25 C
Bhubaneswar
Monday, November 30, 2020

କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ କମ୍ୟୁନିଷ୍ଟର କର୍ମୀ ସମ୍ମିଳନୀ ।

Must read

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ବାଲେଶ୍ୱର, ୨୨/୧୦ : :ଆସନ୍ତାଉପ-ନିର୍ବାଚନରେ ବାଲେଶ୍ୱର ସଦରବିଧାନସଭା ଆସନପାଇଁ କଂଗ୍ରେସ ଦଳର ପ୍ରାର୍ଥୀମମତା କୁଣ୍ଡୁଙ୍କୁ ସମର୍ଥନ କରି କମୁ୍ୟନିଷ୍ଟ ପାର୍ଟିରକର୍ମୀ ସମ୍ମିଳନୀ ବୁଧବାର ପୂର୍ବାହ୍ନରେପଢ଼ୁଆଁପଦାସ୍ଥିତ ଶ୍ରମିକ ଭବନ ସଭାଗୃହରେଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ସଭାରେବର୍ଷିୟାନ୍ ବାମପନ୍ଥୀ ଶ୍ରମିକନେତା ଗୌରାଙ୍ଗପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଭାରତୀୟକମୁ୍ୟନିଷ୍ଟ ପାର୍ଟିର ଜିଲ୍ଲା ସଂପାଦକ ନିରଞ୍ଜନବାରିକ, ସହସଂପାଦକ ଭାଗବତ ପ୍ରତିହାରୀ,ମାୟାଧର ନାୟକ ଓ ଫରୱାର୍ଡ଼ ବ୍ଲକ୍ର ଲକ୍ଷ୍ମୀଧରଗିରି ପ୍ରମୁଖ ଦେଶ ଓ ରାଜ୍ୟର ସାଂପ୍ରତିକରାଜନୈତିକ ପଟଭୂମିରେ ବାଲେଶ୍ୱର ସଦରଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରଓ ରାଜ୍ୟ ସରକାରରେ ଥିବା ଦୁଇ ପ୍ରମୁଖ ଦଳଙ୍କନୀତି ଓ ଆଦର୍ଶରେ କୌଣସି ପାର୍ଥକ୍ୟ ନଥିବାରଦର୍ଶାଇଥିଲେ ।

କେନ୍ଦ୍ରସରକାରରେ ଥିବାବିଜେପିର ସଂବିଧାନ ଓ ଗଣତନ୍ତ୍ର ବିରୋଧିନୀତିକୁ ବିଜେଡ଼ି ସଂସଦରେ ସମର୍ଥନଜଣାଇଛି । ପ୍ରଚଳିତ ଶ୍ରମ ଆଇନକୁମାଲିକମାନଙ୍କ ସପକ୍ଷରେ ଏବଂ କୃଷକ,କ୍ଷେତ ମଜଦୂର ଓ ଖାଉଟିମାନଙ୍କ ବିରୋଧରେକେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିକୁଲୋକସଭାରେ ବିଜେଡ଼ି ଦୃଢ଼ ସମର୍ଥନଜଣାଇଥିବାବେଳେ ଲୋକଦେଖାଣିଆ ଭାବେରାଜ୍ୟ ସଭାରେ ବିରୋଧ କରୁଛି ।ବିମୁଦ୍ରୀକରଣ, ଜିଏସ୍ଟି ପ୍ରଭୃତି ଜନବିରୋଧିଆଇନକୁ ବିଜେଡ଼ି ସମର୍ଥନ ଜଣାଇରାଜ୍ୟବାସୀଙ୍କ କ୍ରୋଧର ଶୀକାର ହୋଇଛି ।

ଉଭୟଦଳ ନିଜର ଶାସନ ଗାଦିର ସୁରକ୍ଷାପାଇଁ ଅଲିଖିତ ବୁଝାମଣା କରିଥିବାସଂପର୍କରେ ବାମପନ୍ଥୀ ନେତାମାନେ ଗୁରୁତରଅଭିଯୋଗ କରିଥିଲେ । କଂଗ୍ରେସ ଦଳରପ୍ରାର୍ଥୀ ମମତା କୁଣ୍ଡୁ ଏଥିରେ ଯୋଗଦେଇତାଙ୍କ ବକ୍ତବ୍ୟରେ ବାଲେଶ୍ୱର ଜିଲ୍ଲାରେ ସମସ୍ତଶିଳ୍ପ ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ, ମେଡିକାଲ୍କଲେଜ ପ୍ରଭୃତି ପ୍ରତିଷ୍ଠାରେ କଂଗ୍ରେସଦଳରଅବଦାନ ବୋଲି ଅଭିହିତ କରିଥିଲେ ।ବିଜେଡ଼ି ଦଳର କୋଡ଼ିଏ ବର୍ଷଶାସନକାଳରେ ବାଲେଶ୍ୱରରଶିଳ୍ପସଂସ୍ଥାଗୁଡ଼ିକ ମୃତ କିମ୍ବା ମୃତୁ୍ୟ ଅପେକ୍ଷାରେରହିଛନ୍ତି । ବେକାରୀ ସଂଖ୍ୟା ବୃଦ୍ଧି ଫଳରେଓଡ଼ିଶାର ମାନବ ସମ୍ବଳ ଦାଦନରେ ପରିଣତହୋଇଛି । ଏହି ସବୁ ସମସ୍ୟାର ସମାଧାନପାଇଁ ତାଙ୍କୁ ଜିତାଇବାକୁ ଶ୍ରୀମତୀ କୁଣ୍ଡୁନିବେଦନ କରିଥିଲେ । ଉକ୍ରଳ ମହିଳାସମିତିର ଜିଲ୍ଲା ସଭାନେତ୍ରୀ ବନ୍ଦନା ବିଶ୍ୱାସଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ

- Advertisement -କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ କମ୍ୟୁନିଷ୍ଟର କର୍ମୀ ସମ୍ମିଳନୀ   ।

More articles

LEAVE A REPLY

Please enter your comment!
Please enter your name here

- Advertisement -କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ କମ୍ୟୁନିଷ୍ଟର କର୍ମୀ ସମ୍ମିଳନୀ   ।

Latest article

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଓଡିଶାର ଦୈନିକ କୋଭିଡ -୧୯ ମାମଲା ଏବଂ ମୃତ୍ୟୁ ତୀବ୍ର ହ୍ରାସ ପାଇଛି ।

ଭୁବନେଶ୍ୱର,ତା ୩୦/୧୧; ଓଡିଶାରେ ଦୈନିକ କୋଭିଡ -୧୯ ପଜିଟିଭ ଏବଂ ମୃତ୍ୟୁହାର ସୋମବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଉଛି। ସରକାର ଏହାର...