉପରେ ପଡ଼ିବ ମୋଟା ଅଙ୍କର ଜୋରିମାନା । ଟ୍ରାଫିକ୍ ନିୟମ କଡ଼ାକଡ଼ି ଲାଗୁ କରିବା ପାଇଁ ରାଜ୍ୟ ସରକାର କୋହଳ କରିଥିବା ତାରିଖ ଶେଷ ହେବାକୁ ମାତ୍ର ଆଉ ଅଳ୍ପ ଦିନ ବାକି ରହିଛି ।

ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟକୁ କଡ଼ାକଡ଼ି କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ଲୋକ ସେମାନଙ୍କର ଗାଡ଼ି ସମ୍ପର୍କିତ କାଗଜପତ୍ର କରି ସାରିଲେଣି । ପୂର୍ବଭଳି ଆଉ ଆର୍ଟିଓ ଅଫିସ ଆଗରେ ଭିଡ଼ ହେଉନାହିଁ । ତେଣୁ ମାର୍ଚ୍ଚ ୧ରୁ ଆଇନ୍କୁ କଡ଼ାକଡ଼ି ଭାବେ ପୁଣି ଲାଗୁ କରାଯିବାକୁ ନିଷ୍ପତି ହୋଇଛି । ଫଳରେ ଏଣିକି ନିୟମ ଉଲ୍ଲଂଘନ କଲେ ·ଳକଙ୍କୁ ଆଉ ମିଳିବନି ତ୍ରାହି । ମାର୍ଚ୍ଚ ପହିଲାରୁ ମୋଟା ଅଙ୍କର ଜରିମାନ ସାଙ୍ଗକୁ ଏଥିପାଇଁ ଗାଡ଼ି ·ଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବି ରଦ୍ଦ ହୋଇପାରେ ।

ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଏହି ଜୋରିମାନା ଦେବାକୁ ପଡିବ । ତେବେ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବେ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୩ଶହ, ତୃତୀୟ ଥର ଧରାପଡ଼ିଲେ ୫ ଶହ ଏବଂ ଚତୁର୍ଥ ଥର ୧୫ ଶହ ଟଙ୍କା ଜୋରିମାନା ଦେବେ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶ ନମାନିଲେ ୫ ଶହରୁ ୨ ହଜାର ଯାଏ ଜରିମାନା ହେବ ।

ଦ୍ରୁତଗତିରେ ଗାଡି ·ଳନା ପାଇଁ ୪ ଶହରୁ ୨ ହଜାର, ମୋବାଇଲ ଫୋନରେ କଥା ହୋଇ ଗାଡ଼ି ଚଲାଉଥିଲେ ୫ ହଜାରରୁ ୧୦ ହଜାର, କାରର ସିଟ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାରରେ ନେଉଥିଲେ ୧ ହଜାର ଟଙ୍କା ଜୋରିମାନା ଗଣିବାକୁ ପଡ଼ିବ । ସେହିଭଳି ଗୋଟିଏ ବାଇକରେ ୨ରୁ ଅଧିକ ଯାଉଥିଲେ ୧ ହଜାର, ଗାଡ଼ି ·ଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କି ମ୍ବା ଦମକଳ ଗାଡ଼ିକୁ ବାଟ ନ ଛାଡ଼ିଲେ ୧୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି

- Advertisement -ଟ୍ରାଫିକ ନିୟମ କଡ଼ାକଡ଼ି: ୧ରୁ ନିସ୍ତାର ନାହିଁ

More articles

LEAVE A REPLY

Please enter your comment!
Please enter your name here

- Advertisement -ଟ୍ରାଫିକ ନିୟମ କଡ଼ାକଡ଼ି: ୧ରୁ ନିସ୍ତାର ନାହିଁ

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...