28 C
Bhubaneswar
Saturday, September 26, 2020

୬ ଦୁର୍ନୀତିଗ୍ରସ୍ତ ଅଧିକାରୀ ବିଦା

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

ଭୁବନେଶ୍ୱର,୨୪ା୨(ନି.ପ୍ର): ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିରୋ ଟଲେରାନ୍ସ ନୀତି ଅବଲ ମ୍ବନ କରୁଛନ୍ତି । ଏହି କ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ.ନାୟକ ୬ଜଣ ଅଧିକାରୀଙ୍କୁ ·କିରିରୁ ବହିଷ୍କୃତ କରିବା ସହ ସେମାନଙ୍କ ପେନ୍ସନ ମଧ୍ୟ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବହିଷ୍କୃତ ହୋଇଥିବା ଛଅ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଓବିସିସିର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ପରି·ଳନା
ନିଦେ୍ଦର୍ଶକ ସୁଧିର କୁମାର ବଜେନ୍ଦ୍ର ନାରାୟଣ, ଅବସରପ୍ରା ପ୍ତ ନିର୍ବାହୀଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡା, କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ ସବ୍ ଡିଭିଜନର ଅବସରପ୍ରା ପ୍ତ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରା ପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରା ପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ ଏବଂ ସ ମ୍ବଲପୁର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନର ଅବସରପ୍ରା ପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି ଏହାଛଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଜଣ ଅଧିକାରୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ଏହି ଦୁଇ ଜଣ ଅଧିକାରୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନ୍ସପେକ୍ଟର(ଆରଆଇ) ଇଶ୍ୱରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଅରୁଣ କୁମାର ପୁରୋହିତ । ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ·କିରିରୁ ବରଖାସ୍ତ କରିଥିବା ବେଳେ ୧୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...