36 C
Bhubaneswar
Thursday, March 4, 2021

ବେଦାନ୍ତ ପକ୍ଷରୁ ହସ୍ତ ପ୍ରକ୍ଷାଳନ ଓ ସ୍ୱଚ୍ଛତା ଅଭିଯାନ ।

Must read

ଭାରତ ୧୭,୪୦୭ ନୂତନ କୋବିଡ-୧୯ ମାମଲା ରିପୋର୍ଟ କରିଛି

ଗୁଜୁରାଟ:ଆମ ଚାରିପାଖରେ ଘଟୁଥିବା ପ୍ରତ୍ୟେକ ଜିନିଷ କିଛି ମାତ୍ରାରେ ପ୍ରଭାବ ପକାଇଥାଏ ଏବଂ ସେଥିପାଇଁ ସାରା ବିଶ୍ଵରେ କ’ଣ ଘଟୁଛି ଜାଣିବା ଆମ ପାଇଁ...

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ଝାରସୁଗୁଡା, ୮/୧୧ :ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ତରଫରୁ ଝାରସୁଗୁଡାର ପାରିପାଶ୍ୱିର୍କ ୨୭ ଟିଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତାନେଇ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି । ଝାରସୁଗୁଡା ସ୍ଥିତ ଜାତୀୟସ୍ୱାସ୍ଥ୍ୟ ମିଶନର ମଳିତ ସହଭାଗିତାରେଏହି ଅଭିଯାନ ୧୫ ଅକ୍ଟୋବର ରୁଆରମ୍ଭ ହୋଇ ୩୦ ଅକ୍ଟୋବରରେ ସମାପ୍ତ ହୋଇଛି, ଯେଉଁଥିରେ ଅଂଚଳରପ୍ରାୟତଃ ୩୦୦୦ ଜଣ ହିତାଧିକାରୀ ଭାଗନେଇ ଲାଭାନ୍ୱିତ ହୋଇଛନ୍ତି ।ସାମ୍ପ୍ରତିକ କୋଭିଡ-୧୯ର ବ୍ୟାପକତାକୁ ଦୃଷ୍ଟିରେ ରଖି କମ୍ପାନୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର (ଏମଏଚୟୁ)ରସ୍ୱାସ୍ଥ୍ୟ ସେବା କର୍ମୀମାନେ ହସ୍ତ ପ୍ରକ୍ଷାଳନର ଆବଶ୍ୟକତା ଏବଂ ସଠିକ ରୂପେ ଏହାକରିବାର ବିଧି ନେଇ ପାଶ୍ୱର୍ବର୍ତୀ ୨୭ଟିଗ୍ରାମରେ ସଚେତନତା ସେସନ ଆୟୋଜନ କରିଥିଲେ । ଏହା ସହିତ ସୂଚନାତ୍ମକ ସାମଗ୍ରୀ ତଥା ଅଡିଓ ଭିଡିଓଗାଇଡ ମଧ୍ୟ ଗୋଷ୍ଠୀ ସମୁଦାୟଙ୍କୁ ବିତରଣ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବେଦାନ୍ତ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଏନ ସିଂ କହିଛନ୍ତି ଯେ ଅଂଚଳବାସୀଙ୍କ ଆବଶ୍ୟକତା ତଥା ସାମାଜିକ-ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ବହୁ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପହାତକୁ ନେଇଛି । ସାମାଜିକ ଦାୟିତ୍ୱକୁ ତୁଲାଇବା ଦିଗରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାଏକ ପ୍ରମୁଖ ବିଷୟ ବସ୍ତୁ । ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ବାର୍ଷିକ ପ୍ରାୟତଃ ୩୭୦୦୦ ହିତାଧିକାରୀଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚାଇବାରେ ଏକପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ଏଦିଗରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞକୁ ନେଇବହୁ-ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଛି । କୋଭିଡ-୧୯ର ବ୍ୟାପକତା ପରେ ବେଦାନ୍ତ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ ଗୋଷ୍ଠୀ ସମୁଦାୟଙ୍କୁ ବହୁ ମହତ୍ୱପୂର୍ଣ୍ଣ ତଥା ଆବଶ୍ୟକତା ସହାୟତା ପ୍ରଦାନ କରିଆସିଛି, ଯାହାଦ୍ୱାରା ତୃଣମୂଳସ୍ତରରେ ଏହି ରୋଗକୁ ନେଇଅଧିକ ପ୍ରସ୍ତୁତିକରଣ ସମ୍ଭବ ହୋଇପାରିଛିା ବେଦାନ୍ତର ଏତାଦୃଶ୍ୟ ପ୍ରଚେଷ୍ଟାକୁ ପ୍ରଶଂସା କରି ଝାରସୁଗୁଡା ଅତିରିକ୍ତ ଜିଲ୍ଲା-ଚିକିସôା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃଡୋଳାମଣି ପଟେଲ କହିଛନ୍ତି ଯେ ବିଶ୍ୱହସ୍ତ ପ୍ରକ୍ଷାଳନ ଦିବସ ଅବସରରେ ବେଦାନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ସହଭାଗୀତାରେ ପାଶ୍ୱର୍ବର୍ତୀ ୨୭ ଟିଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ହସ୍ତ-ସ୍ୱଚ୍ଛତା ନେଇ ଜନ ସଚେତନତା ଅଭିଯାନ ଆୟୋଜନ କରିଥିଲା ଯାହାକି ପ୍ରାୟତଃ ୩୦୦୦ ହିତାଧିକାରୀଙ୍କ ପାଖରେ ପହଂଚି ପାରିଛି ।

ବହୁ ରୋଗର ପ୍ରସାରକୁ ରୋକିବା ଦିଗରେ ସଠିକ ହସ୍ତପ୍ରକ୍ଷାଳନ ବିଧି ବହୁତ ଜରୁରୀ ଏବଂବର୍ତମାନ ପରିସ୍ଥିତିରେ ଏହା ଅତୀବ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଅଟେ । ସାର୍ବଜନିକ ସ୍ୱାସ୍ଥ୍ୟକୁ ଆଖିରେ ରଖି ବେଦାନ୍ତର ଏହିକାର୍ଯ୍ୟକ୍ରମ ନିହାତି ରୁପେ ଏକପ୍ରଶଂସନୀୟ ପଦକ୍ଷେପ ଅଟେ । ଏହିଅ ଭିଯାନରେ ଭାଗନେଇ ସିରିଆପାଲିଗ୍ରାମର କୃଷ୍ନ ତନ୍ତୀ କହିଛନ୍ତି ଯେକୋଭିଡ-୧୯ ସମୟରେ ବେଦାନ୍ତତରଫରୁ ଆୟୋଜିତ ହସ୍ତ ପ୍ରକ୍ଷାଳନ ସଚେତନତା ଅଭିଯାନରେ ଆମେ ଭାଗନେଇଥିଲୁ । ଏଥିରେ ହସ୍ତପ୍ରକ୍ଷାଳନର ଆବଶ୍ୟକତା ତଥା ସଠିକବିଧି ବିଷୟରେ ବିସ୍ତୃତ ଭାବରେ ଆମେଜଣିବାକୁ ପାଇଲୁ । ଏହି କାର୍ଯ୍ୟକ୍ରମରେଆମେ ଭାଗନେଇ ଆମେ ଆମର ପରିବାର ବର୍ଗଙ୍କୁ ମଧ୍ୟ ଏ ବିଷୟରେ ଶିଖାଇଲୁ, ଏଥିପାଇଁ ଆମେ ବେଦାନ୍ତକୁ ଧନ୍ୟବାଦ ଅର୍ପଣ କରୁଛୁ ।ବେଦାନ୍ତର ଜୀବିକା ନିର୍ବାହ ମହିଳା ସଶକ୍ତିକରଣ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ ଏବଂ ପରିଛନତା,ଜୈବନିବେଶ ତଥା ଗୋଷ୍ଠୀ ଭିତିଭୁମିନେଇ ବିଭିନ୍ନ ସାମାଜିକ ପଦକ୍ଷେପ ଅଂଚଳର ପ୍ରୟତ ୭୨ ଟି ଗ୍ରାମରେପହଂଚିବା ସହିତ ବାର୍ଷିକ ୭୬୦୦୦ରୁଉଦ୍ଧ୍ୱର୍ ଲୋକ ଏହାଦ୍ୱାରା ଲାଭାନ୍ନିତ ହୋଇପାରୁଛନ୍ତି ।

୩୩୦ଟି ସ୍ୱୟଂ ସହାୟକଗୋଷ୍ଠୀ ର ୪୦୦୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ଆତ୍ମନିର୍ଭର କରିବା, ପ୍ରୟତଃ ୩୨୦୦୦ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସ୍ୱସ୍ଥ୍ୟସେବା ସୁବିଧା, ୫୦୦୦ରୁ ଉଦ୍ଧ୍ୱର୍ଶିକ୍ଷାର୍ଥୀଙ୍କ ପାଇଁ ଗୁଣବତା ମୂଳକ ଶିକ୍ଷାବ୍ୟବସ୍ଥା, ଅଂଛଲର ଗୋଷ୍ଠୀ ସମୁଦାୟଙ୍କ ସହଭଗୀତାରେ ୧.୪୩ଲକ୍ଷବୃକ୍ଷରୋପଣ ତଥା ୫୬୮ ଉଦ୍ଧ୍ୱର୍ ଭିତିଭୁମିବିକାଶ ଦ୍ୱାରା ଅଂଚଳର ସମାଜିକ -ଆର୍ଥôକ ବିକାଶଧାରା ତ୍ୱରାନ୍ନିତହୋଇପାରିଛି ।ଭାରତର ସବୁଜ ଧାତୁ,ଆଲୁମିନିୟମର ବୃହତମ ଉତ୍ପାଦକ,ବେଦାନ୍ତ, ଓଡିଶାର ଝାରସୁଗୁଡାରେ ଏକବିଶ୍ୱ ସ୍ତରୀୟ ୧.୬ଏମଟିପିଏଆଲୁମିନିୟମ୍ ସ୍ମେଲଟର ଏବଂ ୩୬୧୫ ମେଗାୱାଟ ତାପଜ ବିଦ୍ୟୁତଉତ୍ପାଦନ ବିଶିଷ୍ଟ ପ୍ରକଳ୍ପ ଚଳାଉଛି ।ଭାରତର ଏହା ଏକମାତ୍ର ଆଲୁମିନିୟମ ଉତ୍ପାଦକ ଯିଏକି ବିଶ୍ୱର “୧ ମିଲିୟନଟନ୍ ଉତ୍ପାଦନ ଏବଂ ରତ୍ପାନୀ କ୍ଲବ” ରଜଣେ ସଦସ୍ୟ ଅଟେ । ଏଥିସହିତ ଏହାମୁଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦନରେଏହା ଏକ ଅଗ୍ରଣୀ କମ୍ପାନୀ ଯାହାକି ମୁଳଶିଳ୍ପଗୁଡିକରେ ଗୁରୁତ୍ୱପୁର୍ଣ୍ଣ ପ୍ରୟୋଗ କରିଥାଏ । ଦେଶର ଏକ ବୃହତବୈଷୟିକ ଯୋଗ୍ୟତା ଏବଂ ବିବିଧକର୍ମଚାରୀ ସମୁହ ବିଶିଷ୍ଟ ଏହି କମ୍ପାନୀଆଲୁମିନିୟମର ଉଦୀୟମାନ ପ୍ରୟୋଗ,‘ଭବିଷ୍ୟତର ଧାତୁ’ ଦ୍ୱାରା ସମସ୍ତଙ୍କ ପାଇଁଏକ ସ୍ଥାୟୀ ଏବଂ ସବୁଜ ଭବିଷ୍ୟତଦିଗରେ କାର୍ଯ୍ୟରତ ରହିଛି ।

- Advertisement -ବେଦାନ୍ତ ପକ୍ଷରୁ ହସ୍ତ ପ୍ରକ୍ଷାଳନ ଓ ସ୍ୱଚ୍ଛତା ଅଭିଯାନ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବେଦାନ୍ତ ପକ୍ଷରୁ ହସ୍ତ ପ୍ରକ୍ଷାଳନ ଓ ସ୍ୱଚ୍ଛତା ଅଭିଯାନ ।

Latest article

ଭାରତ ୧୭,୪୦୭ ନୂତନ କୋବିଡ-୧୯ ମାମଲା ରିପୋର୍ଟ କରିଛି

ଗୁଜୁରାଟ:ଆମ ଚାରିପାଖରେ ଘଟୁଥିବା ପ୍ରତ୍ୟେକ ଜିନିଷ କିଛି ମାତ୍ରାରେ ପ୍ରଭାବ ପକାଇଥାଏ ଏବଂ ସେଥିପାଇଁ ସାରା ବିଶ୍ଵରେ କ’ଣ ଘଟୁଛି ଜାଣିବା ଆମ ପାଇଁ...

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ସତ୍ୟଜିତ୍ ମହାନ୍ତି ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରନ୍ତି |

ଭୁବନେଶ୍ବର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡ ସତ୍ୟଜିତ୍ ମହାନ୍ତି ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସ୍ସି) ର ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।...