25 C
Bhubaneswar
Monday, March 1, 2021

ଓଡ଼ିଶାରେ ପୁଞ୍ଜିନିବେଶ ପ୍ରକ୍ରିୟା ଜାରିରହିଛି ।

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ଭୁବନେଶ୍ୱର,୫ା୧୧(ନି.ପ୍ର.): କରୋନା ମହାମାରୀସ୍ଥିତି ଯୋଗୁ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରକ୍ରିୟା ଜାରିରହିଛି । ୯୨୭୧୩ କୋଟି ଟଙ୍କାର ୫ଟି ମେଗାପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସଅଥରିଟି ବୈଠକରେ ମଞ୍ଜୁରୀ ମିଳିଛି । ଏସବୁ ପ୍ରକଳ୍ପକାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୩୧୯୭୯ଟିନୂଅ । ନିଯୁକ୍ତି ସୃଷ୍ଟି ହେବ । ଏସବୁ ପ୍ରକଳ୍ପକୁ ଅକ୍ଟୋବର ୯ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଅନୁମୋଦନକରିଥିଲେ ।ରାଜ୍ୟକୁ ଆସୁଥିବା ପୁଞ୍ଜିନିବେଶ ପ୍ରସ୍ତାବ ଉପରେସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରଶିଳ୍ପଭିତ୍ତିକ ଅର୍ଥନୀତି ଖୁବଶୀଘ୍ର ପୁନଃଟ୍ରାକକୁ ଫେରିଛି ।୨୦୨୦ ଫେବୃୟାରୀ ମାସ ପରଠୁ ଓଡ଼ିଶା ୧.୧୭ଲକ୍ଷକୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛିଓ ଏହାଦ୍ୱାରା ୫୩ହଜାର ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ଯୋଗୁ ରାଜ୍ୟରେ ସବୁ ବର୍ଗରଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି ।ଇଣ୍ଡଷ୍ଟି୍ରଆଲ ପଲିସି ରିଜୋଲ୍ୟୁସନ(ଆଇପିଆର)-୨୦୧୫ ଅବଧି ମଧ୍ୟରେ ହାଇଲେଭଲ କ୍ଲିଅରାନ୍ସଅଥରିଟି(ଏଚଏଲସିଏ) ଦ୍ୱାରା ଅନୁମୋଦନ ଲାଭକରିବାରେ ଏହା ସର୍ବବୃହô ପୁଞ୍ଜିନିବେଶ ପ୍ରସ୍ତାବ ବୋଲିମୁଖ୍ୟମନ୍ତ୍ରୀ କହିଛନ୍ତି ।ଆଜି ଅନୁମୋଦନ ଲାଭ କରିଥିବା ୫ଟିପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡପାୱାର ଲିଃ ଦ୍ୱାରା ୬,୦୧୮କୋଟି ଟଙ୍କାରପୁଞ୍ଜିନିବେଶ କରାଯିବ । ଯେଉଁଥିରେ ଅନୁଗୋଳରେଥିବା ତା’ର ଷ୍ଟିଲ ପ୍ଲାଣ୍ଟ କ୍ଷମତାକୁ ବାର୍ଷିକ ୬ନିୟୁତଟନରୁ ୧୮.୬ ନିୟୁତ ଟନକୁ ସମ୍ପ୍ରସାରଣ କରିବା,ବାର୍ଷିକ ୩୬ ନିୟୁô ଟନର ସ୍ଲରି ପାଇପଲାଇନ୍ ଓବାର୍ଷିକ ୧୨.୫ ନିୟୁତ ଟନ କ୍ଷମତାବିଶିଷ୍ଟ ସିମେପ୍ଲାଣ୍ଟ ସ୍ଥାପନ ସାମିଲ ରହିଛି ।

ଏସବୁ ଦ୍ୱାରା ଦୁଇଟିପର୍ଯ୍ୟାୟରେ ୨୪୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗମିଳିବ ।ସେହିପରି ଜିନ୍ଦଲ ଷ୍ଟେନଲେସ୍ ଲିଃ ଦ୍ୱାରାକଳିଙ୍ଗନଗର ଶିଳ୍ପାଂଚଳରେ ଥିବା ତା’ର ପ୍ଲାଣ୍ଟର ବାର୍ଷିକ କ୍ଷମତା୧.୧ ନିୟୁତ ଟନରୁ ୩.୨ ନିୟୁତ ଟନକୁ ବୃଦ୍ଧି ଓ କୋଲଡ୍ରୋଲିଂ ମିଲ୍ କ୍ଷମତାକୁ ବାର୍ଷିକ ୨.୪ ନିୟୁତ ଟନକୁ ବୃଦ୍ଧିକରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ କମ୍ପାନୀ୬୮୪୦କୋଟି ଟଙ୍କା ନିବେଶ କରିବ ଓ ୨୨୩୬ଜଣଙ୍କୁନିଯୁକ୍ତି ସୁଯୋଗ ମିଳିବ ।ସେହିପରି ଏସାର ମିନମେଟ୍ ଲିଃ କମ୍ପାନୀ କେନ୍ଦୁଝର ଓପାରାଦୀପରେ ୬୬୫୦କୋଟି ଟଙ୍କା ବ୍ୟୟରେ ବାର୍ଷିକ୧୪ନିୟୁତ ଟନର ବେନିଫିକେସନ୍ ଓ ୧୪ ନିୟୁତ ଟନରପେଲେଟ୍ ପ୍ଲା ଓ ୧୪ ନିୟୁତ ଟନ କ୍ଷମତା ବିଶିଷ୍ଟ ସ୍ଲରିପାଇପଲାଇନ୍ ସ୍ଥାପନ କରିବ । ଏଥିରେ ୧୪୬୮ଜଣଙ୍କୁ ନିଯୁକ୍ତିସୁଯୋଗ ମିଳିବ ।

ସେହିପରି ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲଇଣ୍ଡିଆ କେନ୍ଦୁଝରରେ ନିଜର ବେନିଫିକେସନ ପ୍ଲାଣ୍ଟର କ୍ଷମତାବାର୍ଷିକ ୧୬.୭୬ ନିୟୁତ ଟନ ଓ ପାରାଦୀପରେ ପେଲେଟ୍ ପ୍ଲାକ୍ଷମତା ୧୨ ନିୟୁତ ଟନକୁ ବୃଦ୍ଧି କରିବାକୁ ୨ହଜାର କୋଟିଟଙ୍କାର ପୁଞ୍ଜିନିବେଶ କରିବ ବୋଲି ପ୍ରସ୍ତାବ ଦେଇଛି । ଏହାଦ୍ୱାରା୬୫୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।ସେହିପରି ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜିଲିଃକୁ ତା’ର ଷ୍ଟିଲ୍ ପ୍ଲାଣ୍ଟ ଉତ୍ପାଦନ କ୍ଷମତା ବାର୍ଷିକ ୨.୩୭୩ନିୟୁତ ଟନକୁ ବୃଦ୍ଧି ଓ ଏକ ରୋଲିଂ ମିଲ୍ ନିର୍ମାଣ ନିମନ୍ତେ୧୨୦୫କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏଥିରେ୩୨୭୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଆଜି ଏହି ସମସ୍ତପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଚଏଲସିଏବୈଠକରେ ଅନୁମୋଦନ ମିଳିଛି ।

- Advertisement -ଓଡ଼ିଶାରେ ପୁଞ୍ଜିନିବେଶ ପ୍ରକ୍ରିୟା ଜାରିରହିଛି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଓଡ଼ିଶାରେ ପୁଞ୍ଜିନିବେଶ ପ୍ରକ୍ରିୟା ଜାରିରହିଛି  ।

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...