36 C
Bhubaneswar
Thursday, March 4, 2021

ଟାଙ୍ଗିରିଆ ପାହାଡ଼ରୁ ବେଆଇନ ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ।

Must read

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ସତ୍ୟଜିତ୍ ମହାନ୍ତି ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରନ୍ତି |

ଭୁବନେଶ୍ବର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡ ସତ୍ୟଜିତ୍ ମହାନ୍ତି ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସ୍ସି) ର ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।...

ଖୋରଧା,୨୨ା୧୦ :ଟାଙ୍ଗୀ ତହସିଲ ଅଧିନସ୍ଥ ଜରିପୁଟ ମୋଜାରେ ଥିବା ଟାଙ୍ଗିରିଆ ପାହାଡ଼ରେ ବେଆଇନ ଭାବରେ ବ୍ଲାଷ୍ଟିଂ ହେଉଥିବା ନେଇ ଅଭିଯୋଗ ହେଉଛି । ଇତିହାସସହିତ ଜଡ଼ିତ ଥିବା ଏହି ପାହାଡ଼ ଏବେମାନ ଚିତ୍ରରୁ ଉଭାନ ହେବା ଅବସ୍ଥାରେ । ଗ୍ରାମବାସୀ ମାନେ ପାହାଡ଼ରେ ବ୍ଲାଷ୍ଟିଂକୁନେଇ ଅତିଷ୍ଠ ହୋଇପଡ଼ିଥିବା ବେଳେବ୍ଲାଷ୍ଟିଂ ଯୋଗୁଁ ଘର ଭାଙ୍ଗିବା ସହିତଜାତୀୟ ରାଜପଥରେ ପଥର ଖଣ୍ଡମାନ ପଡ଼ୁଥିବା ନେଇ ଅଭିଯୋଗ କରିଛନ୍ତି । ଅଦାଲତର ଆଶ୍ରୟ ପରେ ବି ବନ୍ଦହେଉନି ବେଆଇନ ପାହାଡ଼ ବ୍ଲାଷ୍ଟିଂ । ସେପଟେ ଏଥିରେ ରାଜନେତାଙ୍କ ହାତଥିବାର ଅଭିଯୋଗ ଆଣିଛନ୍ତି ପୂର୍ବତନ ଚିଲିକା ବିଧାୟକ । ଅନ୍ୟ ପଟରେ ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ମୁହଁ ଖୋଲିବାକୁ ନାରାଜ । ତେବେ ଖୋର୍ଦ୍ଧା ଭଳି ସେଠାରେଏସ.ଟି.ଏଫ୍ ଚଢାଉ କରିବାକୁ ଦାବୀ ହେଉଅଛି । ସବୁ ଜିମା ମଝିରେ ରହିଛିଏହି ଐତିହ୍ୟ ପାହାଡ଼ । ଖୋରଧା ଟାଙ୍ଗୀତହସିଲ ଜରିପୁଟ ମୋଜାରେ ଥିବାବିରିବାଡ଼ି, କୟଥପଲ୍ଲୀ ଗ୍ରାମର ଟାଙ୍ଗିରିଆ ପାହାଡ଼ ଉପରେ ଥିଲା ଗ୍ରାମର ମା’ବୋଇତାଣୀ ମନ୍ଦିର ।

ବର୍ଷା ନ ହେଲେମା’ ବୋଇତାଣୀଙ୍କ ପାଖରେ ସଂକିର୍ତ୍ତନକଲେ ବର୍ଷା ହେଉଥିଲା । କାଳକ୍ରମେଏହି ମନ୍ଦିର ଓ ଏହାର ଐତିହ୍ୟ ଏବେନଷ୍ଟ ହେବାକୁ ବସିଲାଣି । ପଥର ମାଫିଆଙ୍କ ପାଖରେ ତୁଚ୍ଛ ହେଲା ମା’ଙ୍କମନ୍ଦିର ଓ ଗ୍ରାମର ଇତିହାସ । ଏବେକେବଳ ମନ୍ଦିର ପାଖରେ ଥିବା ମଣ୍ଡପରହିଛି । ସେହିପରି ପାହାଡ଼ରେ ବ୍ଲାଷ୍ଟିଂହେଲେ ଘର ଥରିବା ସହିତ ଜାତୀୟ ରାଜପଥରେ ପଡ଼ୁଛି ପଥର ଖଣ୍ଡ । ଏଠାରେ ବେଆଇନ ବ୍ଲାଷ୍ଟିଂ ବନ୍ଦ କରିବାକୁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବୀହୋଇ ଆସୁଥିଲେ ମଧ୍ୟ ଏହାରକୌଣସିସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ । ଟାଙ୍ଗିରିଆ ପାହାଡ଼ ବେଆଇନ ଭାବରେ ଚାଲିଥିବାର ଅଭିଯୋଗ କେବଳ ଜିଲ୍ଲାପ୍ରଶାସନ ପାଖରେ ସୀମିତ ହୋଇ ରହିନାହିଁ । ବିରିବାଡ଼ିର ଗୋପୀନାଥ ପାଇକରାୟ ଏହି ବେଆଇନ ବ୍ଲାଷ୍ଟିଂକୁ ବନ୍ଦ କରିବାକୁ ନେଇ ଅଦାଲତର ଦ୍ୱାରସ୍ଥହେବା ସହିତ କୋର୍ଟରୁ ରହିତାଦେଶ ମଧ୍ୟ ଆଣିଛନ୍ତି । ସେହିପରି ଜିଲ୍ଲାପାଳଙ୍କଠାରୁ ଏସ.ଟି.ଏଫ୍ ଏବଂ ପୁଲିସ ମହାନିଦେ୍ର୍ଦଶକଙ୍କ ନିକଟରେ ମଧ୍ୟଅଭିଯୋଗ କରିଛନ୍ତି ।

ପାହାଡ଼ ପାଖରେଥିବା ଚାଷ ଜମିଗୁଡ଼ିକ ନଷ୍ଟ ହେଉଥିବାରୁ ଚିଲିକାର ପୂର୍ବତନ ବିଧାୟକ ମଧ୍ୟ୨୦୧୮ ମସିହାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ତକôାଳୀ ନଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣଭାବରେ ପାହାଡ଼ ଖନନ ବନ୍ଦ କରିବାକୁଲିଖିତ ଭାବରେ ଅଭିଯୋଗ କରିଥିଲେ । ତେବେ ଏତେ ସବୁ ଅଭିଯୋଗ ପରେମଧ୍ୟ ଫଳ ଶୂନ । ଖୋରଧାରେ ବେଆଇନ ଖଣି ଉପରେ ଏସ.ଟି.ଏଫ୍ରଚଢାଉ କରିବା ପରେ ଏବେ ଖଣିମାଫିଆ ମାନେ ଟାଙ୍ଗିରିଆ ପାହାଡ଼ରେ ଜୋର ଜବରଦସ୍ତ ଖନନ କରୁଥିବାଅଭିଯୋଗ ହୋଇଛି । ସେହିପରି କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହାତଥିବାର ଅଭିଯୋଗ ମାନ ହେଉଛି । ଏବିଷୟରେ ଜିଲ୍ଲା ପ୍ରଶାସନର ନୀରବତାଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ୱାରା ସରକାର ହରାଉଛନ୍ତି କୋଟିକୋଟି ଟଙ୍କାର ରାଜସ୍ୱ ତେବେ ଖୋରଧାଭଳି ଏଠାରେ ମଧ୍ୟ ବେଆଇନ ମାଫିଆରାଜ ଉପରେ ରୋକ୍ ଲଗାଇବ କିଏସ.ଟି.ଏଫ୍?

- Advertisement -ଟାଙ୍ଗିରିଆ ପାହାଡ଼ରୁ ବେଆଇନ ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଟାଙ୍ଗିରିଆ ପାହାଡ଼ରୁ ବେଆଇନ ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ।

Latest article

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ସତ୍ୟଜିତ୍ ମହାନ୍ତି ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରନ୍ତି |

ଭୁବନେଶ୍ବର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡ ସତ୍ୟଜିତ୍ ମହାନ୍ତି ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସ୍ସି) ର ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।...

ବିହାର ମୁଖ୍ୟମନ୍ତ୍ରୀମାନେ ଭାରତ ଦୀତୀୟ ପର୍ଯ୍ୟାୟ ଆରମ୍ଭ ହେବାବେଳେ ଟିକା ନେଇଛନ୍ତି ।

ଭୁବନେଶ୍ଵର: ଆଜି ସର୍ବଭାରତୀୟ କୋଭିଡ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ହିତାଧିକାରୀ ଭାବରେ ଆରମ୍ଭ ହୋଇଥିବାରୁ ଓଡିଶା ଏବଂ ବିହାରର ମୁଖ୍ୟମନ୍ତ୍ରୀମାନେ ହିତାଧିକାରୀଙ୍କ ମଧ୍ୟରେ ଥିଲେ।...