28 C
Bhubaneswar
Sunday, February 28, 2021

ତାଲିମ ବିମାନ ଦୁର୍ଘଟଣା, ୱିଙ୍ଗ୍ କମାଣ୍ଡର ମୃତ

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପାତିଆଲା,୨୪ା୨(ନି.ପ୍ର):ଙ୍ଖଭାରତୀୟ ବାୟୁସେନାର ଏକଙ୍ଖପିପିଷ୍ଟ୍ରେଲ ଭାଇରସ ଏସଡବ୍ଲୁ-୮୦ଙ୍ଖତାଲିମ ବିମାନ ସୋମବାର ଦିନଙ୍ଖଦୁର୍ଘଟଣାଗ୍ରସ୍ତ ହୋଇଛି । ଏହିଙ୍ଖଘଟଣାରେ ଜଣେ ବାୟୁସେନାଙ୍ଖପାଇଲଟ ମୃତୁ୍ୟବରଣ କରିବା ସହଙ୍ଖଜଣେ ଏନସିସି କ୍ୟାଡେଟ ଆହତଙ୍ଖହୋଇଥିବା ଜଣାଯାଇଛି ।ଙ୍ଖମିଳିଥିବା ସୂଚନା ଅନୁସାରେ ଏହିଙ୍ଖଦୁର୍ଘଟଣା ପାତିଆଲାରେ ଥିବା ସେନାନମେଂଟଅଂଚଳରେ ହୋଇଛି ।ଙ୍ଖପାତିଆଲା ଆଭିଏସନ କ୍ଲବରୁ ଏହିଙ୍ଖବିମାନ ଉଡ଼ିବାର କିଛି ସମୟ ପରେଙ୍ଖଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହିଙ୍ଖଘଟଣାରେ ୱିଙ୍ଗ କମାଣ୍ଡର ଜିଏସଙ୍ଖଚିମାଙ୍କ ମୃତ୍ୟୁ ହୋଇଛି ।

ୱିଙ୍ଗ କମାଣ୍ଡରଙ୍ଖଚିମା ସ୍ଥାନୀୟ ଏକ ଏନସିସି ୟୁନିଟକୁଙ୍ଖଡେପୁଟେସନରେ ଆସିଥିଲେ ।ଙ୍ଖସେହିପରି ଆହତ ହୋଇଥିବା ଏନସିସିଙ୍ଖକ୍ୟାଡେଟଙ୍କ ନାଁ ବିପିନ କୁମାର ଯାଦବଙ୍ଖଓ ସେ ପାତିଆଲାର ମହିନ୍ଦ୍ରା କଲେଜରଙ୍ଖଛାତ୍ର ବୋଲି ଜଣାପଡ଼ିଛି । ଏହିଙ୍ଖଦୁର୍ଘଟଣାର କାରଣ ଜାଣିବା ଲାଗିଙ୍ଖବାୟୁସେନା ପକ୍ଷରୁ ଏକ ତଦନ୍ତଙ୍ଖନିଦେ୍ର୍ଦଶ ଦିଆଯାଇଛି । ଗତକାଲିଙ୍ଖଗୋଆରେ ଭାରତୀୟ ନୌସେନାରଙ୍ଖଏକ ମିଗ୍୨୯କେ ବିମାନଙ୍ଖଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେଙ୍ଖଏଥିରେ ପାଇଲଟ ଅଳ୍ପକେଙ୍ଖବର୍ଗ୍ଧିଯାଇଥିଲେ । ଗୋଆର ଭାସ୍କୋଙ୍ଖନୈସେନା ଘାଟିରୁ ଏହା ଉଡ଼ାଣ ଭରିବାଙ୍ଖପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥି

- Advertisement -ତାଲିମ ବିମାନ ଦୁର୍ଘଟଣା, ୱିଙ୍ଗ୍ କମାଣ୍ଡର ମୃତ

More articles

LEAVE A REPLY

Please enter your comment!
Please enter your name here

- Advertisement -ତାଲିମ ବିମାନ ଦୁର୍ଘଟଣା, ୱିଙ୍ଗ୍ କମାଣ୍ଡର ମୃତ

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...