22 C
Bhubaneswar
Thursday, November 26, 2020

ସେର ଲାଇଟ୍ ଅଚଳ, ଭାର୍ଗବୀ ବ୍ରିଜ୍ ଅନ୍ଧାର ।

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ବାଲିଅନ୍ତା,୬ ।୧୧; ମାତ୍ର ଗୋଟିଏ ବର୍ଷରେ ଅଚଳ ହୋଇଗଲା ୧୬ଟିସେର ଲାଇଟ୍ । ୫ ଲକ୍ଷ ଟଙ୍କାର ଅନୁଦାନ ପାଣିରେ ପଡ଼ିଗଲା । ଫଳରେ ମାତ୍ରବର୍ଷକ ପାଇଁ ରାତିରେ ଝଲମଲ କରିଥିବା ଭାର୍ଗବୀ ନଦୀର ବାଳକାଟି ବ୍ରିଜ୍ ଏବେଅନ୍ଧାରରେ ପଡ଼ିଛି । ପ୍ରତାପ ଶାସନ ଗ୍ରାମ ପଞ୍ଚାୟତ ଓ ବାଲିଅନ୍ତା ପଞ୍ଚାୟତ ସମିତିଏହାର ମରାମତି ଓ ରକ୍ଷଣାବେକ୍ଷଣ ନେଇ କେଣସି ପଦକ୍ଷେପ ନେଇନଥିବାରୁ ବ୍ରିଜ୍ରପୂର୍ବ ଭଳି ଅନ୍ଧାର ରାଜ୍ ଚାଲିଛି ।

ସୂଚନାନୁସାରେ ୨୦୧୮/୧୯ ମସିହାରେ ବିଧାୟକହାତ ପାଣ୍ଠି ଅନୁଦାନ ଅର୍ଥରେ ବାଳକାଟି ବ୍ରିଜ୍ ଉପରେ ୧୬ଟି ସେର ଲାଇଟ୍ ଲାଗିଥିଲା ।ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ଉଭୟ ପ୍ରତାପଶାସନ ପଞ୍ଚାୟତ ଓ ବାଲିଅନ୍ତା ବ୍ଲକ ପକ୍ଷରୁ ଏହାର ରକ୍ଷଣା ବେକ୍ଷଣ କରାଯିବବୋଲି ନିଷ୍ପତ୍ତି ହୋଇଥିଲା । ସେର ଲାଇଟ୍ ଲାଗିବା ପରେ ରାତିରେ ବାଳିକାଟିସେତୁ ବେଶ୍ ସୁନ୍ଦର ଭାବେ ଝଲସି ଥିଲା । ଲୋକମାନେ ସୁବିଧାରେ ଓ ନିରାପଦରେଏହି ବ୍ରିଜ୍ ଉପରେ ଯାତାୟାତ କରିଥିଲେ । କିନ୍ତୁ ମାତ୍ର ବର୍ଷକ ପରେ ଯଥା ପୂର୍ବଂ ତଥାପରଂ ଅବସ୍ଥା । ନିମ୍ନମାନର ଲାଇଟ୍ ସବୁ ବର୍ଷକ ଭିତରେ ନଷ୍ଟ ହୋଇଗଲା । ଗୋଟିଏସେରଖୁଣ୍ଟ ଭାଙ୍ଗି ଭାର୍ଗବୀ ନଦୀ ଭିତରକୁ ଲଟକି ରହିଛି ।

କିଛି ବତୀଖୁଣ୍ଟରେ ଲାଗିଥିବାଲାଇଟ୍, ପ୍ୟାନେଲ୍ ବୋର୍ଡ, ବଲ୍ୱ, ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇଗଲାଣି ।ଅନ୍ଧାର କାରଣରୁ ଏବେ ବ୍ରିଜ୍ ଉପରେ ଲୋକମାନେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାର ଯୋଗୁ ଅନେକ ସମୟରେ ବ୍ରିଜ୍ ଉପରେ ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନ୍ଧାର ପରିବେଶର ସୁଯୋଗ ନେଇ ବ୍ରିଜ୍ସଂଲଗ୍ନ ଅଞ୍ଚଳ ନିଶା ବ୍ୟବସାୟୀଙ୍କୁ ସୁହାଉଛି । ବ୍ରିଜ୍ ଉପରେ ନିଶାଡ଼ିଙ୍କ ଅ ।ଡା ଜମୁଥିବାରୁପଥ·ରୀମାନେ ପୂର୍ବ ଭଳି ଲୁଟ୍ର ଶିକାର ହେବା ଭୟ ଘାରିଛି ।

- Advertisement -ସେର ଲାଇଟ୍ ଅଚଳ, ଭାର୍ଗବୀ ବ୍ରିଜ୍ ଅନ୍ଧାର ।

More articles

LEAVE A REPLY

Please enter your comment!
Please enter your name here

- Advertisement -ସେର ଲାଇଟ୍ ଅଚଳ, ଭାର୍ଗବୀ ବ୍ରିଜ୍ ଅନ୍ଧାର ।

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...