22 C
Bhubaneswar
Thursday, November 26, 2020

ଆଉ ଲଢ଼ିବେନି ନୀତିଶ କୁମାର ।

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ନୂଆଦିଲ୍ଲୀ,୬/୧୧: ଆସନ୍ତା ୭ ତାରିଖରେବିହାରରେ ଅନୁଷ୍ଠିତ ହେବ ତୃତୀୟ ବା ଶେଷମତଦାନ । ତେବେ ତୃତୀୟ ପର୍ଯ୍ୟାୟର ପ୍ରଚାରବେଳେଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରବଡ଼ ବୟାନ ଦେଇଛନ୍ତି । ସେ ଲୋକଙ୍କୁ ସମ୍ବୋଧନକରିବା ବେଳେ ଏହା ତାଙ୍କର ଶେଷ ନିବାଚନ ଓଏହା ଭଲରେ ଶେଷ ହେବ ବୋଲି ସେ ଘୋଷଣାକରିଛନ୍ତି ।ବିହାରରୁ ୫ଥରର ମୁଖ୍ୟମନ୍ତ୍ରୀ ହୋଇ ସାରିଥିବା ନୀତୀଶ କୁମାର ଆଜି ପୁର୍ଣ୍ଣିଆରେ ଜେଡିୟୁ ପ୍ରାର୍ଥୀଙ୍କପାଇଁ ପ୍ରଚାର କରିଛନ୍ତି । ଏହି ସମୟରେ ସେ କହିଛନ୍ତିଯେ ଆଜି ନିର୍ବାଚନର ଶେଷ ଦିନ ।

ଆଜି ପରେନିର୍ବାଚନ ଶେଷ ହୋଇଯିବ । ଏହା ମୋର ଶେଷନିର୍ବାଚନ । ଶେଷ ଭଲ ହେବ ତ ସବୁ କିଛି ଭଲହେବ ବୋଲି ସେ ଘୋଷଣା କରିଛନ୍ତି ।ସେହିପରି ହେଲେ ଶେଷ ପର୍ଯ୍ୟାୟର ଭୋଟଗ୍ରହଣ ପୂର୍ବରୁ ଧୀରେ ଧୀରେ ଖୋଲୁଛି ଏନଡିଏ ମେଣ୍ଟଭିତରେ ଥିବା ବିବାଦ । ବିଜେପିର ତାରକା ପ୍ରଚାରକତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀତଥା ଜେଡିୟୁ ନେତା ନୀତୀଶ କୁମାର ।

ଯୋଗୀ ଆଦିତ୍ୟନାଥ ବାଙ୍ଗଲାଦେଶୀ ଶରଣାର୍ଥୀଙ୍କୁଦେଶ ବାହାରକୁ ଫିଙ୍ଗିଦେବା ଆବଶ୍ୟକ ବୋଲିକହିଥିଲେ । ଏହାକୁ ନେଇ ଆକ୍ରାମକ ହୋଇଛନ୍ତିନୀତୀଶ । ନିତୀଶ କହିଛନ୍ତି କି, କାହାର ଦମ୍ ନାହିଁ କିଆମ ଦେଶର ଲୋକଙ୍କୁ ବାହାର କରିଦେବ । ତୃତୀୟପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ କିଶନଗଞ୍ଜଠାରେ ଏକନିର୍ବାଚନୀ ସଭାରେ ଜନତାଙ୍କୁ ସମ୍ବୋଧିତ କରିବାକୁଯାଇ ନୀତୀଶ କୁମାର କହିଥିଲେ କି, କାହାର ସାହାସନାହିଁ କି ଦେଶର ନାଗରିକଙ୍କୁ ବାହାର କରିଦେବ ।

- Advertisement -ଆଉ ଲଢ଼ିବେନି ନୀତିଶ କୁମାର  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଆଉ ଲଢ଼ିବେନି ନୀତିଶ କୁମାର  ।

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...