32.1 C
Bhubaneswar
Friday, June 25, 2021

ଆସନ୍ତୁ ଦେଖିବା ଲୋକତନ୍ତ୍ର ର ହତ୍ୟା !

Must read

ମୁମ୍ବାଇ 9-11: ଆଜି ମୁମ୍ବାଇ ହାଇ କୋର୍ଟ ରେ ଆର୍ନବ ଗୋସ୍ଵାମୀ ର ବେଲ୍ଲ ସମ୍ବନ୍ଧ ରେ ନିଆ ଯାଇଥିବା ନିସ୍ପତି ମୁମ୍ବାଇ ର ଲୋକତନ୍ତ ଏବଂ ଆଇନ ର ସ୍ଥିତି ବୁଝାଇ ଦେଉଛି, ଆର୍ନବ ଗୋସ୍ଵାମୀ ର ବେଆଇନ ଗିରଫ ପରେ ମୁମ୍ବାଇ ହାଇ କୋର୍ଟ ଯାହା ଉପରେ ମୁମ୍ବାଇ ର ଆଇନ ଏବଂ କନୂନ ସମ୍ଭାଳିବାର ଦଇତ୍ଵ ଅଛି ସେ ଚୁପ ଶାଢୀ ମୁମ୍ବାଇ ପୁଲିସ ର ଅସମ୍ବିଧାନିକ କାର୍ଯ୍ୟ ର ସମର୍ଥନ କରିଥିଲା, ଏବଂ ଖାଲି ଏତିକି ହି ନୁହେ ଆଜି ସେ ଆର୍ନବ ଙ୍କ ବେଲ୍ଲ ଯାଚିକ ଭି ଖରିଜ କରିଥାହି ମୁମ୍ବାଇ ପୁଲିସ କୁ ଆର୍ନବ କୁ ୩ ଘଣ୍ଟା interrogate କିମ୍ବା ପଚରାଉଚରା ର ଅନୁମତି ଭି ଦେଇଦେଲା । ଏକ ପତ୍ରକାର ଙ୍କ ସଙ୍ଗେ ଏହି ବ୍ୟବହାର କରି ମହାରାଷ୍ଟ୍ର ଶର୍କର ,ମହାରାଷ୍ଟ୍ର ପୁଲିସ ଏବଂ ମୁମ୍ବାଇ ହାଇ କୋର୍ଟ ନିଜର ସଠିକ ପରିଚୟ ଦେଇଛି ,ଏକ ଏମିତିୟ ଶର୍କର ଯେ ନିଜ ସ୍ଵାର୍ଥ ପାଇ ଲୋକୋତନ୍ତ୍ର ର ବଳି ଚଢେଇବା ପାୟ ପାଚିଏବ ନାହି ।

କିଛି ଦିନ ତଳେ ସୋଶଲ ମେଡିଆ ରେ ଏହି କଥା ସାମ୍ନା କୁ ଆସି ଥିଲା କେ ଆର୍ନବ ଙ୍କ ହତ୍ୟା ପାଇ ଦାଉଦ ଇବ୍ରାହିମ ର ଲୋକୋ ମନୁଙ୍କୁ ସୁପାରି ଦିଆ ଯାଇଛି ଏବଂ ଏହି କଥା ର ସତ୍ୟତା ଏଇଠାରୁ ଲଗା ହେଇ ପରେ କେ ଆର୍ନବ ଙ୍କୁ ତଲୋଜା ଜୈଲ ରେ ରକ୍ଷା ଯାଇଛି ଯେଉତି ଦାଉଦ ର ଅନେକ ଲୋକ ଜୈଲ ରେ ଅଛନ୍ତି ଏବେ ଏହି କଥା କାହାରି କୁ ବୁଝାଇବ ଦରକାର ନାହି କେ ଏକ ପତ୍ରକାର ଯାହାକୁ ଅସମ୍ଭିଧନକୀୟ ଭାବେ ଗିରଫ କର ଯାଇଛି ତାକୁ ଏତେ ବିପଦ ସ୍ଥଳୀ ରେ ରାଖିବାର ମୁମ୍ବାଇ ପୁଲିସ ଆଉ ମହାରାଷ୍ଟ୍ର କତୃପକ୍ଷ ଙ୍କ ଉଦ୍ଦେଶ୍ୟ କଣ ।

ଆର୍ନବ ଗୋସ୍ଵାମୀ ଙ୍କ ଅସମ୍ଭିଧାନିକ ଗିରଫ ରୁ ଅନେକ ଲେଫ୍ଟ ୱିଙ୍ଗ ମେଡିଆ ହାଉସ ଏହି ପ୍ରୋପାଗଣ୍ଡ ଚାଲିଛନ୍ତି କେ ଅର୍ନବ ଙ୍କ ଏରେସ୍ଟ ଅସମ୍ଭିଧାନିକ ନୁହେ ଏବଂ ଅର୍ନବ ଭଳି ଲୋକୋଙ୍କ ସାଙ୍ଗରେ ଏମିତି ହି ହେବ ଦରକାର , କିନ୍ତୁ ସେ ଏଇ କଥା ଭୁଲି ଯାଉ ଛନ୍ତି କେ ସିଏ ନିଜେ ହି ଶାହୀନ ବାଗ ଡଙ୍ଗା ଏବଂ ତୁକଡେ ତୁକଡେ ଗଙ୍ଗ ର ସପୋର୍ଟ କରି ନିଜର ନିଷ୍ଟ କେଉଁଟି ଅଛି ତାହାର ଦେଶ କୁ ପରିଚୟ ଦେଇଥିଲେ ।

ଆମ ମତ ରେ ଜେଔ ଲୋକୋ ମାନେ ନିଜର ମା କୁ ପଇସା ପାଇ ବିକି ଦିଅନ୍ତି ସେଇ ମାନଙ୍କ କଥା ଶୁଣିବ କିମ୍ବା କାନ ଦେବା ବିନାଶକାରୀ ଅଟେ ଏବଂ ସେହି ପ୍ରକାର ଲୋକୋ ମାନକ ଠାରୁ ଆମ ଦେଶଙ୍କୁ ସବୁଠୁ ବେସୀ ବିପଦ ଥାଇ ,ଏବଂ ଏମିତିୟ ବିପଦ ଙ୍କୁ ସମାପ୍ତ କରିବା ଏହି ଦେଶଙ୍କ ଲୋକଙ୍କ ଡାଇତ୍ଵ ।





- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article