18 C
Bhubaneswar
Wednesday, December 2, 2020

ନିର୍ବାଚନ ଜିତିବା ପାଇଁ ସମସ୍ତେ ଆଶାୟୀ ।

Must read

ନଭେମ୍ବରରେ ବିଦ୍ୟାଳୟ ଖୋଲିବା ଉପରେ ଓଡିଶା ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ।

ଭୁବନେଶ୍ୱର,ତା୦୧/୧୨; ଆସନ୍ତା ମାସରେ ସମ୍ଭାବ୍ୟ କୋବିଡ୧୯ ଦୀତୀୟ ତରଙ୍ଗକୁ ଓଡିଶା ଅନାଇ ଥିବାରୁ ଚଳିତ ମାସରେ ସାରା ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି...

ଓଡିଶା ରାଜଧାନୀ ବିବାହ ପ୍ରକ୍ରିୟାକୁ ନିଷିଦ୍ଧ କରିଛି ।

ଭୁବନେଶ୍ଵର,ତା୦୧/୧୨; ଶୀତଦିନ ଆରମ୍ଭ ହେତୁ ଓଡିଶାରେ ଦ୍ୱିତୀୟ କୋଭିଡ -୧୯ ତରଙ୍ଗ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ମଙ୍ଗଳବାର ଦିନ...

ବିଦ୍ୟାଳୟ, ମଣ୍ଡଳୀ ଏବଂ ଅଧିକ ଖୋଲିବା ପାଇଁ ନୂତନ କୋବିଡ-୧୯ ନିର୍ଦ୍ଦେଶାବଳୀ।

ଭୁବନେଶ୍ଵର,ତା୦୧/୧୨;ରାଜ୍ୟରେ କରୋନାଭାଇରସ୍ ବଞ୍ଚୁଥିବା ମାମଲାକୁ ଦୃଷ୍ଟିରେ ରଖି ସୋମବାର ଓଡ଼ିଶା ସରକାର ନୂତନ କୋବିଡ୧୯ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଅତ୍ୟାଧୁନିକ କରୋନାଭାଇରସ୍ ନିର୍ଦ୍ଦେଶାବଳୀ ଅନୁଯାୟୀ, ବୃହତ ସାମାଜିକ, ରାଜନୈତିକ, କ୍ରୀଡା,...

ଓଡିଆ ଡିସେମ୍ବର ୩୧ ପର୍ଯ୍ୟନ୍ତ ଲକ୍ ଡାଉନ୍ ବିସ୍ତାର କରେ ।

ଭୁବନେଶ୍ଵର,ତା୦୧/୧୨;ଓଡ଼ିଶାରେ କରୋନାଭାଇରସ୍ ଲକଡାଉନ୍ ସର୍ବଶେଷ ସମ୍ବାଦ: କରୋନାଭାଇରସ୍ ବୃଦ୍ଧି ପାଉଥିବା ମାମଲାକୁ ଦେଖି ଓଡିଶା ସରକାର ସୋମବାର ଦିନ ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟରେ...

ଭୁବନେଶ୍ୱର,୫ ।୧୧:ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭାପାଇଁ ଉପନିର୍ବାଚନ ଶେଷହୋଇଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ଏହି ଦୁଇ ଆସନରୁଜିଣିବେ ବୋଲି ଦୃଢୋକ୍ତି ପ୍ରକାଶକରିଛନ୍ତି । ତେବେ ଏଠାକାର ପ୍ରାର୍ଥୀମାନଙ୍କର ଭାଗ୍ୟ ଓ ରାଜନୈତିକ ଭବିଷ୍ୟତ ଇଭିଏମ୍ରେ ବନ୍ଦହୋଇ ରହିଯାଇଥିବା ବେଳେ ବାସ୍ତବରେ କିଏଜିଣୁଛି ଓ କିଏ ହାରୁଛି ତାହା ଆସନ୍ତା୧୦ତାରିଖରେ ସ୍ପଷ୍ଟ ହୋଇଯିବ । ତେବେ ସପ୍ତାହେ କାଳ ପ୍ରାର୍ଥୀ ଓସେମାନଙ୍କ ସମର୍ଥକମାନେ ଆଶା ଆଶଙ୍କାରେ କେବଳ ଅଙ୍କ କଷିବାରେବ୍ୟସ୍ତ ରହିବେ ।

ଗତ ନିର୍ବାଚନରେ ତିର୍ତ୍ତୋଲ ସଂରକ୍ଷିତ ଆସନରୁ ବିଜେଡିପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ୯୩,୭୭୪ଖଣ୍ଡ ଭୋଟ ପାଇ ବିଜୟୀହୋଇଥିବାବେଳେ ତାଙ୍କ ନିକଟତମପ୍ରତିଦ୍ୱନ୍ଦୀ ବିଜେପିର ରମାକାନ୍ତ ଭୋଇ୫୩,୨୯୭ ଓ କଂଗ୍ରେସ ପ୍ରାର୍ଥୀ ଦେବୀପ୍ରସାଦ ମଲ୍ଲିକ ୨୩,୮୦୯ ଖଣ୍ଡଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ୪୦ହଜାରରୁ ଅଧିକ ଭୋଟବ୍ୟବଧାନରେ ଜିଣିଥିବା ବିଷ୍ଣୁ ଦାସଙ୍କଅକାଳ ବିୟୋଗ ଫଳରେ ଏଠାରେହୋଇଥିବା ଉପନିର୍ବାଚନରେ ତାଙ୍କପୁତ୍ର ବିଜୟ ଶଙ୍କର ଦାସ ବିଜେଡିଟିକଟରେ ୫୦ହଜାରରୁ ଅଧିକ ଭୋଟବ୍ୟବଧାନରେ ବିଜୟୀ ହେବେ ବୋଲିଏହି ନିର୍ବାଚନ ପରି·ଳନା ଦାୟିତ୍ୱରେଥିବା ଅନେକ ଦଳୀୟ ନେତା ଦୃଢୋକ୍ତିପ୍ରକାଶ କରୁଛନ୍ତି । ସେତେବେଳେବିଜେପି ପ୍ରାର୍ଥୀ ୩ତବା ରମାକାନ୍ତଭୋଇ ଏବେ ବିଜେଡିର ପ୍ରମୁଖପ୍ରଚାରକ ଥିଲେ ।

ଏଠାରୁ ବିଜେପିପ୍ରାର୍ଥୀ ହୋଇଥିବା ପୂର୍ବତନ କଂଗ୍ରେସନେତା ରାଜକିଶୋର ବେହେରାଙ୍କସପକ୍ଷରେ ପରିବର୍ତ୍ତନର ହାୱା ବୋହିଛିବୋଲି ବିଜେପି ନେତାମାନେକହୁଥିବାବେଳେ କଂଗ୍ରେସ ଏଥରଏଠାରୁ ଜଣେ ସ୍ୱଚ୍ଛ ସମାଜସେବୀ ଇଞ୍ଜିନିୟର ହିମାଂଶୁ ମଲିକଙ୍କୁ ପ୍ରାର୍ଥୀକରିଛି ଏବଂ ସେ ନିଶ୍ଚୟ ଜିଣିବେବୋଲି କଂଗ୍ରେସ ନେତାମାନେ ବିଆଶାବାଦୀ । ଗତ ନିର୍ବାଚନରେବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତବାଲେଶ୍ୱର ବିଧାନସଭା ଆସନରୁ୭୪,୬୧୦ ଖଣ୍ଡ ଭୋଟ ପାଇଜିଣିଥିବାବେଳେ ବିଜେପିରୁ ଆସିବିଜେଡିରେ ପ୍ରାର୍ଥୀ ହୋଇଥିବା ପୂର୍ବତନଜୀବନ ପ୍ରଦୀପ ଦାସ ୬୧,୩୦୪ ଓକଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ଦାସପତନାୟକ ୧୯,୬୮୮ଖଣ୍ଡ ଭୋଟପାଇଥିଲେ । ମଦନ ମୋହନଙ୍କଅକାଳ ବିୟୋଗ ପରେ ହୋଇଥିବାଉପର୍ନିବାଚନରେ ତାଙ୍କ ପୁଅ ମାନସଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଛି ଏବଂସେ ପୂର୍ବଥର ଅପେକ୍ଷା ଅଧିକ ଭୋଟପାଇବେ ବୋଲି ଦଳର ମଙ୍ଗୁଆଳମାନେ ଅଙ୍କ କଷୁଛନ୍ତି ।

ଏଥର ବାଲେଶ୍ୱରରୁ ବିଜେଡି ପ୍ରାର୍ଥୀହୋଇଥିବା ସମ୍ପୂର୍ଣ୍ଣ ନବାଗତ ସ୍ୱରୂପଦାସଙ୍କ ପାଇଁ ତାଙ୍କ ଦଳ ଯେଭଳିଗୁରୁତ୍ୱ ଦେଇ ନିର୍ବାଚନ ଯୁଦ୍ଧ ଲଢିଛିସେଥିରୁ ଏହି ଆସନଟି ବିଜେପି ଠାରୁବିଜେଡି ଛଡାଇନେବା ସମ୍ଭାବନା ଉଜ୍ୱଳବୋଲି ବାଲେଶ୍ୱରରୁ ନିର୍ବାଚନ ପ୍ରଚାର ସାରି ଫେରିଥିବା ବିଜେଡି ନେତାମାନେକହୁଛନ୍ତି । କଂଗ୍ରେସ ପ୍ରାର୍ଥୀ ମମତାକୁଣ୍ଡୁଙ୍କ ପ୍ରତି ବାଲେଶ୍ୱର ବାସୀଙ୍କ ଢେରମମତା ରହିଛି ଏବଂ ବିଜେପି ଓବିଜେଡିକୁ ଉଚିô ଜବାବ ଦେଇ ବାଲେଶ୍ୱର ବାସୀ ମମତାଙ୍କୁଜିଣାଇବାପାଇଁ ମନସ୍ଥିର କରିସାରିଥିବାକଂଗ୍ରେସ ନେତାମାନେ କହୁଛନ୍ତି । ଏହିଉପନିର୍ବାଚନରେ ଦୁଇଟିଯାକ ଆସନକୁଦଖଲ କରିବାପାଇଁ ୩ଟି ପ୍ରମୁଖରାଜନୈତିକଦଳ ଦାବିକରୁଥିବାବେଳେ ବାସ୍ତବରେ କିଏଜିଣିବ କିଏ ହାରିବ ତାହା ଅ ।ସନ୍ତା୧୦ତାରିଖରେ ଭୋଟ ଗଣନାରୁ ସ୍ପଷ୍ଟହେବ

- Advertisement -ନିର୍ବାଚନ ଜିତିବା ପାଇଁ  ସମସ୍ତେ ଆଶାୟୀ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ନିର୍ବାଚନ ଜିତିବା ପାଇଁ  ସମସ୍ତେ ଆଶାୟୀ ।

Latest article

ନଭେମ୍ବରରେ ବିଦ୍ୟାଳୟ ଖୋଲିବା ଉପରେ ଓଡିଶା ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ।

ଭୁବନେଶ୍ୱର,ତା୦୧/୧୨; ଆସନ୍ତା ମାସରେ ସମ୍ଭାବ୍ୟ କୋବିଡ୧୯ ଦୀତୀୟ ତରଙ୍ଗକୁ ଓଡିଶା ଅନାଇ ଥିବାରୁ ଚଳିତ ମାସରେ ସାରା ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି...

ଓଡିଶା ରାଜଧାନୀ ବିବାହ ପ୍ରକ୍ରିୟାକୁ ନିଷିଦ୍ଧ କରିଛି ।

ଭୁବନେଶ୍ଵର,ତା୦୧/୧୨; ଶୀତଦିନ ଆରମ୍ଭ ହେତୁ ଓଡିଶାରେ ଦ୍ୱିତୀୟ କୋଭିଡ -୧୯ ତରଙ୍ଗ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ମଙ୍ଗଳବାର ଦିନ...

ବିଦ୍ୟାଳୟ, ମଣ୍ଡଳୀ ଏବଂ ଅଧିକ ଖୋଲିବା ପାଇଁ ନୂତନ କୋବିଡ-୧୯ ନିର୍ଦ୍ଦେଶାବଳୀ।

ଭୁବନେଶ୍ଵର,ତା୦୧/୧୨;ରାଜ୍ୟରେ କରୋନାଭାଇରସ୍ ବଞ୍ଚୁଥିବା ମାମଲାକୁ ଦୃଷ୍ଟିରେ ରଖି ସୋମବାର ଓଡ଼ିଶା ସରକାର ନୂତନ କୋବିଡ୧୯ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଅତ୍ୟାଧୁନିକ କରୋନାଭାଇରସ୍ ନିର୍ଦ୍ଦେଶାବଳୀ ଅନୁଯାୟୀ, ବୃହତ ସାମାଜିକ, ରାଜନୈତିକ, କ୍ରୀଡା,...

ଓଡିଆ ଡିସେମ୍ବର ୩୧ ପର୍ଯ୍ୟନ୍ତ ଲକ୍ ଡାଉନ୍ ବିସ୍ତାର କରେ ।

ଭୁବନେଶ୍ଵର,ତା୦୧/୧୨;ଓଡ଼ିଶାରେ କରୋନାଭାଇରସ୍ ଲକଡାଉନ୍ ସର୍ବଶେଷ ସମ୍ବାଦ: କରୋନାଭାଇରସ୍ ବୃଦ୍ଧି ପାଉଥିବା ମାମଲାକୁ ଦେଖି ଓଡିଶା ସରକାର ସୋମବାର ଦିନ ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟରେ...

ରାଜସ୍ୱବଜାର ଅଂଶ ଦେଶରେ ସର୍ବାଧିକ: ଟ୍ରାଇ ରିପୋର୍ଟ .

ଭୁବନେଶ୍ୱର,୦୧/୧୨: ସବୁଠୁ ପସନ୍ଦର ଟେଲିକମ୍ କଂପାନି ଭାବେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରିରଖି ରିଲାଏନ୍ସ ଜିଓ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟରାଜସ୍ୱର...