21 C
Bhubaneswar
Tuesday, November 24, 2020

ରାଜ୍ୟସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ୟା ୧୦୪ରେ ପହଞ୍ଚିଛି ।

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ନୂଆଦିଲ୍ଲୀ,୮/୧୧:ରାଜ୍ୟସଭାରେ ପୁଣି ଦବଦବା ଜାହିରକରିଛି ଏନଡିଏ ମେଣ୍ଟ । ରାଜ୍ୟସଭାରେଏନଡିଏ ସଦସ୍ୟ ସଂଖ୍ୟା ୧୦୦ ପାରକରିଛି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କସମେତ ୯ ଜଣ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ୟା ୧୦୪ରେ ପହଞ୍ଚିଛି । ଅନ୍ୟ ପଟେ ୨୪୨ ଆସନବିଶିଷ୍ଟ ରାଜ୍ୟସଭାରେ କଂଗ୍ରେସ ସର୍ବକାଳୀନ କମ ସଂଖ୍ୟା ଅର୍ଥାତ ୩୮ କୁଖସି ଆସିଛି ।ଏନଡିଏ ପକ୍ଷରୁ ମୋଟ ୧୧ ପ୍ରାର୍ଥୀଙ୍କମଧ୍ୟରୁ ଉତ୍ତରପ୍ରଦେଶରୁ ୧୦ ଜଣ ଏବଂ ଉତ୍ତରାଖଣ୍ଡରୁ ଜଣେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହୋଇଥିବାଏନଡିଏର ମୋଟ ୧୧ ସଦସ୍ୟଙ୍କ ମଧ୍ୟରେକେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ସିଂଙ୍କସମେତ ୯ଜଣ ଭାରତୀୟ ଜନତା ପାର୍ଟିସଦସ୍ୟ ଅଛନ୍ତି । ତେବେ ରାଜ୍ୟସଭାରେ କେବଳ ବିଜେପିର ସଦସ୍ୟ ସଂଖ୍ୟା୯୨ରେ ପହଞ୍ଚିଛି । ସରକାରରେ ଥିବାଏନଡିଏ ମେଣ୍ଟରେ ବହୁତ ଗୁଡିଏ ଛୋଟଛୋଟ ଦଳ ମଧ୍ୟ ରହିଛନ୍ତି ।

ଏନ୍ଡିଏମେଣ୍ଟରେ ଥିବା ଆରପିଆଇ,ଏଜିପି, ଏମଏନଏଫ, ଏନପିପି,ପିଏମ୍କେ ଏବଂ ବିପିଏଫ ପାର୍ଟିର ରାଜ୍ୟସଭାରେ ଗୋଟିଏ ଲେଖାଏଁ ସିଟରହିଛି । ବର୍ତ୍ତମାନ ରାଜ୍ୟସଭାରେ ମୋଟ୨୪୨ ଆସନରୁ ଏନଡିଏ ମେଣ୍ଟ ସିଟସଂଖ୍ୟା ୧୦୪ରେ ପହଞ୍ଚିଛି ଏବଂ ଆଉ୪ ଜଣ ନିର୍ବାଚିତ ସଦସ୍ୟଙ୍କ ସମର୍ଥନ ମିଳିପାରେ । ତେବେ ବିଜେପି ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ସମୟରେ ବିଜେଡିର୯, ଏଆଇ ଏଡିଏମକେର ୯,ଟିଆରଏସର ୭ ଏବଂୱାଇ ଏସଆରସିପିର ୬ ସଦସ୍ୟଙ୍କ ସହାୟତା ନେଇପାରିବ । ଏହି ଦଳ ଗୁଡିକବିଭିନ୍ନ ସମୟରେ ଏନଡିଏ ଦ୍ୱାରା ଅଣାଯାଇଥିବା ବିଲ ଗୁଡିକୁ ସମର୍ଥନ କରିଛନ୍ତି ।ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ୩ଟି ସିଟ ହରାଇଛି ଏବଂବହୁଜନ ସମାଜ ପାର୍ଟି ଗୋଟିଏ ସିଟହରାଇଛି । ଏହାର ଫାଇଦା ଶାସକ ଦଳଉଠାଇବା ସହିତ ଶାସନକଳକୁ ଆହୁରୀ ମଜଭୁତ କରିବା ପାଇଁ ଏହା ସହା୍ରକ ହେବ । ତେବେଆଜି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବିଜେପି ସଦସ୍ୟମାନେ ହେଲେନିରଜ ଶିଖର, ଅରୁଣ ସିଂ, ଗୀତା ସାକ୍ୟା,ହରିଦ୍ୱାର ଦୁବେ, ବ୍ରିଜଲାଲ, ବିଏଲ ବର୍ମାଏବଂ ସୀମା ଦ୍ୱିବେଦୀ, ସମାଜବାଦୀ ପାର୍ଟିରରାମ ଗୋପାଳ ଯାଦବ ଏବଂ ବିଏସପିରରାମଜୀ ଗୌତମ କଟକ ଓ ବରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ, ପୁରୀ, ବାଲେଶ୍ୱର, କୋରାପୁଟ, କଳାହାଣ୍ଡି,କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧, ବରଗଡ଼ରୁ ୪୦, ଭଦ୍ରକରୁ ୩୧, ବଲାଙ୍ଗୀରରୁ ୪୦, ବେଦ୍ଧରୁ ୨,କଟକରୁ ୧୨୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୫, ଗଜପତିରୁ ୪, ଗଞ୍ଜାମରୁ ୨୧,ଜଗତ୍ସିଂହପୁରରୁ ୭୦, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୩୩, କଳାହାଣ୍ଡିରୁ ୪୦, କନ୍ଧମାଳରୁ୧୧, କେନ୍ଦ୍ରାପଡ଼ାରୁ ୬୫, କେନ୍ଦୁଝରରୁ ୪୦, ଖୋର୍ଦ୍ଧାରୁ ୧୪୫, କୋରାପୁଟରୁ ୨୦,ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୩୨,ନୂଆପଡ଼ାରୁ ୧୦୮, ପୁରୀରୁ ୫୩, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୩୭, ସୋନପୁରରୁ୧୯, ସୁନ୍ଦରଗଡ଼ରୁ ୯୬ ଓ ଷ୍ଟେଟ୍ ପୁଲ୍ରୁ ୩୦ ଚିହ୍ନଟ ହୋଇଛନ୍ତି ।ସେହିପରି ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା୧୪୦୦ ପାର କରିଛି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୧୦ରେ ପହଞ୍ଚିଛି ।

- Advertisement -ରାଜ୍ୟସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ୟା ୧୦୪ରେ ପହଞ୍ଚିଛି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ରାଜ୍ୟସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ୟା ୧୦୪ରେ ପହଞ୍ଚିଛି  ।

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...