25 C
Bhubaneswar
Monday, March 8, 2021

ପୂର୍ବତଟ ରେଳପଥରେ ଚାଲିବ ଆଉ ୪ ବିଶେଷ ଟ୍ରେନ୍

Must read

ତାମିଲନାଡୁ ପରେ ଆସାମରେ କଂଗ୍ରେସ ଆସନ ବାଣ୍ଟିବାକୁ ଯାଉଛି

ତାମିଲନାଡୁ: ଆସନ ବାଣ୍ଟିବା ନେଇ ଡିଏମକେ ସହ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଆସାମରେ ପାର୍ଟୀରେ ସହଭାଗୀ ହେବା ପାଇଁ...

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ଭୁବନେଶ୍ୱର,;ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତଆହୁରି ·ରିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନ ଗୁଡିକହେଉଛି – ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ପାଲାସା-ବିଶାଖାପାଟନମ୍-ପାଲାସା, ପାଲାସା-ଭୁବନେଶ୍ୱର-ପାଲାସା ଏବଂ ସମ୍ବଲପୁର-ରାୟଗଡା-ସମ୍ବଲପୁର ।୦୮୫୦୮/୦୮୫୦୭ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସ୍ୱତନ୍ତ୍ର ଏକ୍ସପ୍ରେସ୍ :୦୮୮୫୦୮ ବିଶାଖାପାଟନମ୍-ରାୟାଗଡା ବିଶେଷ ଟ୍ରେନ ୧୫ ନଭେମ୍ବର, ୨୦୨୦ଠାରୁ ବିଶାଖାପାଟନମରୁ ଅପରାହ୍ନ୪ଘ.୫୦ମି. ରେ ଛାଡି ରାୟଗଡା ଠାରେରାତ୍ର ୯ ଘଟିକାରେ ପହଞ୍ଚିବ ।ଫେରିବା ସମୟରେ, ୦୮୫୦୭ ରାୟଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ୧୬ନଭେମ୍ବର, ୨୦୨୦ ଠାରୁ ରାୟଗଡ଼ାରୁ ସକାଳ ୫ଘ.୧୫ମି.ରେ ଛାଡି ବିଶାଖାପାଟନମରେ ପୂର୍ବାହ୍ନ୯ଘ.୨୫ମି.ରେ ପହଞ୍ଚିବ ।

ଏହି ଟ୍ରେନରେ୧୦ ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ କୋଚ୍ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ବିଶାଖାପାଟନମ ଓ ରାୟଗଡା ମଧ୍ୟରେ ଉଭୟ ପାଶ୍ୱର୍ରୁସିମାଞ୍ଚଲମ୍, କୋଟାଭାଲାସା,ବିଜୟନଗରମ୍, ଗଜପତିନଗରମ୍, ବବିଲିଏବଂ ପାର୍ବତୀପୁରମ୍ ଷ୍ଟେସନ ମାନଙ୍କରେରହଣି କରିବ ।୦୮୫୩୧/୦୮୫୩୨ ପାଲାସା-ବିଶାଖାପାଟନମ୍-ପାଲାସା ସ୍ୱତନ୍ତ୍ରଏକ୍ସପ୍ରେସ: ୦୮୫୩୧ ପାଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ ୧୬ନଭେମ୍ବର, ୨୦୨୦ ଠାରୁ ପାଲାସା ଠାରୁସକାଳ ୫ଘ.୨୫ମି.ରେ ଛାଡିବିଶାଖା ପାଟନମରେ ପୂର୍ବାହ୍ନ ଦଶ ଘଣ୍ଟାରେପହଞ୍ଚିବ ।ଫେରିବା ଦିଗରେ, ୦୮୫୩୨ ବିଶାଖାପାଟନମ୍-ପାଲାସା ବିଶେଷ ଟ୍ରେନ ବିଶାଖାପାଟନମରୁ ୧୫ ନଭେମ୍ବର,୨୦୨୦ ଠାରୁ ସନ୍ଧ୍ୟା ୬ଘ.୩୫ମି.ରେଛାଡି ପାଲାସରେ ରାତ୍ର ୧୧ଘ.୩୦ମି.ରେପହଞ୍ଚିବ । ୦୮୪୩୪/୦୮୪୩୩ପାଲାସା-ଭୁବନେଶ୍ୱର-ପାଲାସା ସ୍ୱତନ୍ତ୍ରଏକ୍ସପ୍ରେସ: ୦୮୫୩୪ ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ ୧୬ନଭେମ୍ବର, ୨୦୨୦ ଠାରୁ ପାଲାସାରୁସକାଳ ୬ ଘଟିକାରେ ଛାଡି ଭୁବନେଶ୍ୱରରେପୂର୍ବାହ୍ନ ୧୦ଘ.୧୦ମି.ରେପହଞ୍ଚିବ ।

ଫେରିବା ଦିଗରେ, ୦୮୫୩୩ ଭୁବନେଶ୍ୱର-ପାଲାସା ବିଶେଷ ଟ୍ରେନଭୁବନେଶ୍ୱରରୁ ୧୫ ନଭେମ୍ବର, ୨୦୨୦ଠାରୁ ସନ୍ଧ୍ର୍ୟା ୬ଘ.୨୦ମି.ରେ ଛାଡି ପଲାସାଠାରେ ରାତ୍ର ୧୦ଘ.୪୦ମି.ରେ ପହଞ୍ଚିବ ।୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ୱତନ୍ତ୍ରଏକ୍ସପ୍ରେସ:୦୮୩୦୧ ସମ୍ବଲପୁର-ରାୟଗଡା ବିଶେଷ ଟ୍ରେନ୧୫ ନଭେମ୍ବର,୨୦୨୦ ଠାରୁ ସମ୍ବଲପୁରରୁ ସକାଳ୬ଘ.୦୫ମି.ରେ ଛାଡି ରାୟଗଡା ଠାରେଅପରାହ୍ନ ୧୨ଘ.୪୦ମି.ରେ ପହଞ୍ଚିବ ।ପାର୍ବଣ ବିଶେଷ ଟ୍ରେନ ସେବାପ୍ରତ୍ୟାହାର : କମ୍ ପୃଷ୍ଠପୋଷକତା ହେତୁନିମ୍ନଲିଖିତ ଅନୁଯାୟୀ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର, ପୁରୀ-ବଡ଼ବିଲ-ପୁରୀ, ପୁରୀ-ପାରାଦୀପ-ପୁରୀ,ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ଏବଂ ପୁରୀ-ହାଓଡା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ମାନଙ୍କର ସେବାପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ପାର୍ବଣବିଶେଷ ଟ୍ରେନ ଭୁବନେଶ୍ୱରରୁ ୧୨ନଭେମ୍ବର ଏବଂ ବାଙ୍ଗିରିପୋସିରୁ ୧୩ନଭେମ୍ବର, ୨୦୨୦ ଠାରୁ ବାତିଲ୍ ରହିବ

।୦୮୪୧୬/୦୮୪୧୫ ପୁରୀ-ବଡ଼ବିଲ-ପୁରୀ ପାର୍ବଣ ବିଶେଷ ଟ୍ରେନ ପୁରୀରୁ ୧୩ ନଭେମ୍ବର ଠାରୁ ଏବଂ ବଡ଼ବିଲଠାରୁ ୧୪ ନଭେମ୍ବର, ୨୦୨୦ ଠାରୁବାତିଲ୍ ରହିବ । ୦୮୪୧୪/୦୮୪୧୩ପୁରୀ-ପାରାଦୀପ-ପୁରୀ ପାର୍ବଣ ବିଶେଷଟ୍ରେନ ଉଭୟ ପୁରୀ ଏବଂ ପାରାଦୀପରୁ୧୨ ନଭେମ୍ବର ୨୦୨୦ ଠାରୁ ବାତିଲରହିବ । ୦୨୭୦୫/୦୨୭୦୬ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ପାର୍ବଣ ବିଶେଷ ଟ୍ରେନଉଭୟ ବିଶାଖାପାଟନମ୍ ଏବଂ ବିଜୟୱାଡାରୁ୧୨ ନଭେମ୍ବର, ୨୦୨୦ ଠାରୁ ବାତିଲ୍ରହିବ ।୦୨୮୯୬/୦୨୮୯୫ ପୁରୀ-ହାଓଡ଼ା-ପୁରୀ ସାପ୍ତାହିକ ବିଶେଷ ଟ୍ରେନପୁରୀରୁ ୧୨ ନଭେମ୍ବର ଏବଂ ହାଓଡ଼ାରୁ ୧୩ନଭେମ୍ବର, ୨୦୨୦ ଠାରୁ ବାତିଲ୍ ରହିବ

- Advertisement -ପୂର୍ବତଟ ରେଳପଥରେ ଚାଲିବ ଆଉ ୪ ବିଶେଷ ଟ୍ରେନ୍

More articles

LEAVE A REPLY

Please enter your comment!
Please enter your name here

- Advertisement -ପୂର୍ବତଟ ରେଳପଥରେ ଚାଲିବ ଆଉ ୪ ବିଶେଷ ଟ୍ରେନ୍

Latest article

ତାମିଲନାଡୁ ପରେ ଆସାମରେ କଂଗ୍ରେସ ଆସନ ବାଣ୍ଟିବାକୁ ଯାଉଛି

ତାମିଲନାଡୁ: ଆସନ ବାଣ୍ଟିବା ନେଇ ଡିଏମକେ ସହ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଆସାମରେ ପାର୍ଟୀରେ ସହଭାଗୀ ହେବା ପାଇଁ...

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ପଞ୍ଜାବ ବିଧାନସଭା ଚାଷ ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛି

ପଞ୍ଜାବ: ବିଧାନସଭା ଶୁକ୍ରବାର ଦିନ ଏକ ସଂକଳ୍ପ ପାରିତ କରି କୃଷକ ଏବଂ ପଞ୍ଜାବର ସ୍ୱାର୍ଥରେ ଚାଷ ଆଇନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରିବାକୁ...