36 C
Bhubaneswar
Thursday, March 4, 2021

ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ପରିଣତ ହେବା ପାଇଁ ଯାଉଛି ।

Must read

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ସତ୍ୟଜିତ୍ ମହାନ୍ତି ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରନ୍ତି |

ଭୁବନେଶ୍ବର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡ ସତ୍ୟଜିତ୍ ମହାନ୍ତି ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସ୍ସି) ର ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।...

ମାଲକାନଗିରି ,୧୭ା୧୧-:ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଖୁବଶୀଘ୍ର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଣତ ହେବା ପାଇଁ ଯାଉଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ,ପିଇବା ପାଣି ଆଦି ସେଠାରେ ସହଜରେ ଉପଲବ୍ଧ ହେବ । ଏଥିସହ ସେଠାକାର ପ୍ରତ୍ୟେକ ପରିବାରକୁ ରାଜ୍ୟ ସରକାର ମାଗଣାରେ ମୋବାଇଲ୍ ଫୋନ୍ଯୋଗାଇଦେବେ, ସ୍ୱାଭିମାନ ଅଞ୍ଚଳ ବାସୀଙ୍କସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହୋଇ ଆଜି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।

ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାଠାରୁଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟସେବା,ଯୋଗାଯୋଗ, ପିଇବା ପାଣି, ଜଳସେଚନ,ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟପଟେ ସ୍ୱାଭିମାନ ଅଞ୍ଚଳରେ ବିଜୁଳି ସେବା ପାଇଁ ଖୁବଶୀଘ୍ରକାମ ଶେଷ ହେବ । କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ପିଚୁ ରାସ୍ତା ଓ ୭ଟି ସେତୁପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାଖର୍ଚ୍ଚ କରିବେ । ପିଇବା ପାଣି ପାଇଁ ମଧ୍ୟ ୨୦କୋଟି ଟଙ୍କାର ଗୋଟିଏ ମେଗା ପାଇପ୍ ଜଳଯୋଗାଣ ପ୍ରୋଜେକ୍ଟ ଆରମ୍ଭ ହୋଇଛି ଏବଂ୨୫୦ଟି ନଳକୂପ କାମ ଶେଷ ହୋଇଛି । ୩୨ କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନପାଇଁ ୪୩ଟି ଉଠାଜଳସେଚନ ପ୍ରକଳ୍ପ ଏବଂ୪୧୯ଟି ବୋରୱେଲ ନିର୍ମାଣ କରାଯିବ । ଏହାଦ୍ୱାରା ୧୭୦୦ ହେକ୍ଟର ଜମିକୁପାଣି ମିଳିପାରିବ ଅନ୍ୟପଟେ ସ୍ଵାଭିମାନ ଅଞ୍ଚଳରେ ୪ଟି ମୋବାଇଲ୍ ଟାୱାର ହୋଇଥିବାବେଳେ ୪ଜି ସୁବିଧା ସହ ଆଉତିନୋଟି ଟାୱାର ତିଆରି କରିବାକୁ ଯୋଜନା ଚାଲିଛି ।

ସେଥିପାଇଁ ମୁଖ୍ୟମନ୍ତ୍ରୀ ଭାରତ ଇନଫ୍ରାଟେଡ୍ ପ୍ରାଇଭେଟ୍ଲିମିଟେଡକୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟସରକାର ମାଗଣାରେ ମୋବାଇଲ୍ ଫୋନ ଯୋଗାଇଦେବେ ବୋଲି ଘୋଷଣାକରିଛନ୍ତି ।ଏହାଦ୍ୱାରା ପିଲାମାନଙ୍କ ପାଠ ପଢ଼ାରେ ବି ସୁବିଧା ହେବ ବୋଲି କୁହାଯାଇଛି ।ଏଥିସହିତ ନକ୍ସଲମାନଙ୍କୁ ମଧ୍ୟ ହିଂସା ଛାଡ଼ି ମୁଖ୍ୟଧାରାରେ ସାମିଲ ହେବାକୁ ଓ ବିକାଶ କାମକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।ଏହି ଅବସରରେ ଜନ୍ତାପାଇ ସ୍ଥିତ ବିଏସ୍ଏଫ୍ କ୍ୟାମ୍ପରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀତୁଷାରିକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, ନବରଙ୍ଗପୁର ସାଂସଦ ରମେଶମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରମୁଖ ଉପସ୍ଥିତ ରହିଥିଲେ ।ଭର୍ଚୁଆଲ୍କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋବାଇଲ ଫୋନ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାସହ ଲୋକଙ୍କ ସହ କଥା ହୋଇଛନ୍ତି

- Advertisement -ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ପରିଣତ ହେବା ପାଇଁ ଯାଉଛି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ପରିଣତ ହେବା ପାଇଁ ଯାଉଛି ।

Latest article

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ସତ୍ୟଜିତ୍ ମହାନ୍ତି ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରନ୍ତି |

ଭୁବନେଶ୍ବର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡ ସତ୍ୟଜିତ୍ ମହାନ୍ତି ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସ୍ସି) ର ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।...

ବିହାର ମୁଖ୍ୟମନ୍ତ୍ରୀମାନେ ଭାରତ ଦୀତୀୟ ପର୍ଯ୍ୟାୟ ଆରମ୍ଭ ହେବାବେଳେ ଟିକା ନେଇଛନ୍ତି ।

ଭୁବନେଶ୍ଵର: ଆଜି ସର୍ବଭାରତୀୟ କୋଭିଡ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ହିତାଧିକାରୀ ଭାବରେ ଆରମ୍ଭ ହୋଇଥିବାରୁ ଓଡିଶା ଏବଂ ବିହାରର ମୁଖ୍ୟମନ୍ତ୍ରୀମାନେ ହିତାଧିକାରୀଙ୍କ ମଧ୍ୟରେ ଥିଲେ।...