22 C
Bhubaneswar
Thursday, November 26, 2020

୫ଟି ସ୍ଥାନରେ ଇକୋ ରିଟି୍ରଟ ଅନୁଷ୍ଟିତ ।

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭୁବନେଶ୍ୱର,୧୦।୧୧ କୋଣାର୍କ ଠାରେ ସଫଳତାର ସହ ଆୟୋଜିତ ହୋଇଥିବା ଇକୋ ରିଟ୍ରିଟ୍ ଢାଞ୍ଚାରେ ଆସନ୍ତା ଡିସେମ୍ବର ମାସରେ ରାଜ୍ୟର ୫ଟିସ୍ଥାନରେ ଅନୁରୂପ ପର୍ଯ୍ୟଟନ ମେଳା ଆୟୋଜନ ହେବ । କୋଣାର୍କ ସହିତ ଭତରକନିକା, ଦାରିଙ୍ଗିବାଡି, ହୀରାକୁଦ ଓ ସାତ କୋଶିଆରେ ଏହା ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି । ରାଜ୍ୟକ୍ରୀଡା ଓ ପର୍ଯ୍ୟଟନ ସଚିବ ବିଶାଳ ଦେବଇକୋ ରି ଟ୍ରିଟ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ୨୦୧୯-୨୦ ବେଳାଭୂମିରେ ରାଜ୍ୟ ସରକାର ସଫଳତାର ସହ ରିଟ୍ରିଟ୍ ଆୟୋଜନ କରିଥିବାବେଳେ ଏହା ଉଭୟ ଘରୋଇଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ଓଡିଶା ପର୍ଯ୍ୟଟନର ମୁଖ୍ୟ ଉଦେଶ୍ୟ ହେଉଛି ଇକୋ ରିଟ୍ରିଟ ଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରି ରାଜ୍ୟରେଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସଂକ୍ରାନ୍ତରେ ପର୍ଯ୍ୟଟକମାନଙ୍କୁ ଅବଗତ କରିବା ।

ଇକୋ ରି ଟ୍ରିିଟ୍ ସଂକ୍ରାନ୍ତରେ ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିଯେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଓଡିଶା ଜାତୀୟ ସ୍ତରରେ ନିଜର ପର୍ଯ୍ୟଟନର ବିକାଶ ସହିତ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଏଠାକୁ ଆସିବାପାଇଁ ବିଶ୍ୱାସ ଜନ୍ମାଇ ପାରିବ । ଇକୋରିଟ୍ରିଟ ପ୍ରକଳ୍ପ ଭିଜିଏଫ୍ ମଡେଲରେ ଆୟୋଜନ ହେବାକୁ ଥିବାବେଳେ ଏଠାରେ ଘରୋଇ ସଂସ୍ଥା ଦ୍ୱାରା ସେବାଯୋଗାଇ ଦିଆଯିବ ଯେଉଁମାନଙ୍କୁ ଟେଣ୍ଡର ମାଧ୍ୟମରେ ଚୟନ କରାଯିବ । ଇକୋରିଟ୍ରିଟର ମୁଖ୍ୟ ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇଦେବେ ଯାହାକି କୋଭଡି ପରିବର୍ତ୍ତୀ ସମୟରେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।ରାଜ୍ୟ ସରକାର ଇକୋ ରିଟ୍ରିଟ୍ ନେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆୟୋଜନ ହେବାକୁଥିବା ୫ଟି ଜିଲ୍ଲାର ଜିଲ୍ଲାପାଳମାନେ ଏହି ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବେ ।

ନିକଟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂକ୍ରାନ୍ତରେ ସମୀକ୍ଷା କରିବାବେଳେ ସ୍ଥାନୀୟ ସଂସ୍ଥାଗୁଡିକର ସହଯୋଗରେ ଏହି ପର୍ଯ୍ୟଟନ ପ୍ରକଳ୍ପକୁ ସୂଚାରୁ ରୂପେ କାର୍ଯ୍ୟକାରୀ ଲାଗି ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଇକୋ ରିଟ୍ରିଟ୍ ପାଇଁ ପ୍ରାକୃତିକ ସ୍ଥାନଗୁଡିକୁ ଚୟନ କରାଯାଇଥିବାରୁ ଏହା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଇକୋ ରିଟ୍ରିଟ୍ ସହିତ ଜଙ୍ଗଲ, ପାହାଡଚଢା, ଜଙ୍ଗଲସଫାରୀ, ନଚାଳନା ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ଯୋଡାଯାଇ ଥିବାରୁ ଏଥିପ୍ରତି ପର୍ଯ୍ୟଟକ ମାନେ ଅଧିକ ଆକୃଷ୍ଟ ହେବେ । ପର୍ଯ୍ୟଟକ ବିଶେଷକରି ଯୁବବର୍ଗଏଥିପ୍ରତି ଅଧିକ ଆଗ୍ରହ ଦେଖାଇବେ । ତେଣୁ ଉଭୟ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ପ୍ରଶାସନ ଅନୁମତି ପ୍ରାପ୍ତ ଅଞ୍ଚଳରେ କାର୍ଯ୍ୟଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି । ଏହାଦ୍ୱାରା ଅଧିକରୁ ଅଧିକ ପର୍ଯ୍ୟଟକ ଓଡିଶାକୁ ଆସିବେ ବୋଲି ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି । ଘରୋଇ ପର୍ଯ୍ୟଟକଓ ଘରୋଇ ବଜାରକୁ ଦୃଷ୍ଟିରେ ରଖି ଓଡିଶା ପର୍ଯ୍ୟଟନ ପକ୍ଷରୁ ନୂତନ ପଦକ୍ଷେପ ସ୍ୱରୂପ ହାଉସ୍ୱୋଟ୍, ନଦୀରେ କ୍ରୁଜ୍ ଚଳାଚଳ ଓପଥପାଶ୍ୱର୍ ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଜୋର ଦିଆଯାଉଛି ।

- Advertisement -୫ଟି ସ୍ଥାନରେ ଇକୋ ରିଟି୍ରଟ ଅନୁଷ୍ଟିତ ।

More articles

LEAVE A REPLY

Please enter your comment!
Please enter your name here

- Advertisement -୫ଟି ସ୍ଥାନରେ ଇକୋ ରିଟି୍ରଟ ଅନୁଷ୍ଟିତ ।

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...