36 C
Bhubaneswar
Thursday, March 4, 2021

ଯାଜପୁରରେ କାଳୀପୂଜା ପାଇଁ ବୈଠକ ପ୍ରସ୍ତୁତି ।

Must read

ଭାରତ ୧୭,୪୦୭ ନୂତନ କୋବିଡ-୧୯ ମାମଲା ରିପୋର୍ଟ କରିଛି

ଗୁଜୁରାଟ:ଆମ ଚାରିପାଖରେ ଘଟୁଥିବା ପ୍ରତ୍ୟେକ ଜିନିଷ କିଛି ମାତ୍ରାରେ ପ୍ରଭାବ ପକାଇଥାଏ ଏବଂ ସେଥିପାଇଁ ସାରା ବିଶ୍ଵରେ କ’ଣ ଘଟୁଛି ଜାଣିବା ଆମ ପାଇଁ...

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ଯାଜପୁର, ୮/୧୧ ଆଗାମୀ କାଳୀପୂଜା ଜିଲ୍ଲା ରେ ଏକ ଗଣପର୍ବ ହୋଇଥିବାରୁ ତାହାକୁ ନିରାଡମ୍ୱର ଭାବେପାଳନ ନିମନ୍ତେ ଗୈାତମ ବୁଦ୍ଧ ସଂସ୍କୃତିଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଏକପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ପୂଜାମଣ୍ଡପ ଗୁଡିକର ସଭାପତି, ସଂପାଦକ,ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ । ବିଗତ ପୂଜା ଯଥା- ମା’ ବିରଜାଙ୍କ ରଥଯାତ୍ରା, ଲକ୍ଷ୍ମୀ ପୂଜା ଇତ୍ୟାଦିକୁ ଜିଲ୍ଲାବାସୀ କୋଭିଡ ନିୟମ ମଧ୍ୟରେ ଅନୁପାଳନ କରିଥିବାରୁ ଆଗାମୀ କାଳୀ ପୂଜାକୁ ସେହିଭଳି ନିରାଡମ୍ୱର ଭାବେ ପାଳନ କରିବେ ବୋଲି ପ୍ରଶାସନ ଆସ୍ଥା ପ୍ରକଟକରିଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀକର୍ଣ୍ଣାଟ କେଶରୀ ଦାସ ଏକ ବୈଠକ କରିସବୁ କୋଭିଡ ନିୟମକୁ ପାଳନ କରି ପୂଜାକରିବା ପାଇଁ ପ୍ରଶାସନକୁ ସାହାଯ୍ୟ କରିବେ ବୋଲି ଜଣାଇଥିଲେ ।

ଏପରି କି,ରଥଯାତ୍ର ସମୟରେ ୧୪୪ ଧାରନିୟମକୁ ଲୋକେ ମାନି ଥିବାରୁ ଜିଲ୍ଲାପ୍ରଶାସନ ଧନ୍ୟବାଦ ଦେଇଥିଲେ । ପୂଜାପାଳନ ଠାରୁ ଜନସ୍ୱାସ୍ଥ୍ୟ ରକ୍ଷା ଆଗରେବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ପୂଜା ବିଧି ହେଉ,ଲୋକେ ସୁରକ୍ଷିତ ରହନ୍ତୁ ବୋଲିଉପ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।କୋଭିଡ ନିୟମ ଅନୁସାରେ ଜିଲ୍ଲାପାଳଙ୍କ ଅନୁମତିରେ ପୂଜା ମଣ୍ଡପ ଗୁଡିକରେ ପୂଜା କରାଯିବ । ସାଧାରଣ ଓ ବିବିଧ ବିଭାଗରେ ଆସନ୍ତା ୧୨ ତାରିଖ ସୁଦ୍ଧାପୂଜା ନିମନ୍ତେ ଆବେଦନ କରିପାରିବେ ।କେବଳ ମା’ କଳୀ ଓ ଲକ୍ଷ୍ମୀ ନାରାୟଣଙ୍କୁପୂଜା କରାଯିବ । ପୂଜା ମଣ୍ଡପ ଗୁଡିକରସଭାପତି ଓ ସଂପାଦକ ଆସନ୍ତା ୧୪ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୂଜାପାଳନ କରିବେ ।

ଏଥିପାଇଁ ୧୨ ତାରିଖସୁଦ୍ଧା ଦାୟିତ୍ୱରେ ଥିବା ସାଧାରଣ ଓ ବିବିଧ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ମଦମ ମୋହନ ପତିଙ୍କ ନିକଟରେ ଆବେଦନ କରିପାରିବେ । ଅନୁମତି ପତ୍ର ନେବାକୁ ପ୍ରଶାସନ ଅନୁରୋଧ କରିଥିଲେ । ପୂଜାମଣ୍ଡପର ୩ ପାଖ ଆବଦ୍ଧ ରହିବ ଓଗୋଟିଏ ପାଖ ଖୋଲା ରହିବ । ମୂର୍ତିର ଉଚ୍ଚତା ୪ ପୁଂଟ ମଧ୍ୟରେ ରହିବ । ବାଜା, ବାଣ ଓ ମାଇକ ବାଜିବା ଉପରେ ରୋକ ଲଗାଯାଇଚ୍ଥି । ପୂଜା ମଣ୍ଡପ ପାଖାରେ ବାଣ ଦୋକାନ ହେବ ନାହିଁକିମ୍ୱା ବାଣ ପୁଂଟାଯାଇ ପାରିବ ନାହିଁ । ୭ଜଣରୁ ଅଧିକ ପୂଜା ମଣ୍ଡପରେ ରହିପାରିବେ ନାହିଁ । ସେହି ୭ ଜଣସାମାଜିକ ଦୂରତା, ମାସ୍କ ପରିଧାନ, ହାତଧୁଆ ନିୟମ ପାଳନ କରିବେ । ଭସାଣିରେ ମେଢ ଗୁଡିକ କୃତି୍ରମ ପୋଖରୀରେ ପୂର୍ବାହ୍ନ୮ ଘଟିକା ଠାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ବିସର୍ଜନ କରାଯିବ । ଏଥିପାଇଁ ପୋଲିସ ପ୍ରଶାସନ ଠାରୁ ଅନୁମତି ଆବଶ୍ୟକ । ଭସାଣି ଘାଟ, ରାସ୍ତା ଘାଟ ମରାମତି କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।

ରାତି ହେଲେ ବିଦ୍ୟୁତ ତ୍ସର ବରାହରେ ବ୍ୟତିକ୍ରମ ନ ହେବାକୁ ବିଦ୍ୟୁତ ବିଭାଗ ଯନôବାନ ହେବାକୁ ନିର୍ଦେଶ ଦିଆଯାଇଥିଲା । ଭସାଣି ଦିନନିଶା ଦ୍ରବ୍ୟ ବ୍ୟବହାର ନିଷେଧ ନିମନ୍ତେ ନିର୍ଦେଶ ଦିଆଯାଇଥିଲା । ନୀତି ଭୋଜନରେ ଲୋକ ମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ,ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,ଡି.ଏସ୍.ପି. ଡି.ଆଇ.ବି. ପ୍ରପୁଂଲ କୁମାରମିଶ୍ର, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ପୂଜା ମଣ୍ଡପ ଗୁଡିକର ସଂପାଦକ ଓ ସଭାପତି ଉପସ୍ଥିତରହି ଆଲୋଚନାରେ ଅଂଶ ଗ୍ରହଣ କରିସୁ ପରାମର୍ଶ ଦେଇଥିଲେ ।

- Advertisement -ଯାଜପୁରରେ କାଳୀପୂଜା ପାଇଁ ବୈଠକ ପ୍ରସ୍ତୁତି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଯାଜପୁରରେ କାଳୀପୂଜା ପାଇଁ ବୈଠକ ପ୍ରସ୍ତୁତି ।

Latest article

ଭାରତ ୧୭,୪୦୭ ନୂତନ କୋବିଡ-୧୯ ମାମଲା ରିପୋର୍ଟ କରିଛି

ଗୁଜୁରାଟ:ଆମ ଚାରିପାଖରେ ଘଟୁଥିବା ପ୍ରତ୍ୟେକ ଜିନିଷ କିଛି ମାତ୍ରାରେ ପ୍ରଭାବ ପକାଇଥାଏ ଏବଂ ସେଥିପାଇଁ ସାରା ବିଶ୍ଵରେ କ’ଣ ଘଟୁଛି ଜାଣିବା ଆମ ପାଇଁ...

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ସତ୍ୟଜିତ୍ ମହାନ୍ତି ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରନ୍ତି |

ଭୁବନେଶ୍ବର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡ ସତ୍ୟଜିତ୍ ମହାନ୍ତି ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସ୍ସି) ର ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।...