25 C
Bhubaneswar
Monday, March 8, 2021

ଡୋନାଲ ଟ୍ରମ୍ପଙ୍କୁ ଝଟକା ଲାଗିଛି ।

Must read

ତାମିଲନାଡୁ ପରେ ଆସାମରେ କଂଗ୍ରେସ ଆସନ ବାଣ୍ଟିବାକୁ ଯାଉଛି

ତାମିଲନାଡୁ: ଆସନ ବାଣ୍ଟିବା ନେଇ ଡିଏମକେ ସହ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଆସାମରେ ପାର୍ଟୀରେ ସହଭାଗୀ ହେବା ପାଇଁ...

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ନୂଆଦିଲ୍ଲୀ,୭/୧୧: ଏବେ ବି ଜାରିରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିରଜୋ ବାଇଡେନ୍, ତା ଉପରେ ରହିଛି ସାରାବିଶ୍ୱର ନଜର । ଏସବୁ ଭିତରେ ଶେଷ ହୋଇଥିବା ଗଣତି ଅନୁସାରେ ରେ ଆଗୁଆ । ଅଛନ୍ତି ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋବାଇଡେନ । ବାଇଡେନଙ୍କୁ ୨୬୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ୍ଭୋଟ୍ ପାଇଛନ୍ତି ।

ଅର୍ଥାତ ବହୁମତ ଛୁଇଁବାପାଇଁ ବାଇଡେନଙ୍କୁ ମାତ୍ର ୬ଟି ଆସନ ଆବଶ୍ୟକ ହେଉଥିବା ବେଳେ ଟ୍ରମ୍ପ ବହୁଦୂରରେ ରହିଛନ୍ତି । ଅନ୍ୟ ପକ୍ଷରେ ମିଚିଗାନ, ଜର୍ଜିଆରେ ଭୋଟ ଗଣତି ସ୍ଥଗିତ ରଖିବାକୁ ଟ୍ରମ୍ପ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତିକୋର୍ଟ । ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁଏକ ବଡ ଝଟକା ଲାଗିଛି । ସେପଟେ ଜଣେଅ ଧିକାରୀଙ୍କ ସୂଚନା ଅନୁସାରେ, ଏହିଭୋଟଗଣତି ସରିବାକୁ ଆହୁରି ୧୦ ଦିନଲାଗିପାରେ । ସେପଟେ ନିର୍ବାଚନ ପରିଣାମକୁ ନେଇ ଆମେରିକାର ଅନେକ ସହରରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମାନେ ଗଣତି ବନ୍ଦ କରିବାକୁ ଦାବିକରି ପ୍ରତିବାଦ କରିଥିବାବେଳେ ତାଙ୍କବିରୋଧରେ ବହୁ ସଂଖ୍ୟାରେ ଗୋଷ୍ଠୀ ବାହାରେ ବିକ୍ଷୋଭ କରିଛନ୍ତି । ଆମେରିକାରେ ରାଷ୍ଟ୍ରପତି ଚୟନହେବା ପାଇଁ ଅତିକମରେ ଆବଶ୍ୟକ୨୭୦ ଇଲେକ୍ଟୋରାଲ ଭୋଟ ଆବଶ୍ୟକ । ପ୍ରାୟ ୧୦ କୋଟି ଭୋଟ୍ ପୋଷ୍ଟାଲ ବାଲଟ ଓ ଇ-ବାଲଟରେ ଆସିଥିବାରୁ ଏହାର ଗଣତି ପ୍ରକ୍ରିୟାରେ ବିଳମ୍ୱ ହୋଇଛି । ତେଣୁ କିଏ ରାଷ୍ଟ୍ରପତି ହେବ ସେ ନେଇ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟହୋଇ ନଥିଲେ ମଧ୍ୟ ବାଇଡେନ୍ ଆଗୁଆ ଅଛନ୍ତି ।

- Advertisement -ଡୋନାଲ ଟ୍ରମ୍ପଙ୍କୁ ଝଟକା ଲାଗିଛି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଡୋନାଲ ଟ୍ରମ୍ପଙ୍କୁ ଝଟକା ଲାଗିଛି  ।

Latest article

ତାମିଲନାଡୁ ପରେ ଆସାମରେ କଂଗ୍ରେସ ଆସନ ବାଣ୍ଟିବାକୁ ଯାଉଛି

ତାମିଲନାଡୁ: ଆସନ ବାଣ୍ଟିବା ନେଇ ଡିଏମକେ ସହ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଆସାମରେ ପାର୍ଟୀରେ ସହଭାଗୀ ହେବା ପାଇଁ...

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ପଞ୍ଜାବ ବିଧାନସଭା ଚାଷ ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛି

ପଞ୍ଜାବ: ବିଧାନସଭା ଶୁକ୍ରବାର ଦିନ ଏକ ସଂକଳ୍ପ ପାରିତ କରି କୃଷକ ଏବଂ ପଞ୍ଜାବର ସ୍ୱାର୍ଥରେ ଚାଷ ଆଇନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରିବାକୁ...