22 C
Bhubaneswar
Monday, November 23, 2020

ଉଚ୍ଚଶିକ୍ଷା ସଚିବ ଓ ନିର୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦେଶ ।

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତଖଣ୍ଡପୀଠ ବାଙ୍କୀ ସ୍ୱୟଂଶାସିତ କଲେଜରପ୍ରାଧ୍ୟାପକ ବସନ୍ତ କୁମାର ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେୟୁଜିସି ସ୍କେଲ ଦରମା ପ୍ରସଂଗ ନେଇ ଆବେଦନକାରୀ ୧୯୯୯ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।୨୦୧୮, ଜୁଲାଇ ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ୟୁଜିସି ସ୍କେଲ ଅ ।ଆଧାରରେ ସଂଶୋଧିତଦରମା ଓ ବକେୟା ପ୍ରାପ୍ୟ ଏକ ମାସଭିତରେ ପ୍ରଦାନ ପାଇଁ ନିଦେ୍ର୍ଦଶ ଦେଇଥିଲେ ।

ହାଇକୋର୍ଟଙ୍କ ଏହି ନିଦେ୍ର୍ଦଶ ପାଳନରେଅବହେଳା ଅଭିଯୋଗ କରିଆବେଦନକାରୀ ୨୦୧୯ରେ ଅଦାଲତଅବମାନନା ମାମଲା ରୁଜୁ କରିଥିଲେ ।୨୦୧୯, ଫେବ୍ରୁଅ ।ରି ୨୦ରେହାଇକୋର୍ଟ ଅଦାଲତ ଅବମାନନା ମାମଲାରଶୁଣାଣି କରି ପୂର୍ବ ନିଦେ୍ର୍ଦଶ ୩ ମାସ ଭିତରେକାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ସଚିବ ଓ ନିର୍ଦେଶକଙ୍କୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁନିର୍ଦ୍ଧାରିତ ସମୟସୀମା ଭିତରେ ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇନଥିଲା । ଏହାପରେ ପୁଣି ଆବେଦନକାରୀ ଦ୍ୱିତୀୟ ଥର ପାଇଁ ଅଦାଲତ ଅବମାନନାମାମଲା ରୁଜୁ କରିଥିଲେ ।

ମାମଲାର ଶୁଣାଣିକରି ହାଇକୋର୍ଟ ୨୦୧୯, ଡିସେମ୍ବର୧୨ରେ ଉଚ୍ଚଶିକ୍ଷା ସଚିବ ଓ ନିଦେ୍ର୍ଦଶକଙ୍କୁକାରଣ ଦର୍ଶାଅ ନୋଟିସ୍ ଜାରିକରାଯାଇଥିଲେ । କିନ୍ତୁ ଏହା ପରେ ମଧ୍ୟଉଭୟ ଅଧିକାରୀ ମାମଲାର ଶୁଣାଣି ସମୟରେ ପକ୍ଷ ରଖି ନଥିଲେ । ଅକ୍ଟୋବର ୨୧ରେ ହାଇକୋର୍ଟମାମଲାର ଶୁଣାଣି କରି ନଭେମ୍ବର ୩ରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦେଶଙ୍କୁ ବ୍ୟକ୍ତିଗତଭାବେ ହାଜର ହେବା ପାଇଁ ନିଦେ୍ର୍ଦଶଦେଇଥିଲେ । ପୂର୍ବ ନିର୍ଦେଶ ପାଳନ କରିଆଜି ଉଚ୍ଚଶିକ୍ଷା ନିର୍ଦେଶକ ଅଶ୍ୱିନୀ କୁମାରମିଶ୍ର ବ୍ୟକ୍ତିଗତ ଭାବେ ହାଜର ହୋଇସତ୍ୟପାଠ ଦାଖଲ କରିଥିଲେ ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରବ୍ୟକ୍ତିଗତ ଭାବେ ହାଜର ନ ହୋଇ ଏଥିରୁଛାଡ଼ ପାଇବା ପାଇଁ ଏକ ପିଟିସନ୍ ଦାଖଲକରିଥିଲେ ।

- Advertisement -ଉଚ୍ଚଶିକ୍ଷା ସଚିବ ଓ ନିର୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦେଶ  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଉଚ୍ଚଶିକ୍ଷା ସଚିବ ଓ ନିର୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦେଶ  ।

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...