37 C
Bhubaneswar
Sunday, March 7, 2021

ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଏକନୂଆ ରେକର୍ଡ କରିଛନ୍ତି ।

Must read

ତାମିଲନାଡୁ ପରେ ଆସାମରେ କଂଗ୍ରେସ ଆସନ ବାଣ୍ଟିବାକୁ ଯାଉଛି

ତାମିଲନାଡୁ: ଆସନ ବାଣ୍ଟିବା ନେଇ ଡିଏମକେ ସହ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଆସାମରେ ପାର୍ଟୀରେ ସହଭାଗୀ ହେବା ପାଇଁ...

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ନୂଆଦିଲ୍ଲୀ,୬୧୧: ଆମେରିକାରେ କିଏ କରିବ ଶାସନ?କାହାକୁ ମିଳିବ ରାଷ୍ଟ୍ରପତି ପଦ? ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେଏବେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଏକନୂଆ ରେକର୍ଡ କରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ୭କୋଟି ଭୋଟ ମିଳିଛି ।ଏହା ପୂର୍ବରୁ କାହାକୁ ୭କୋଟି ଭୋଟମିଳିନଥିଲା । ୭କୋଟି ଭୋଟ ପାଇ ସେପୂର୍ବ ରାଷ୍ଟ୍ରପତି ବରାକ୍ ଓବାମାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଓବାମା୬୯,୪୯୮,୫୧୬ ଭୋଟ ପାଇରେକର୍ଡ କରିଥିବା ବେଳେ ଏବେ ତାଙ୍କରେକର୍ଡକୁ ଭାଙ୍ଗିଛନ୍ତି ଜୋ ବାଇଡେନ୍ ।ଅନ୍ୟ ପକ୍ଷରେ ଏ ପର୍ଯ୍ୟନ୍ତ ରିପବ୍ଳିକାନ୍ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ୬.୮କୋଟି ଭୋଟ ମିଳିଥିବା ଜଣା ପଡ଼ିଛି ।

ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ ଆଇନ ଜାଲରେ ଛନ୍ଦି ହୋଇଯିବାକୁବସିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡୋନାଲ୍ଡ ଟ୍ରମ୍ପ କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ୱିସକିନସନ୍ରେ ପୁଣି ଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି । ଟ୍ରମ୍ପ ଦାବିକରିଛନ୍ତି ପ୍ରଥମେ ସେ ଆଗରେ ଚାଲିଥିଲେ । କିନ୍ତୁ ଅଚାନକ ଜୋବାଇଡେନ ଆଗକୁ ଆସିଯାଇଛନ୍ତିୟ ତାଙ୍କ ସପକ୍ଷରେ ଚାଲି ଯାଇଛିଫଳାଫଳ । ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ସମସ୍ତେ ଏକାଠି ହୋଇତାଙ୍କୁ ହରାଇବାକୁ ଉଦ୍ୟମ କରିଛନ୍ତିା ଏହାରି ଭିତରେ ଟ୍ରମ୍ପଙ୍କ ଦଳ ମଧ୍ୟଭୋଟିଂ ଅବଧି ସରିବା ପରେ ବେଆଇନ ଭାବେ ମତଦାନ ଜାରି ରହିଥିବାନେଇ ଗତକାଲି ଅଭିଯୋଗ ଆଣିଥିଲା । ଟ୍ରମ୍ଫ ସୁପ୍ରିମକୋର୍ଟର ଦ୍ୱାରସ୍ଥହୋଇଥବାରୁ ଚୂଡାନ୍ତ ନିଷ୍ପତ୍ତିି ନେବେ କୋର୍ଟ, ତା’ପରେ ଆସିବ ଫଳାଫଳ ।

ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁକୌଣସି ଚମକ୍ରାର ହିଁ ବିଜୟୀ କରାଇପାରେ । କାରଣ ତାଙ୍କୁ ୨୧୪ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେଜୋ ବାଇଡେନଙ୍କୁ ମିଳିଛି ୨୬୪ ଇଲେକ୍ଟୋରାଲ୍ ଭୋଟ୍ ।ବତ୍ତର୍ମାନ ପ୍ରାୟ ୫ଟି ରାଜ୍ୟରେଗଣନା ଜାରି ରହିଛି, ଅଧିକାଂଶ ରାଜ୍ୟରେ ଡୋନାଲ୍ଡ ଟ୍ରମ୍ପ ଆଗୁଅଆଅଛନ୍ତି, ତେଣୁ ଶେଷରେ ଫଳାଫଳ କଣହେବ ତାହା ଏବେଠାରୁ କହିହେବ ନାହିଁ । ପେନସିଲଭାନିଆ – ୨୦ଭୋଟ,ଉତ୍ତର କାରୋଲିନା – ୧୫ଭୋଟ, ଜର୍ଜିଆ – ୧୬ ଭୋଟ୍, ଆଲାସ୍କା -୩ଭୋଟ୍ – ଡୋନାଲ୍ଡ ଟ୍ରମ୍ପ ଆଗରେ ଥିବାବେଳେ ନେବାଦା – ୬ଭୋଟ – ଜୋ ବାଇଡେନ ଆଗରେ ରହିଛନ୍ତି । ସାମ୍ପ୍ରତିକ ପରିସ୍ଥିତିଅନୁଯାୟୀ, ୫୪ଭୋଟ୍ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ଯାଉଥିବାବେଳେ ସଂଖ୍ୟାଗରିଷ୍ଠତା ପାଇଁ ତାଙ୍କୁ ୫୬ଭୋଟ୍ ଆବଶ୍ୟକ । କିନ୍ତୁ ଜୋବାଇଡେନଙ୍କୁ ଜିତିବା ପାଇଁ ୬ଟି ଭୋଟର ଆବଶ୍ୟକତା ରହିଥିବା ବେଳେ ନେବାଦାରୁ ୬ଭୋଟ ତାଙ୍କ ସପକ୍ଷରେ ରହିଛି । ବର୍ତ୍ତମାନର ସ୍ଥିତିକୁଦେଖି ବାଇଡେନଙ୍କ ଜିତିବାର ସମ୍ଭାବନା ଅଧିକ ବଢ଼ିଯାଇଛି ।

- Advertisement -ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଏକନୂଆ ରେକର୍ଡ କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଏକନୂଆ ରେକର୍ଡ କରିଛନ୍ତି ।

Latest article

ତାମିଲନାଡୁ ପରେ ଆସାମରେ କଂଗ୍ରେସ ଆସନ ବାଣ୍ଟିବାକୁ ଯାଉଛି

ତାମିଲନାଡୁ: ଆସନ ବାଣ୍ଟିବା ନେଇ ଡିଏମକେ ସହ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଆସାମରେ ପାର୍ଟୀରେ ସହଭାଗୀ ହେବା ପାଇଁ...

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ପଞ୍ଜାବ ବିଧାନସଭା ଚାଷ ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛି

ପଞ୍ଜାବ: ବିଧାନସଭା ଶୁକ୍ରବାର ଦିନ ଏକ ସଂକଳ୍ପ ପାରିତ କରି କୃଷକ ଏବଂ ପଞ୍ଜାବର ସ୍ୱାର୍ଥରେ ଚାଷ ଆଇନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରିବାକୁ...