28 C
Bhubaneswar
Thursday, September 24, 2020

ଆଇପିଜିଏଲଉପରୁ ଡିପିଇଗାଇଡ ଲାଇନ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ନୂଆଦିଲ୍ଲୀ, ୨୬/୨ (ଏଜେନ୍ସି) : ଜାପାନର ସଂରକ୍ଷଣ ଏବଂ ସତର୍କତା ନୀତିକୁ ବାଦ ଦେଇ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିଃ (ଆଇପିଜିଏଲ) ଉପରେ ଡିପିଇ ଗାଇଡଲାଇନ ଲାଗୁ ହେବ ନାହିଁ । ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି । କମ୍ପାନୀ ଆଇନ ୨୦୧୩ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଉଦେ୍ଦଶ୍ୟ ବାହନ (ଏସପିଭି) ରୂପରେ ଆଇପିଜିଏଲର ଗଠନ କରାଯାଇଥିଲା ।

ଜବାହରଲାଲ ନେହରୁ ବନ୍ଦର ଟ୍ରଷ୍ଟ (ଜେଏନପିଟି) ଏବଂ ଦୀନଦୟାଲ ପୋର୍ଟ ଟ୍ରଷ୍ଟ (ଡିପିଟି) (ପୂର୍ବରୁ କାଣ୍ଡଲା ପୋର୍ଟ ଟ୍ରଷ୍ଟ ନାମରେ ପରିଚିତ) ଏହାର ପୃଷ୍ଠପୋଷକ ଥିଲେ । ଜାହଜ ଚଳାଚଳ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଇରାନର ଛାବାହର ସାହିଦ ବେହେସ୍ତି ବନ୍ଦରର ବିକାଶ ଏବଂ ପରିଚାଳନା ପାଇଁ ଆଇପିଜିଏଲର ଗଠନ କରାଯାଇଥିଲା ।

ରଣନୈତିକ ଉଦେ୍ଦଶ୍ୟ ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିଦେ୍ର୍ଦଶ ନାମା ଅନୁଯାୟୀ ଆଇପିଜିଏଲକୁ ୫ ବର୍ଷ ଲାଗି ଏକ ବୋର୍ଡ ଦ୍ୱାରା ପରିଚାଳିତ କମ୍ପାନୀ ଭାବେ ଯୁଗ୍ମ ବିସ୍ତୃତ କାର୍ଯ୍ୟ ଯୋଜନା (ଜେସି ପିଓଏ)ରୁ ଯୁକ୍ତରାଷ୍ଟ୍ର ଆମେରିକା ଓହରିଯିବା ପରେ ଆମେରିକୀୟ କଟକଣାର ସ ମ୍ଭାବ୍ୟ ପ୍ରଭାବରୁ ଜେଏନପିଟି ଓ ଡିପିଟିକୁ ସୁରକ୍ଷିତ ରଖିବା ଲାଗି ବୈଦେ ଶିକ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୦୧୮ ଅକ୍ଟୋବର ୨୯ ରେ ଜାହାଜ ଚଳାଚଳ ମନ୍ତ୍ରଣା ଳୟକୁ ପରାମର୍ଶ ଦିଆଯାଇଥିଲା ।

ଏହାକୁ ଆଧାର କରି କ୍ଷମତାସମ୍ପନ୍ନ ସମି ତିର ଅନୁମୋଦନ କ୍ରମେ ଜେଏନ ପିଟି ଓ ଡିପିଟିର ସମସ୍ତ ଅଂଶ ଧନକୁ ୧୭ ଡିସେ ମ୍ବର, ୨୦୧୮ ରେ “ସାଗରମାଳା ବିକାଶ କମ୍ପାନୀ ଲିଃ” (ଏସଡ ିସିଏଲ) କିଣି ନେଇଥିଲା । ଏସଡିସିଏଲ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତକ୍ଷେତ୍ର ଉଦ୍ୟୋଗ (ସିପିଏ ସଇ) ହୋଇ ଥିବା ଦୃଷ୍ଟିରୁ ଏହାର ସହ ଯୋଗୀ ଭାବେ ଆଇପି ଜିଏଲ ମଧ୍ୟ ଏହି ସିପିଏସଇରେ ପର ିଣତ ହୋଇ ଯାଇଛ ଯାହାର ଫଳ ସ୍ୱରୂପ , ପ୍ରାୟୋଗିକ ଦୃଷ୍ଟିରୁ ଡିପିଇର ଗାଇଡଲାଇନ ଆଇ ପିଜିଏଲ ଉପରେ ଲାଗୁ ହେଉଛି ।

ଛାବାହର ବନ୍ଦର ଦେଶର ପ୍ରଥମ ବିଦେଶୀ ବନ୍ଦର ପ୍ରକଳ୍ପ । ଏହାର ଚାଲୁ ରଖିବା ଜରୁରି । ଏହି ଆଧାରରେ, ପ୍ରକଳ୍ପର ସୁପରିଚାଳନା ନିମନ୍ତେ ଡିପିଇ ଗାଇଡଲାଇନ ପ୍ରୟୋଗରୁ ଆଇପିଜିଏଲକୁ ମୁକ୍ତ ରଖିବା ଲାଗି ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...