30 C
Bhubaneswar
Monday, November 30, 2020

ଓଡ଼ିଶା ଇପିଏଫ୍ ପେନ୍ସନର୍ସ ଆସୋସିଏସନର ଗଣଧାରଣା ।

Must read

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ବାଲେଶ୍ୱର,୧୮/୧୧: ବିଭିନ୍ନଦାବି ନେଇ ଅଲ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ଧାରଣା ଓ ବିକ୍ଷୋଭ ଆୟୋଜିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ଓଡ଼ିଶା ଇପିଏଫପେନସନର୍ସ ଆସୋସିଏସନ, ବାଲେଶ୍ୱର ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ଆଜିଜିଲ୍ଲା ମୁଖ୍ୟ ଡାକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ । ଏଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଇଂଜିନିୟର ଅନାଦୀଚରଣ ବେହେରା, ସମ୍ପାଦକ ବିଷ୍ଣୁ ଚରଣମହାନ୍ତି, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ,ଶ୍ରମିକ ସଂଗଠନ ଏଆଇଟିୟୁସି ଜିଲ୍ଲାସଭାପତି ଭାଗବତ ପ୍ରତିହାରୀ ପ୍ରମୁଖଏଥିରେ ଯୋଗଦେଇ ଇପିଏଫପେନସନ ଭୋଗୀଙ୍କ ପ୍ରତି ରାଜ୍ୟସରକାରଙ୍କ ଅବହେଳାକୁ ତୀବ୍ରସମାଲୋଚନା କରିଥିଲେ ।

ସରକାରୀ କର୍ମଚାରୀଙ୍କ ଭଳି ଇପିଏଫଭୁକ୍ତ କର୍ମଚାରୀମାନେ ମଧ୍ୟ ଦେଶ ଗଠନରେ ସହାୟକ ହୋଇଥିଲେ ବି ବେସରକାରୀ ସଂସ୍ଥାରୁ ଅବସର ନେଇଥିବା କର୍ମଚାରୀଙ୍କ ପ୍ରତି ସରକାର ସର୍ବଦା ଉଦାସୀନତା ପ୍ରଦର୍ଶନ କରି ଆସିଛନ୍ତି ବୋଲି ସେମାନେ ଆରୋପ ଉଠାଇଥିଲେ । ଇପିଏଫପେନସନ ଭୋଗୀଙ୍କୁ ଅବସର ସମୟର ଦରମା ଭିତ୍ତିରେ ପେନସନ ଦେବା ପାଇଁସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କେରଳ ତଥାଅନ୍ୟାନ୍ୟ ରାଜ୍ୟର ସରକାର କାର୍ଯ୍ୟକାରୀ କରିଥିଲେ ବି ଓଡ଼ିଶାରେ ଏହାର ବ୍ୟତିକ୍ରମ ହୋଇଛି । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ ସହିତ ପ୍ରତିବର୍ଷ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଇପିଏଫ ପେନସନ ଭୋଗୀଏଥିରୁ ବଞ୍ଚିତ ହେଉଛନ୍ତି ।

ଇପିଏଫପେନସନ ଭୋଗୀଙ୍କୁ ସାମାଜିକ ସୁରକ୍ଷାପ୍ରଦାନ ପୂର୍ବକ ସୁପ୍ରିମ କୋର୍ଟଙ୍କ ନିର୍ଦେଶନୁସାରେ ବର୍ଦ୍ଧିତ ରାଶି ପ୍ରଦାନକରିବା, ଚିକିସôା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା, ସମସ୍ତଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ ଆଦି ପାଇଁବକ୍ତାମାନେ ଦାବି କରିଥିଲେ । ନତୁବାଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ । ନିତ୍ୟାନନ୍ଦ ନାଥ, ସନ୍ୟାସୀ ବେହେରା, ସାବିତ୍ରୀ ବିଶ୍ୱାଳ, ଦୟାନିଧିମହଲ, ରତ୍ନାକର ପଣ୍ଡା, ନଟବର ଦେ,ଡମ୍ବରୁଧର ମଲ୍ଲିକ, ଦୁର୍ଯେ୍ୟାଧନ ରଣା,ଅତୁଲ କୁମାର ପରିଡ଼ା, ରଜତ କୁମାର କର,ବୀରେନ୍ଦ୍ର ଘଡ଼ାଇ, ପ୍ରତିମା ବେହେରା,ପାର୍ବତୀ ସ’, ଭାଗୀରଥି ସାମଲ, ଶରତଚନ୍ଦ୍ର ଦଳାଇ, ମହେଶ୍ୱର ରାଉତ, ମନୱରଅଲ୍ଲୀ ଖାଁ, କରୁଣାକର ବେହେରା, ବିଶ୍ୱଜିତ୍ତାଲ୍ଦି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

- Advertisement -ଓଡ଼ିଶା ଇପିଏଫ୍ ପେନ୍ସନର୍ସ ଆସୋସିଏସନର ଗଣଧାରଣା  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଓଡ଼ିଶା ଇପିଏଫ୍ ପେନ୍ସନର୍ସ ଆସୋସିଏସନର ଗଣଧାରଣା  ।

Latest article

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଓଡିଶାର ଦୈନିକ କୋଭିଡ -୧୯ ମାମଲା ଏବଂ ମୃତ୍ୟୁ ତୀବ୍ର ହ୍ରାସ ପାଇଛି ।

ଭୁବନେଶ୍ୱର,ତା ୩୦/୧୧; ଓଡିଶାରେ ଦୈନିକ କୋଭିଡ -୧୯ ପଜିଟିଭ ଏବଂ ମୃତ୍ୟୁହାର ସୋମବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଉଛି। ସରକାର ଏହାର...