28 C
Bhubaneswar
Sunday, February 28, 2021

ଚାଷୀଙ୍କୁ ଆଶ୍ୱାସନା ଦେଲା ବ୍ଲକ୍ କୃଷି ବିଭାଗ ।

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ଯାଜପୁର ୯/୧୧: ଧାନକ୍ଷେତରେ ରୋଗପୋକ ମଧ୍ୟରେ କେଉଁଠି ଧାନକ୍ଷେତରେ ନିଆଁ ଲଗାଇ ଅଭିନବଉପାୟରେ ପ୍ରତିବାଦ କରୁଥିବା ବେଳେ କେଉଁଠି ଚାଷୀ ଋଣଭାର ପାଇଁ ଆତ୍ମହତ୍ୟା କରୁଥିବାବିଭିନ୍ନ ଗଣମାଧ୍ୟମରେ ଖବରରନଜିର ରହିଥିବା ବେଳେଦଶରଥପୁର ବ୍ଲକ୍ ଖଣ୍ଡରା,ଅକରପଡ଼ା, ଚିତାଳୋ,ବିରଜାପୁର ଆଦି ପଞ୍ଚାୟତର ଧାନ କ୍ଷେତରେ ଧାନ ଗଛରୁଥୋଡ଼ ବାହାରୁନଥିବାକୁ ନେଇଚାଷୀମାନେ ହତାଷ ହୋଇପଡ଼ିଛନ୍ତି । ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାପରେ ଏବେ ସମୟ ଅତିକ୍ରାନ୍ତହେବାକୁ ବସିଥିବା ବେଳେ ଧାନଗଛରୁ ଥୋଡ଼ ନ ବାହାରିବା ସହକ୍ଷେତରେ ରୋଗ ପୋକ ଲାଗିବା ଚାଷୀଙ୍କୁଚିନ୍ତାରେ ପକାଇଛି । ଘଟଣା ସଂପର୍କରେ ଦଶହରା ଗଲାଣି ଧାନ ଗଛରେ କେଣ୍ଡାବାହାରୁନି ଶୀର୍ଷକ ଖବର ଦୈନିକ ପ୍ରମେୟରେ ପ୍ରକାଶ ପାଇବା ପରେ ବ୍ଲକ୍କୃଷି ବିଭାଗ ପକ୍ଷରୁ କ୍ଷେତ୍ର ସ୍ତରୀୟଅନୁଧ୍ୟାନ କରାଯାଇଥିବା ଜଣାଯାଇଛି ।

ବ୍ଲକ୍ କୃଷି ଅଧିକାରୀ ରବିନ୍ଦ୍ର ପରିଡ଼ାଙ୍କ ଅଧ୍ୟକ୍ଷତାରେ କୃଷି କର୍ମଚାରୀ ଚୈାଧୁରୀଲିଲୁ ଜେନା, ସୁବ୍ରତ କୁମାର ସାହୁ, କୃଷକସାଥୀ ତପନ ଯେନା, କୁଞ୍ଜ ବିହାରୀ ଦାସ,କୃଷିବିତ୍ ନିରାକାର ସାହୁ ପ୍ରମୁଖ ଖଣ୍ଡରା ପଞ୍ଚାୟତର ଇନ୍ଦାସ, ବାଲିପଦା,ସୁଧଗୋବିନ୍ଦା ମୈାଜା ସମେତ ଅକରପଡ଼ା ପଞ୍ଚାୟତର ଅକରପଡ଼ା, ବଡ଼ ଦୋଗଡ଼ା,ବିରଜାପୁର ପଞ୍ଚାୟତର ବିରଜାପୁର,ବଡ଼ଆଦମପୁର ଆଦି ମୈାଜାର ପ୍ରାୟ ୫୦ଏକରରୁ ଉର୍ଦ୍ଧ ଆରଜିଏଲ୍ ୨୫୩୭ କିସମର ଧାନ ଚାଷ ହୋଇଥିବା ଧାନକ୍ଷେତକୁ ନିରିକ୍ଷଣ କରିବା ସହ ସଂପୃକ୍ତବିହନ ପ୍ୟାକେଟ ଓ ଧାନ ଗଛ ଉପାଡ଼ି ଉଚ୍ଚସ୍ତରୀୟ ପରୀକ୍ଷା ପାଇଁ ସାଙ୍ଗରେ ନେଇଯାଇ ଥିବାର ଜଣାଯାଇଛି

ଏହି ଅବସରରେ ବିଭାଗୀୟ ଅଧିକାରୀ ସଂପୃକ୍ତଆରଜିଏଲ୍ ଧାନ ଚାଷ କରିଥିବା ମନୋଜଜେନା, ସ୍ୱଦେଶ ଜେନା, ଦଶରଥ ସାହୁ,ବଳରାମ ସାହୁ, ଅନାମ ବେହେରା,ରବିନ୍ଦ୍ର ପ୍ରଧାନ, ମୁକୁନ୍ଦ ପାତ୍ର, ଗୈାରାଙ୍ଗନାୟକ, ପଦୀପ ବେହୁରିଆ, ରବିନ୍ଦ୍ରସାହୁ, ସମୀର ଜେନା, ଗୈାରାଙ୍ଗରାଉତଙ୍କ ସମେତ ପ୍ରାୟ ୩୦ରୁ ଉର୍ଦ୍ଧଚାଷୀମାନଙ୍କୁ ଭେଟିବା ସହ ଥୋଡ଼ ନବାହାରିବାର କାରଣ ବୁଝାଇକହିବା ସହ ଆବଶ୍ୟକହେଲେ ବରିଷ୍ଠ କୃଷି ବୈଷୟିକକର୍ମଚାରୀଙ୍କୁ ଏ ନେଇଅବଗତ କରାଯିବା ପରେଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନକରିବାକୁ ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷଙ୍କୁ ସୁପାରିଶ କରାଯିବବୋଲି ଆଶ୍ୱାସନା ଦେଇଥିଲେ ।ସୂଚନା ଥାଉକି ଚଳିତ ଖରିଫ୍ଋତୁରେ ଉପରୋକ୍ତ ଅଂଚଳର ଶତାଧିକ ଚାଷୀ ସରକାରୀଅଧିକୃତ ଧାନ ବିହନ ବିକ୍ରୟକେନ୍ଦ୍ର କ୍ରିଷ୍ଣା ଫର୍ଟିଲାଇଜରର୍ସକୁ୧୦୭୫, ୧୦୧୮, ସ୍ୱର୍ଣ୍ଣଗୋଲଡ଼୍, ଧରିତ୍ରୀ, ଜଗନ୍ନାଥ ଓଆରଜିଏଲ୍ ୨୫୩୭ କିସମ ଧାନବିହନ କିଣି ଧାନ ଚାଷ କରିଥିବାବେଳେ ସମୟ ଅତିକ୍ରାନ୍ତ ହେବା ପରେମଧ୍ୟ ଆରଜିଏଲ୍ ଧାନ କ୍ଷେତରୁ ଥୋଡ଼ ବାହାରୁନଥିବା ଦେଖି ଅଂଚଳର ଚାଷୀମୁଣ୍ଡରେ ହାତ ଦେଇ ବସିଛନ୍ତି ।

- Advertisement -ଚାଷୀଙ୍କୁ ଆଶ୍ୱାସନା ଦେଲା ବ୍ଲକ୍ କୃଷି ବିଭାଗ  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଚାଷୀଙ୍କୁ ଆଶ୍ୱାସନା ଦେଲା ବ୍ଲକ୍ କୃଷି ବିଭାଗ  ।

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...