27 C
Bhubaneswar
Thursday, December 3, 2020

ଆମେରିକାନ ରାଷ୍ଟ୍ରପତି ନିର୍ବାଚନ ଦୁର୍ନୀତି ?

Must read

ବ୍ଲୁ ଫ୍ଲାଗ୍ ମାନ୍ୟତା ଓ ଗ୍ଲାମ୍ପିଂ ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ମାନ ବୃଦ୍ଧି ହେବ

ଭୁବନେଶ୍ୱର, ୩/୧୨ ;:ଓଡ଼ିଶା ଉପକୂଳରେ ପୁରୀ ବ୍ୟତୀତ ଆଉ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥାଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ...

ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଦେଲା ପ୍ରଦେଶ ଯୁବ କଂଗ୍ରେସ ।

ଭୁବନେଶ୍ୱର,୩/୧୨ ;ପ୍ରଦେଶଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସରଏକ ପ୍ରତିନିଧି ଦଳ ଲୋୟର ପିଏମ୍ଜିଠାରେ ଦୀର୍ଘ ୫ ଦିନ ଧରି...

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଏଡସ୍ ଦିବସ ।

କେନ୍ଦୁଝର,୩/୧୨: କେନ୍ଦୁଝରଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଏଡସ୍ଦିବସ-୨୦୨୦ ତା୦୧.୧୨.୨୦୨୦ରିଖ ଦିନ ଡି.ଟି.ୟୁ.ହଲଠାରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ...

ଦ୍ୱୈତ ପରୀକ୍ଷଣ କିଟ୍ଲୋକାର୍ପିତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ।

ଭୁବନେଶ୍ୱର, ତା ୩/୧୨:ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଗର୍ଭବତୀ ମହିଳା ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେଏଚ.ଆଇ.ଭି ଓ ସିଫିଲିସ...

ଆମେରିକା ୬-୧୧: ବିଶ୍ଵର ସବୁଠୁ ବଡ ନିର୍ବାଚନ,ଏବେ ଆମେରିକାର ବର୍ତମାନ ରାଷ୍ଟ୍ରପତି ଏବଂ ରିପବ୍ଲିକ ପାର୍ଟିର ଡୋନାଲ୍ଡ ଟ୍ରମ୍ଫ ଏବଂ ଡେମୋକ୍ରେଟ ପାର୍ଟିର ଜୋ ବାଇଡେନ ମଧ୍ୟରେ ଚାଲିଛି । ନିର୍ବାଚନର ଆରମ୍ଭରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସପକ୍ଷରେ ପ୍ରଚଣ୍ଡ ବହୁମତରେ ଭୋଟସ ଆସିଲା ବେଳେ ଅନ୍ତିମ ସମୟରେ ଜୋ ବାଇଡେନ ସପକ୍ଷରେ ଆସିଥିବା ପ୍ରଚୁର ଭୋଟସ ଯୋଗୁଁ ଜୋ ବାଇଡେନ ସପକ୍ଷରେ ନିର୍ବାଚନ ହୋଇଛି ।

ପରନ୍ତୁ ଜୋ ବାଇଡେନ କୁ ଆସିଥିବା ଭୋଟ ନିର୍ବାଚନର ନିର୍ଧାରିତ ସମୟ ପରେ ଆସିଛି, ଏହା ଯୋଗୁଁ ରିପବ୍ଲିକ ପାର୍ଟି ଏ କଥାର ବିରୋଧ କରି କହିଛି ଜୋ ବାଇଡେନ କୁ ମିଳିଥିବା ଭୋଟ ମାନ୍ୟ ନୁହେଁ ଏବଂ ଏହି କଥାକୁ ନେଇ ସେ ଆମେରିକାନ ହାଇକୋର୍ଟ ରେ ଆପିଲ କରିବେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏହି ପଦକ୍ଷେପକୁ ଆମେରିକା ନାଗରିକ ମାନେ ନିନ୍ଦା କରିଛନ୍ତି ଏବଂ ଆମେରିକା ର ମିଡିଆ ଏ କଥାକୁ ଖାରିଜ କରି ଜୋ ବାଇଡେନ ସପକ୍ଷରେ ଠିଆ ହୋଇଥିବା ଦେଖାଗଲା

ଆମେରିକାନ ରାଷ୍ଟ୍ରପତି ଇତିହାସରେ ଏହା ପ୍ରଥମ ଥର ହୋଇଛି କି ନିର୍ବାଚନର ନିର୍ଧାରିତ ସମୟ ପରେ ଆସିଥିବା ଭୋଟ ଗଣନା କରାଯାଉଛି,ଏହା ଆମେରିକାନ ନିର୍ବାଚନ ଅୟୋଗର କାର୍ଯନୀତି ଓ ଆଇନ ପାଳନତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି । କିନ୍ତୁ ନିର୍ବାଚନ ର ଫଳ ଯାହା ହେଲେ ବି ଆମେରିକା ଆଉ ଭାରତ ର କୁଟନୀତିକ ସମ୍ବନ୍ଧ ଉପରେ ବିଶେଷ ନକରାତ୍ମକ ପ୍ରଭାବ ପଡିବାର ସମ୍ଭାବନା ନୁହେଁ , ଯେହେତୁ ଆମେରିକା ଆଉ ଚାଈନା ର ସମ୍ପକ ଚାଈନା ଯୋଗୁଁ ଖରାପ ହୋଇ ଚାଲିଛି ଏବଂ ଏସିଆ ମହାଦ୍ଵୀପ ରେ ଭାରତ ହିନ ଏକ ମାତ୍ର ସସକ୍ତ ଲୋକତନ୍ତ୍ର ଯାହା ଯୋଗୁଁ ଆମେରିକା ଭାରତ ଉପରେ ନିର୍ଭର ସେଥିପାଇଁ ଭାରତ ଆଉ ଆମେରିକା ର ସମ୍ପର୍କ ବଢିବାର ବେସୀ ସମ୍ଭାବନା ଅଛି ।

- Advertisement -ଆମେରିକାନ ରାଷ୍ଟ୍ରପତି ନିର୍ବାଚନ ଦୁର୍ନୀତି ?

More articles

LEAVE A REPLY

Please enter your comment!
Please enter your name here

- Advertisement -ଆମେରିକାନ ରାଷ୍ଟ୍ରପତି ନିର୍ବାଚନ ଦୁର୍ନୀତି ?

Latest article

ବ୍ଲୁ ଫ୍ଲାଗ୍ ମାନ୍ୟତା ଓ ଗ୍ଲାମ୍ପିଂ ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ମାନ ବୃଦ୍ଧି ହେବ

ଭୁବନେଶ୍ୱର, ୩/୧୨ ;:ଓଡ଼ିଶା ଉପକୂଳରେ ପୁରୀ ବ୍ୟତୀତ ଆଉ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥାଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ...

ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଦେଲା ପ୍ରଦେଶ ଯୁବ କଂଗ୍ରେସ ।

ଭୁବନେଶ୍ୱର,୩/୧୨ ;ପ୍ରଦେଶଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସରଏକ ପ୍ରତିନିଧି ଦଳ ଲୋୟର ପିଏମ୍ଜିଠାରେ ଦୀର୍ଘ ୫ ଦିନ ଧରି...

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଏଡସ୍ ଦିବସ ।

କେନ୍ଦୁଝର,୩/୧୨: କେନ୍ଦୁଝରଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଏଡସ୍ଦିବସ-୨୦୨୦ ତା୦୧.୧୨.୨୦୨୦ରିଖ ଦିନ ଡି.ଟି.ୟୁ.ହଲଠାରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ...

ଦ୍ୱୈତ ପରୀକ୍ଷଣ କିଟ୍ଲୋକାର୍ପିତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ।

ଭୁବନେଶ୍ୱର, ତା ୩/୧୨:ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଗର୍ଭବତୀ ମହିଳା ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେଏଚ.ଆଇ.ଭି ଓ ସିଫିଲିସ...

ମଦଭର୍ତ୍ତି ବୋଲେରୋ ଜବତ:୨ ଗିରଫ

ବାଲେଶ୍ୱର,୩/୧୨: ବାଲେଶ୍ୱର ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁଚଢ଼ଉ ହୋଇ ଦେଶୀମଦ ଭର୍ତ୍ତି ଏକବଲେରୋ ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ସୋମବାର ଦିନ ଗିରଫ...