ମୁମ୍ବାଇ ୬-୧୧:ରିପବ୍ଲିକ ଟିଭି ସମ୍ପାଦକ ଆର୍ନବ ଗୋସ୍ଵାମୀ କୁ ବୁଧବାର ଦିନ ମୁମ୍ବାଇ ପୁଲିସ ତାଙ୍କ ଘରୁ ଅବୈଧ ଭାବେ ଗିରଫ କରିଥିଲା , ଯାହା ପରେ ଭାରତୀୟ ନାଗରିକ କ୍ରୋଧ ରେ ଆସି ମୁମ୍ବାଇ ପୁଲିସ ଆଉ ଉଦ୍ଧବ ଠାକରେ ସରକାର ଉପରେ ତାଙ୍କର ବିରୋଧ ପ୍ରଦର୍ଶନ କରିଥିଲେ ,ଏହି ପ୍ରଦର୍ଶନ ର ଗୁରୁତ୍ଵ ଏ କଥା ରୁ ଲଗାଇ ଯାଇ ପାରେ କେ ଭାରତୀୟ ସେନା ଜେନେରାଲ ବିପିନ ରାବତ ଆଉ ମେଜର ଗୌରବ ଆର୍ଯା ଭଳି ଲୋକୋ ଏହି ପ୍ରଦର୍ଶନ ରେ ଆର୍ନବ ଗୋସ୍ଵାମୀ ଙ୍କ ସପକ୍ଷରେ ଉଲହାଇ ଥିଲେ।
ଆର୍ନବ ଗୋସ୍ଵାମୀ ର ଏହି ଅବୈଧ ଗିରଫକୁ ମହରାଷ୍ଟ୍ର ରାଜ୍ୟ ସରକାର ଏବଂ ମୁମ୍ବାଇ ପୁଲିସ ର ଭାରତର ସାଧାରଣତନ୍ତ୍ର ଉପରେ ଏକ ଆକ୍ରମଣ ଭାବେ ଦେଶର ଲାକେ ଦେଖୁଛନ୍ତି । ଏହି ଗୁରୁତ୍ଵପୂର୍ଣ ପରିସ୍ଥିତି ରେ ମୁମ୍ବାଇ ହାଇ କୋର୍ଟ ଯାହା ଉପରେ ରାଜ୍ୟର ଆଇନ ଏବଂ କାନୁନ ସମ୍ଭାଳିବାର ଦାଇତ୍ଵ ଅଛି ସିଏ ମଧ୍ୟ ଅବହେଳା କରି ଏହା ଦର୍ଶାଇଛି କି ମୁମ୍ବାଇ ର ଆଇନ କାନୁନ ସ୍ଥିତି ବିଫଳ ରାସ୍ତା ରେ ଚାଲି, ବୋଧେ ପହଞ୍ଚି ସାରିଛି ।
ମହାରାଷ୍ଟ୍ର ର ଏହି ସ୍ଥିତି ଦେଖି ଲୋକୋମାନେ ଭୟଭୀତ ହୋଇଛନ୍ତି ଏବଂ ରାଷ୍ଟ୍ରପତି ଶାସନ ଆଣିବାର ଦାବି କରିଛନ୍ତି । ଦେଶବାସୀ ମାନେ ହିନ୍ଦୁ ବୀର ବାଲା ସାହାବ ଠାକରେଙ୍କ ସୁପୁତ୍ର ଉଦ୍ଧବ ଠାକରେଙ୍କ ସରକାରର ବିଫଳତା ଦେଖି, ଦୁଖଃ ଏବଂ କ୍ରୋଧରେ ଅଛନ୍ତି ।
ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ମୁମ୍ବାଇ ହାଇ କୋର୍ଟ ଏବଂ ମୁମ୍ବାଇ ପୁଲିସ ବିଭାଗ ଉପରେ ଥିବା ପ୍ରଭାବ ମୁମ୍ବାଇ ହାଇ କୋର୍ଟ ଏବଂ ମୁମ୍ବାଇ ପୁଲିସ ର କାର୍ଯ୍ୟ ନୀତି ଉପରେ ଗଭୀର ପ୍ରଶ୍ନ ଉଠାଇଛି ଏବଂ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ନିଷ୍ଟା ଉପରେ ଭି ପ୍ରଶ୍ନ ଉଠାଇଛି।