23 C
Bhubaneswar
Friday, February 26, 2021

ସରକାରଙ୍କ ଦୁଷ୍ଟି ଗୋଚର ହେଉନି ଚୋରା ନିଶା କାରବାର ।

Must read

କାଶ୍ମୀର ୱିକର ଉତ୍ପାଦଗୁଡ଼ିକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ |

ଶ୍ରୀନଗର: କାଶ୍ମୀର ୱିଲି ୱିକର୍ ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟଫର୍ମ ପରି ଆମାଜନ, ମାଇଣ୍ଟ୍ରା ଇତ୍ୟାଦି ମାଧ୍ୟମରେ ବିଶ୍ଵ ବ୍ୟାଙ୍କ...

ପ୍ରଭାସ ଓଡିଆ ଭବନ ଭୁବନେଶ୍ଵରରେ ଉଦ୍ଘାଟନ କରିଥିଲେ ।

ଭୁବନେଶ୍ବର: ଭାରତର ବିଭିନ୍ନ ମହାନଗର ନିଗମ, ଅନ୍ୟ ରାଜ୍ୟ ତଥା ବିଦେଶରେ ଓଡ଼ିଶା ବାହାରେ ରହୁଥିବା ପ୍ରାୟ ଦେଢ କୋଟି ଓଡିଆ ସେମାନଙ୍କ ମାତୃ ରାଜ୍ୟର ସାମଗ୍ରିକ ବିକାଶ ପାଇଁ...

ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ଛୁଇଁପାରେ, ଓଡ଼ିଶା ସରକାର ଧନୀ!

ଭୁବନେଶ୍ବର: ଆଜି ମଧ୍ୟ ଓଡିଶାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ ୯୨ ଟଙ୍କା ବଢୁଥିବାରୁ ଆଗାମୀ ମାସରେ ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ...

୧୯୯୯ ଓଡିଶା ଗ୍ୟାଙ୍ଗ୍ରେପରୁ ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଯାହା ପଟ୍ଟନାୟକଙ୍କୁ ତାଙ୍କ ଚେୟାର ଖର୍ଚ୍ଚ କରିଥିଲା |

ଭୁବନେଶ୍ଵର: ନ୍ୟାୟ ପାଇଁ ତାଙ୍କର ସଂଗ୍ରାମ ଏକ ଦୀର୍ଘ, ୨୨ ବର୍ଷ ସଠିକ୍ ଥିଲା | ମୃତ୍ୟୁ, ବଳାତ୍କାର ଧମକ, ଏକ ରାଜନୈତିକ ଷଡଯନ୍ତ୍ର...

ବଳଙ୍ଗା,୬ ।୧୧(ନି.ପ୍ର): ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ଯୁବପିି ଏବେନିଶାରେ ଚୂର୍ । କବଳିତ କଲାଣି ଗଞ୍ଜେଇ, ଚରସ, ମଦ, ଗଞ୍ଜେଇ ସିଗାରେଟ୍, ଅଫିମ ଏବଂ ବ୍ରାଉନସୁଗାର ।ବିଶେଷ କରି ୧୫/୧୬ବର୍ଷରୁ ଆରମ୍ଭକରି ବୟସ୍କ ଯୁବଗୋଷ୍ଠୀ ନିଶା ଫାଶରେ ପଡ଼ୁଥିବା ବେଳେ ଉଜୁଡ଼ି ଯାଉଛିପରିବାର । ରୋଗ, ଅଭାବନୀୟ କାଣ୍ଡପାଇଁ ଅକାଳେ ଝଡ଼ି ପଡୁଛି ଜୀବନ ।ଡ୍ରଗ୍ସ ସେବନ କରି ଗାଡ଼ିମଟର ଚଳାଉଥିବା ବେଳେ ରାସ୍ତା ଦୁର୍ଘଟଣାରେ ପ୍ରାଣ ମଧ୍ୟହରାଉଛନ୍ତି । ହେଲେ ଦୁର୍ଘଟଣା କହିଅସଲ କାରଣକୁ ଏଡ଼ାଇ ଦିଆଯାଉଛି ।

ଛୋଟ ଛୋଟ ପାନ ଦୋକାନଠାରୁଆରମ୍ଭ କରି ହୋଟେଲ୍ ଓ ଢାବା ୨୪ଘଣ୍ଟିଆ ଚୋରା ନିଶା ବେପାର ଏବଂ ଅସାମାଜିକ ଯୁବକମାନେ ଏହିସବୁ ନିଶାଦ୍ରବ୍ୟକୁ ଲୁ·ଣିଆ ବିକ୍ରି କରି ଲାଲେ ଲାଲ୍ହେଉଛନ୍ତିୟ ଏହାର ନିରାକରଣ ପାଇଁପୁଲିସ, ଅବକାରୀ ବିଭାଗ ସେମାନଙ୍କମଧ୍ୟରେ ତତ୍ପରତା ଅଭାବରୁ ଦିନକୁ ଦିନଏହି ନିଶା ବେପାର ବଳଙ୍ଗା, ନିମାପଡ଼ା,ପିପିଲି, ସାକ୍ଷୀଗୋପାଳ, ପୁରୀ,ଭୁବନେଶ୍ୱର, କେତକୀପାଟଣା,ହରିପୁର,ଏବଂ ସାରା ରାଜ୍ୟରେ ଦ୍ରୁତଗତିରେ ବି ଚାଲିବା ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । କିନ୍ତୁକିଛି ବି କାର୍ଯ୍ୟକାରୀ ହୋଇ ପାରୁନି । ବରଂବେଧଡ଼କ ଚାଲିଛି ବେପାର । ସଞ୍ଜନଇଁଲେ ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍,ପାନ, · ଦୋକନ, ହୋଟେଲ୍,ରେଷ୍ଟୁରାଣ୍ଟ, ଢାବାରେ ଆସର ଜମୁଛି ।

ଢାବା, ହୋଟେଲ ମାଲିକ ଓ ଦଲାଲଚୋରାରେ ଦେଶୀ ମଦ ବିକ୍ରି କରାଯାଉଥିବା ନଜିର ରହିଛି । ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ଅଟୋ,ସ୍କୁଟର, ବାଇକ୍ ଆଦିରେ ପାଇକାରୀ ବ୍ୟବସାୟୀ ଭଳି ସେଗୁଡ଼ିକୁ ବୋହି ଆଣିବଜାର ଭିତରେ ପ୍ରବେଶ କରାଉଛନ୍ତି ।ବଳଙ୍ଗା ଏବଂ ତାହାର ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ଚୋରା ଗଞ୍ଜେଇ ଓ ଅଫିମ ପୋର ହେବାରେ ଲାଗିଛି । କିଛି ନିର୍ଦ୍ଦିଷ୍ଟନିଶା ମାଫିଆ ପୁଲିସ ଏବଂ ଅବକାରୀ ସଲାସୁତୁରାରେ ଏହି ସବୁ ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି । ଏଭଳିନିଶା ଖାଇଲେ ହୃଦ୍ଘାତ, କର୍କଟ ଏବଂ ମସ୍ତିସ୍କଅଚଳ ହେବାର ସମ୍ଭାବନା ଅଧିକ ।ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଜିଲ୍ଲାରେ ବହୁଳ ଚାଲିଥିବା ବେଳେ ଚରସ, ବ୍ରାଉନ ସୁଗାରପରି ଦାମିକା ନିଶାଦ୍ରବ୍ୟ ମଧ୍ୟ ସହରରେ ଲୁଚାଣିଆ ବେପାର ହେଉଛି ।

ମାଫିଆଗୋଷ୍ଠୀ ରୋଜଗାର ଯୋଗାଇ ଦେବା ନାଁରେ ଅର୍ଧଶିକ୍ଷିତ ବେକାର ଯୁବକମାନଙ୍କୁ ଧନ୍ଧାରେ ଲଗାଇଦେଉଛନ୍ତି । ସେହିପରି ଅଧିକାଂଶଅଳ୍ପ ବୟସ୍କ ଯୁବକ ଚରସ, ବ୍ରାଉନ୍ସୁଗାରପରି ଦାମୀ ନିଶାସେବନ କରି ଗାଡ଼ିଚଳାଇବା ଫଳରେ ଦୁର୍ଘଟଣାର ଶିକାରହୋଇ ମୃତୁ୍ୟବରଣ କରୁଛନ୍ତି । ଆଖପାଖଅଞ୍ଚଳରେ ଏମିତି ଅନେକ ଛୋଟ ବଡ଼ଦୁର୍ଘଟଣା ଘଟୁଛି ଯାହା ଅନୁଧ୍ୟାନ କଲେ ତା’ପଛର ମୂଳ କାରଣ ନିଶା ବୋଲି ଜଣାପଡ଼ୁଛି ।ନିଶାଖୋର୍ ବିବା ଯୋଗୁ ଚୋରି, ଛିନ୍ ତରାଇ,ଲୁଟ୍ପାଟ, ଡକାୟତି ଘଟଣା ମଧ୍ୟ ସମତାଳରେବି ଚାଲିଛି । ଏପରି ବେଆଇନ୍ କାର୍ଯ୍ୟକୁବିଭାଗୀୟ କର୍ମଚାରୀ ରୋକିବା ପରିବର୍ତ୍ତେ ମାସିକିଆ ବଟି ନେଇ ପ୍ରୋତ୍ସାହନ ଦେଉଥିବା ଆଲୋଚନା ହେଉଛି ।

- Advertisement -ସରକାରଙ୍କ ଦୁଷ୍ଟି ଗୋଚର ହେଉନି ଚୋରା ନିଶା କାରବାର ।

More articles

LEAVE A REPLY

Please enter your comment!
Please enter your name here

- Advertisement -ସରକାରଙ୍କ ଦୁଷ୍ଟି ଗୋଚର ହେଉନି ଚୋରା ନିଶା କାରବାର ।

Latest article

କାଶ୍ମୀର ୱିକର ଉତ୍ପାଦଗୁଡ଼ିକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ |

ଶ୍ରୀନଗର: କାଶ୍ମୀର ୱିଲି ୱିକର୍ ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟଫର୍ମ ପରି ଆମାଜନ, ମାଇଣ୍ଟ୍ରା ଇତ୍ୟାଦି ମାଧ୍ୟମରେ ବିଶ୍ଵ ବ୍ୟାଙ୍କ...

ପ୍ରଭାସ ଓଡିଆ ଭବନ ଭୁବନେଶ୍ଵରରେ ଉଦ୍ଘାଟନ କରିଥିଲେ ।

ଭୁବନେଶ୍ବର: ଭାରତର ବିଭିନ୍ନ ମହାନଗର ନିଗମ, ଅନ୍ୟ ରାଜ୍ୟ ତଥା ବିଦେଶରେ ଓଡ଼ିଶା ବାହାରେ ରହୁଥିବା ପ୍ରାୟ ଦେଢ କୋଟି ଓଡିଆ ସେମାନଙ୍କ ମାତୃ ରାଜ୍ୟର ସାମଗ୍ରିକ ବିକାଶ ପାଇଁ...

ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ଛୁଇଁପାରେ, ଓଡ଼ିଶା ସରକାର ଧନୀ!

ଭୁବନେଶ୍ବର: ଆଜି ମଧ୍ୟ ଓଡିଶାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ ୯୨ ଟଙ୍କା ବଢୁଥିବାରୁ ଆଗାମୀ ମାସରେ ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ...

୧୯୯୯ ଓଡିଶା ଗ୍ୟାଙ୍ଗ୍ରେପରୁ ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଯାହା ପଟ୍ଟନାୟକଙ୍କୁ ତାଙ୍କ ଚେୟାର ଖର୍ଚ୍ଚ କରିଥିଲା |

ଭୁବନେଶ୍ଵର: ନ୍ୟାୟ ପାଇଁ ତାଙ୍କର ସଂଗ୍ରାମ ଏକ ଦୀର୍ଘ, ୨୨ ବର୍ଷ ସଠିକ୍ ଥିଲା | ମୃତ୍ୟୁ, ବଳାତ୍କାର ଧମକ, ଏକ ରାଜନୈତିକ ଷଡଯନ୍ତ୍ର...

ମାର୍ଚ୍ଚ ୧ ରୁ ଆରମ୍ଭ ହେବାକୁ ଥିବା ଓଡିଶା ପ୍ଲସ୍ ୩ ପ୍ରଥମ ବର୍ଷ ଅନଲାଇନ୍ କ୍ଲାସ୍ |

ଭୁବନେଶ୍ଵର: ଓଡିଶା ଉଚ୍ଚଶିକ୍ଷା ବିଭାଗ ମାର୍ଚ୍ଚ ୧ ରୁ ଅନଲାଇନ୍ ମୋଡରେ ପ୍ରଥମ ବର୍ଷର ଛାତ୍ରମାନଙ୍କ ପାଇଁ କ୍ଲାସ୍ ଆରମ୍ଭ କରିବାକୁ ସାରା ରାଜ୍ୟରେ...