22 C
Bhubaneswar
Monday, November 23, 2020

ଓଡିଶା ପକ୍ଷରୁ ପ୍ରଥମ ସାଧାରଣ ବୈଠକ ।

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ବ୍ରହ୍ମପୁର, ୧୦/୧୧ ଗଞ୍ଜାମଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ମହାବୀର ହନୁମାନ ମନ୍ଦିର ପରିସରରେ ଡିଜିଟାଲ ମିଡ଼ିଆ ଆସୋସିଏସନ ଅଫଓଡିଶା ପକ୍ଷରୁ ପ୍ରଥମ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ତୁଷାର ପଟନାୟକଙ୍କ ସଭାପତିତ୍ୱରେ ସଂଘର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁବସାମ୍ବାଦିକ ବଳରାମ ପୋଲାଇ ଅତିଥିପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ସମ୍ମାନିତ ଅତିଥିଭାବେ ପ୍ରକାଶ ଚନ୍ଦ୍ର ମିଶ୍ର,ଲକ୍ଷ୍ମଣ ସାମନ୍ତରାୟ, ଅନୀଲ୍ କୁମାରପାଣିଗ୍ରାହୀ, ନାରାୟଣ ମିଶ୍ର, ସରୋଜ ମିଶ୍ରଯୋଗଦେଇ ଯୋଗଦେଇ ଡିଜିଟାଲମିଡ଼ିଆ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଡିଜିଟାଲ ମିଡ଼ିଆ ସାମ୍ପ୍ରତିକ ସମୟରେ ପ୍ରମୁଖ ଭୂମିକା ନିର୍ବାହକରୁଥିବା ବେଳେ ବହୁ ବାଧା ବିଘ୍ନରସମ୍ମୁଖୀନ ହେଉଛି । ଏଥିପାଇଁ ଗୋଟିଏସଂଘର ଆବଶ୍ୟକତା ରହିଛି ବୋଲିବି·ର କରି ସର୍ବସମ୍ମତି କ୍ରମେ ପରାମର୍ଶୱେବ ମିଡ଼ିଆର ସମ୍ପାଦକ ଲକ୍ଷ୍ମଣ ସାମନ୍ତରାୟଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିଲା । ବିଭିନ୍ନ ସମୟରେ ୱେବ୍ସାମ୍ବାଦିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଯେପରି ସମସ୍ତ ସୁବିଧା ମିଳିପାରିବ ଓ ସାମ୍ବାଦିକଙ୍କ ଜୀବନ ଚର୍ଯ୍ୟାନେଇ ଯୁବ ଆଇନଜୀବୀ ତଥା ପରାମର୍ଶଦାତା ଅନିଲ କୁମାର ପାଣିଗ୍ରାହୀ ବିସ୍ତୃତ ସୂଚନା ଦେଇଥିଲେ । ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉକ୍ତବୈଠକରେ ସଂଘର ଆବଶ୍ୟକତା ଓଗୁରୁତ୍ୱକୁ ନେଇ ସୁନ୍ଦର ଆଲୋଚନା କରିଥିଲେ ।

ଆଗାମୀ ଦିନରେ ଡିଜିଟାଲ ମିଡ଼ିଆର ଭୂମିକା ଏବଂ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବା ସହକରୋନା ସଚେତନତା ସ୍ୱରୂପ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ବୁଗୁଡ଼ାରେ ସାମ୍ବାଦିକ ଗିରଫର ପ୍ରତିବାଦ ସ୍ୱରୂପ ଗଣମାଧ୍ୟମର କଣ୍ଠରୋଧ କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା । ସାମ୍ବାଦିକ ପରସ୍ପର ସହଯୋଗ କରିବା ସହିତ ଆଗକୁଯେପରି ସମସ୍ତ କର୍ତ୍ତବରତ ସାମ୍ବାଦିକ ସରକାରୀ ସୁବିଧା ପାଇ ପାରିବେ ସେନେଇ ତୁଷାର ପତାନାୟକ ମତରଖିଥିଲେ । ଆସନ୍ତା ଡ଼ିସେମ୍ବର ୧୬ତାରିଖ ଦିନ ବ୍ରହ୍ମପୁର ଠାରେ ଦ୍ୱିତୀୟ ବୈଠକହେବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଶେଷରେ ନବନିର୍ବାଚିତ ସଭାପତି ଲକ୍ଷ୍ମଣ ସାମନ୍ତରାୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହ ଅଗାମୀ ବୈଠକ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ । କୋଭିଡ ନିୟମ ମାନି ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ୱେବ ମିଡ଼ିଅ ।ର ୮୦ରୁ ଊଦ୍ଧ୍ୱର୍ ସାମ୍ବାଦିକ ଯୋଗ ଦେଇଥିଲେ

- Advertisement -ଓଡିଶା ପକ୍ଷରୁ ପ୍ରଥମ ସାଧାରଣ ବୈଠକ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଓଡିଶା ପକ୍ଷରୁ ପ୍ରଥମ ସାଧାରଣ ବୈଠକ ।

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...