19 C
Bhubaneswar
Tuesday, December 1, 2020

ରାଜଧାନୀରେ ମେଲୁଛି ପକ୍ଷୀ ପସରା: ଲଭ୍ ବାର୍ଡ, ମକାଉ ଓ ଲରି ବିକ୍ରି ବୃଦ୍ଧି ।

Must read

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଭୁବନେଶ୍ୱର,୧୮/୧୧: ଗତକିଛି ବର୍ଷ ହେଲା ରାଜଧାନୀରେ ସେକିନ୍ପକ୍ଷୀ ବେପାର ବିବାରେ ଲାଗିଛି । ଅଶୀଦଶକରେ ରାଜଧାନୀ ପାଇଁ ବିରଳ ଥିବାଏହି ବେପାର ନବେ ଦଶକର ଶେଷଅ ।ଡ଼କୁ କାଁ ଭାଁ ପ୍ରସାର ଲାଭ କରିଥିଲା ।କିନ୍ତୁ ଗତ ୧୦ ବର୍ଷ ହେଲା ଏହିକାରବାର ଢେର୍ ବିଢ଼ିଛି । ରସୁଲଗଡ଼ଅଞ୍ଚଳରେ ଏହି ରଙ୍ଗିନ୍ ବିଦେଶୀ ପକ୍ଷୀବିକୁଥିବା ଜଣେ ବ୍ୟବସାୟୀଙ୍କକହିବାନୁଯାୟୀ ଗତ ଜୁନ୍ ମାସରେ ପ୍ରାୟ୧୫ ହଜାରରୁ ଊର୍ଦ୍ଧ୍ୱ ଛୋଟ ଚଢ଼େଇ ବିକ୍ରିହୋଇଛି । ସେଥିମଧ୍ୟରୁ କେବଳ ୪ହଜାର ଯୋଡ଼ା ବଜିସ୍ ଓ ୨ ହଜାରଯୋଡ଼ା ଲଭ୍ ବାର୍ଡ ବିକ୍ରି ହୋଇଛନ୍ତି ।ତେଣୁ ଏଥିରୁ ସ୍ପଷ୍ଟ ବାରି ହେଉଛିରାଜଧାନୀରେ ପକ୍ଷୀ ବେପାର ବେଶ୍ ଭଲପ୍ରସାର ଲାଭ କଲାଣି । ଆଗରୁ ଲୋକେସଉକରେ ଘରେ କୁକୁର, ବିଲେଇ, ମାଛରଖୁଥିଲେ । ଏବେ ପକ୍ଷୀ ରଖିବାରସଉକ ବଢ଼ୁଛି । ଏଥିପାଇଁ କୋଲକାତା,ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଓ ଦିଲ୍ଲୀ ଆଦି ମେଟ୍ରୋ ସହର ଭଳି ଭୁବନେଶ୍ୱରବିଦେଶୀ ପକ୍ଷୀ ବିପଣନରେ ଏକ ଛୋଟହବ୍ ପାଲଟିଛି ।

ରାଜଧାନୀରସହିଦନଗର, ଶୈଳଶ୍ରୀବିହାର, ଜନପଥରୋଡ୍, ପୁରୁଣା ଭୁବନେଶ୍ୱର, ୟୁନିଟ୍-୮ ସ୍ଥିତ ଗୋପବନ୍ଧୁ ନଗର, ଜୟଦେବବିହାର ଓ ରସୁଲଗଡ଼ ଭଳି ପ୍ରମୁଖଅଞ୍ଚଳରେ ବର୍ତ୍ତମାନ ଚଢ଼େଇ ବ୍ୟବସାୟ ଚାଲିଛି ।ଆମ ଦେଶରେ ୧୯୭୨ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଅନୁଯାୟୀକୌଣସି ଭାରତୀୟ ବନ୍ୟପ୍ରାଣୀଙ୍କୁ ଘରେଆଣି ରଖିବା, କିଣିବା ଓ ବିକିବା ଦଣ୍ଡନୀୟଅପରାଧ । ମାତ୍ର ଏଭଳି ଚଢ଼େଇ ରଖିବାଉପରେ କଟକଣା ନାହିଁ । ୧୯୮୦ମସିହାରେ ଭୁବନେଶ୍ୱରରେ ଏହି ବେପାରନୂଆ ନୂଆ ଆରମ୍ଭ ହେଲା । ମାତ୍ର ପ୍ରଚାରପ୍ରସାର ଓ ଲୋକଙ୍କ ଆର୍ଥିକ ସମସ୍ୟାଯୋଗୁଁ ଏହା ସେତେ ମାତ୍ରାରେ ଆଗେଇପାରିନଥିଲା । ତେବେ ୧୯୯୭ବେଳକୁ ସମଗ୍ର ରାଜ୍ୟରେ ବର୍ଷକୁ ପ୍ରାୟ୧୦ ରୁ ୧୨ ହଜାର ଛୋଟ ଚଢ଼େଇବିକ୍ରି ହୋଇପାରୁଥିଲା । ଅଧିକ ବିକ୍ରିହେଉଥିବା ଚେଇ ହେଲେ ବଜିସ୍,କକ୍ଟିଲ୍ସ, ଲଭ୍ ବାର୍ଡ୍ସ, ଜେବ୍ରା ଫିଞ୍ଚସ୍,ପାଇନାପୁଲ୍ କନ୍ୟୁର୍ସ, ଜାଭାୟ କିନ୍ତୁଏବେ ଧୀରେ ଧୀରେ ସନ୍ କନ୍ୟୁର୍ ଠୁଆରମ୍ଭ କରି ସ୍କାର୍ଲେଟ୍ ମକାଉ, ହାନ୍ସମକାଉ, ଜାର୍ଡିନ୍ ପ୍ୟାରୋଟ୍, ସେନେଗାଲ୍ପ୍ୟାରୋଟ୍, ବ୍ଲାକ୍କ୍ୟାପ୍ ଲରି, ବ୍ଲାକ୍ଉଇଙ୍ଗ୍ଲରି, କାର୍ଡିନାଲ୍ ଲରି, ରେନ୍ୱୋ ଲରି,ଗ୍ରେ ପ୍ୟାରୋଟ୍ସ ଭଳି ବିଦେଶୀ ପକ୍ଷୀଙ୍କଚାହିଦା ବୃଦ୍ଧି ପାଉଛି ।

କିଛି ଚେଇରଦାମ୍ ଲକ୍ଷାଧିକ ଟଙ୍କା ହୋଇଥିଲେ ବିଲୋକେ ସଉକରେ କିଣି ନେଉଛନ୍ତି ।ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଗତ ୭ ବର୍ଷହେବ ଏଭିକଲ୍ଚରିଷ୍ଟମାନେ ଭୁବନେଶ୍ୱରର ପ୍ରାୟ ୫ଟି ସ୍ଥାନରେ ନିଜସ୍ୱ ଉଦ୍ୟମରେ ଏହି ପ୍ରଜାତିର ପକ୍ଷୀ ପ୍ରଜନନକଲେଣି । ଏଥିପାଇଁ ଫାର୍ମ ତିଆଆରିକରିଛନ୍ତି ଓ ପ୍ରଜନନ କରାଇ ପାରୁଛନ୍ତି ।ଫଳରେ ପୂର୍ବ ଭଳି ଆଉ ଭୁବନେଶ୍ୱରବାସୀ ଏଭଳି ସେକିନ୍ ଚେଇପାଇଁ ଅନ୍ୟ ସହରମାନଙ୍କ ଉପରେ ନିର୍ଭରଶୀଳ ହେଉନାହାନ୍ତି । ବରଂରାଜଧାନୀର ଏହି ସବୁ ସଂସ୍ଥା ଏବେଦେଶର ଅନ୍ୟ ମେଟ୍ରୋ ସିଟିମାନଙ୍କୁପଠାଉଛନ୍ତି । ଭୁବନେଶ୍ୱରର ବାପୁଜୀନଗର, ତ୍ରିଶୂଳିଆ,ଚନ୍ଦ୍ରଶେଖରପୁର, ରସୁଲଗଡ଼ରେ ଏହିପକ୍ଷୀ ପ୍ରଜନନ ପାଇଁ ଫାର୍ମ ତିଆରିକରାଯାଇଛି । ଏଭିକଲ୍ଚରିଷ୍ଟ ଶ୍ୟାମସୁନ୍ଦରମିଶ୍ରଙ୍କ କହିବା କଥା ୨୦୦୦ ମସିହାବେଳକୁ ଭୁବନେଶ୍ୱରରେ ଛୋଟଚଢ଼େଇଙ୍କ ଚାହିଦା ବୃଦ୍ଧି ପାଇଥିଲା ।ତେବେ ଏବେ ଲୋକଙ୍କ ସଉକ ବଦଳିଛି । ଗ୍ରାହକମାନେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତଗଣି ଚଢ଼େଇ କିଣିବାକୁ ଆଗେଇ ଆସୁଛନ୍ତି ।

ମକାଉର ବହୁ ବିରଳପ୍ରଜାତିର ପକ୍ଷୀକୁ ଅଧିକ ଦାମ୍ ଦେଇକିଣିବାକୁ ଗ୍ରାହକମାନେ ଆକୃଷ୍ଟହେଉଛନ୍ତି । ପକ୍ଷୀ ବଜାରର ବର୍ଦ୍ଧିତ ଚାହିଦା ଓ ଲୋକଙ୍କ ସଉକକୁ ଲକ୍ଷ୍ୟ ରଖିଏବେ ସେମାନେ ଦାମୀ ଚଢ଼େଇଙ୍କପ୍ରଜନନ କରୁଛନ୍ତି ବୋଲି ସେ କହିଛନ୍ତି ।ପୁରୁଣା ଭୁବନେଶ୍ୱର ବାସିନ୍ଦା ତଥା ପକ୍ଷୀପ୍ରେମୀ ନୃପେଶ କୁମାର ନାୟକଙ୍କକହିବା କଥା, ସ୍ମାର୍ଟ ସିଟିରେ ଚଢ଼େଇରଖିବା ସଉକ ବଢ଼ିଛି । ଏମିତିକିସେମାନଙ୍କ ରକ୍ଷଣା ବେକ୍ଷଣ ପାଇଁ ଲୋକେସ୍ୱତନ୍ତ୍ର ତାଲିମ୍ ମଧ୍ୟ ନେବାକୁ ଆଗ୍ରହକରୁଛନ୍ତି । ସେମାନଙ୍କ ପାଇଁ ପଞ୍ଜୁରି,ଡେଣା ହଲେଇ ଉଡ଼ିବା ପାଇଁ ପଞ୍ଜୁରିଭିତରେ ଆବଶ୍ୟକ ସ୍ଥାନ ଓ ସେମାନଙ୍କଖାଦ୍ୟ, ନିୟମିତ ବାସନ ସଫା କରିବାଓ ପଞ୍ଜୁରି ସଫାସୁତୁରା ରଖିବା ଉପରେଲୋକେ ମଧ୍ୟ ତାଲିମ୍ ନେଉଛନ୍ତି ।ତେବେ ବଡ଼ କଥା ହେଉଛି, ନିୟମିତବ୍ୟବଧାନରେ ସେମାନଙ୍କ ମଳମୂତ୍ରପରୀକ୍ଷା କରାଇବା, ରୋଗ ଚିହ୍ନଟ କରିଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଏହିପକ୍ଷୀ ପାଳନର ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲିପକ୍ଷୀ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

- Advertisement -ରାଜଧାନୀରେ ମେଲୁଛି ପକ୍ଷୀ ପସରା: ଲଭ୍ ବାର୍ଡ, ମକାଉ ଓ ଲରି ବିକ୍ରି ବୃଦ୍ଧି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ରାଜଧାନୀରେ ମେଲୁଛି ପକ୍ଷୀ ପସରା: ଲଭ୍ ବାର୍ଡ, ମକାଉ ଓ ଲରି ବିକ୍ରି ବୃଦ୍ଧି ।

Latest article

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଓଡିଶାର ଦୈନିକ କୋଭିଡ -୧୯ ମାମଲା ଏବଂ ମୃତ୍ୟୁ ତୀବ୍ର ହ୍ରାସ ପାଇଛି ।

ଭୁବନେଶ୍ୱର,ତା ୩୦/୧୧; ଓଡିଶାରେ ଦୈନିକ କୋଭିଡ -୧୯ ପଜିଟିଭ ଏବଂ ମୃତ୍ୟୁହାର ସୋମବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଉଛି। ସରକାର ଏହାର...